Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଅଲ୍ ଓଡିଶା ଇ.ପି.ଏଫ ପେନସନର୍ସ ଆସୋସିଏସନର କୋର୍ କମିଟି ବୈଠକ
ଭୁବନେଶ୍ୱର : ତା.୨୪.୦୯.୨୦୨୨ରିଖ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର କୋର କମିଟି ବୈଠକ ଗତକାଲି ବୟନିକା କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ ପେନସନଧାରୀଙ୍କ ଦୀର୍ଘଦିନର ଦାବୀ ସର୍ବନିମ୍ନ ପେନସନ ନଅ ହଜାର ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପ୍ରଦାନ…
ଭୁବନେଶ୍ୱରରେ ୧୩ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ
ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ନିକଟରୁ ଜବତ କରାଯାଇଛି ୧୩ ଗ୍ରାମ୍ର ବ୍ରାଉନ୍ସୁଗାର। ସଂପୃକ୍ତ ଘଟଣାରେ ଜଣେ ଯୁବକଙ୍କୁ ଗିରଫ କଲା ପୋଲିସ୍ I ଜବତ ବ୍ରାଉନୁସୁଗାରର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରୁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀଲଙ୍କାରୁ ଫେରିଲା ପ୍ରବାସୀ ଓଡ଼ିଆଙ୍କ ପାର୍ଥିବ ଶରୀର,
ଭୁବନେଶ୍ବର: ବାହାର ଦେଶରେ ମୃତ୍ୟୁ ହୋଇଥିବାରୁ ନିଜ ଜନ୍ମ ସ୍ଥାନକୁ ଫେରି ପାରୁନଥିଲା ଓଡ଼ିଆ ଯୁବକଙ୍କ ମୃତଶରୀର। ଶେଷ ମୁହୂର୍ତ୍ତରେ ଏକମାତ୍ର ପୁଅର ମୁହଁ ଟିକେ ଦେଖିବାକୁ ପରିବାର ସଦସ୍ୟ ବିକଳ ହେଉଥିଲେ । ଆଉ ଏତିକିବେଳେ, ସହାୟତାର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ନିଜ ଜନ୍ମସ୍ଥାନକୁ…
ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ
ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଜୀବନ ନେଇଛି ଜଣେ ଗାଡ଼ି ଚାଳକ। ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ।
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ରାସ୍ତାରେ ଗାଈମାନେ ଶୋଇଥିବା ଵେଳେ ମଦ ପିଇ ଦ୍ରୁତ ଗତିରେ…
ଭୁବନେଶ୍ୱରରେ ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀବିହାରରେ ଜଣେ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଧର୍ମେନ୍ଦ୍ର ସାହୁ। ପୁରୀ ଜିଲ୍ଲା ନିମାପଡ଼ା ୧୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଥିଲେ ସାହୁ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଓଲାମ୍ ଏଗ୍ରି ପକ୍ଷରୁ ଏହାର ବାସୁମତି ଚାଉଳ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଓଡ଼ିଶାକୁ କେନ୍ଦ୍ର ଭାବେ ଚିହ୍ନଟ…
ଭୁବନେଶ୍ୱର: ଓଲାମ୍ ଏଗ୍ରି ଏହାର ଦୀର୍ଘସ୍ଥାୟୀ ହିଭେନ୍ସ ହାର୍ଭେଷ୍ଟ୍ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସୁମତି ଚାଉଳ ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର ।
ଭାରତର ଅନ୍ୟତମ…
ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବଙ୍କର ଭଦ୍ରଖ ଜିଲ୍ଲାଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରଖ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର…
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବିଶେଷ ବର୍ଷା ।
ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବିଶେଷ ବର୍ଷା । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ହେଲେ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ୨୪, ୨୬ ଓ ୨୭ ତାରିଖରେ ସ୍ଥାନେ ସ୍ଥାନେ…
ଆସିଲା ମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା
ଭୁବନେଶ୍ୱର: ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଧନୀ ଭାବେ ମୁଖ୍ୟମନ୍ତ୍ରୀ ନିଜର ସ୍ଥାନ ବଜାୟ ରଖିଛନ୍ତି। ଡିସେମ୍ବର ୩୧,୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ…
ନାବାଳକକୁ ହାତକଡ଼ା: ହଟହଟା ପୁଲିସବାବୁ, ବର୍ଷିଲେ ବିଚାରପତି
ଭୁବନେଶ୍ବର : ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ଉକ୍ତ ନାବାଳକଙ୍କୁ ଆସନ୍ତାକାଲି…