Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଓଡ଼ିଶା ନିବେଶକ ସମ୍ମିଳନୀରେ ବିଭିନ୍ନ କମ୍ପାନିର ସିଇ ଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି।ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି। ସେ ଭେଟିଥିବା ସିଇଓମାନଙ୍କ…
ପରଲୋକରେ ଜୟନ୍ତୀ ପଟ୍ଟନାୟକ ।
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଵ ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଙ୍କ ୯୦ ବର୍ଷ ରେ ପରଲୋକ ସେ ଜଣେ ରାଜନେତ୍ରୀ, ସୁସାହିତ୍ୟକl ଅନୁବାଦିକା ଥିଲେ l ୧୯୮୧ ମସିହା ରେ କଟକ ରୁ ନିର୍ବାଚିତ ହୋଇଥିଲେ,୧୯୯୬ରେ ମହିଳା ଗୌରବ ସନ୍ନମାନ ରେ ସାନମାନିତା…
ଚିଲିକାରେ ହେବ ଦେଶର ସବୁଠୁ ବଡ଼ ରୋପ୍ୱେ
ଭୁବନେଶ୍ବର: ଚିଲିକାରେ କାଳିଜାଇ ମନ୍ଦିରକୁ ସଂଯୋଗ କରିବା ଲାଗି ନିର୍ମାଣ ହେବ ଦେଶର ସବୁଠୁ ବଡ଼ ରୋପ୍ୱେ। ଉତ୍ତରାଖଣ୍ଡରେ ଅଲି ରୋପ୍ୱେ (୪କିମି) ଏବେ ଦେଶର ସବୁଠୁ ଲମ୍ବା ରୋପ୍ ୱେ ଭାବେ ଗଣାଯାଉଥିବା ବେଳେ ପ୍ରୟାଗି କୃଷ୍ଣପ୍ରସାଦ ରାସ୍ତାରୁ କାଳିଜାଇକୁ ସଂଯୋଗ କରି ଦେଶର ସବୁଠୁ ବଡ଼…
ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫-ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଚିଠି ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…
ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମୀରରଞ୍ଜନ ଦାଶଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ। ବାସଭବନକୁ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି…
ବିଏମ୍ସି ପାଇଁ ଅଳିଆ ଅଡ଼ୁଆ ବଢ଼ୁଛି
ଭୁବନେଶ୍ବର: ଅଳିଆ ଅଡ଼ୁଆ ତୁଟିବା ନାଁ ଧରୁନି। ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଭୁଆସୁଣି ବିବାଦର ସାମୟିକ ଅବସାନ ପରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରିବା ନେଇ ଯେଉଁ ଆଶା ପ୍ରକାଶ ପାଇଥିଲା ତାହା ସମ୍ଭବ ହେଉ ନାହିଁ। ନୂଆ ପରିମଳ ପ୍ୟାକେଜ୍ରେ ଟେଣ୍ଡର ପାଇଥିବା ନୂଆ ସଂସ୍ଥା ଏବେ ବି ସଫଳ…
ଭୁବନେଶ୍ବରରୁ କଟକକୁ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର: ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗ୍ରହ ଦେଖାଇଛନ୍ତି। ଏନେଇ ସେ ମେଟ୍ରୋ ରେଳ ନୀତି-୨୦୧୭ ବିଷୟରେ ନଗର ଉନ୍ନୟନ ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ନିଜର ଟୁଇଟରରେ…
ବିବାଦରେ ବାଲିଯାତ୍ରା ତଳପଡ଼ିଆ ଟେଣ୍ଡର୍: ୩୪ ଏକର ପାଇଁ ଅନୁମତି, ଶହେ ଏକର ପାଇଁ ଡକାଯାଇଛି ଟେଣ୍ଡର୍
କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ…
ଭୁବନେଶ୍ବର କ୍ଲବର ସଭାପତି ଭାବେ ଅସିତ ତ୍ରିପାଠୀ ନିର୍ବାଚିତ
ଭୁବନେଶ୍ବର: ଲଗାତାର ଦ୍ଵିତୀୟ ଥର ଭାବରେ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ୮୧.୫ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କ ସହ ତାଙ୍କ ପ୍ୟାନେଲ ମଧ୍ୟ ବିଜୟ ଲାଭ କରିଛି। ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ…
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଆଇନଜୀବି ସାମୁଖ୍ୟ କର୍ମକର୍ତ୍ତା ଓ ସାଧାରଣ ଜନତା
ଆଜି ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଜନ୍ମଦିନରେ ଭୁବନେଶ୍ୱର ବିଜୁ ଜନତା ଦଳ ଆଇନଜୀବି ସାମୁଖ୍ୟର ସମସ୍ତ କର୍ମକର୍ତ୍ତା ଓ ଶତାଧିକ ଆଇନଜୀବି ବନ୍ଧୁମାନେ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସୁସ୍ଥ, ଦୀର୍ଘାୟୁ ଓ ନିରାମୟ…