Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଆଜି ଆସୁଛନ୍ତି ରାଷ୍ଟ୍ରପତି: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର(୨୬ ତାରିଖ) ସନ୍ଧ୍ୟା ୬ଟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ଶ୍ରୀମତୀ ମୁର୍ମୁ। ଏହା ପରେ କଡ଼ା ସୁରକ୍ଷା ବଳୟରେ ରାଜଭବନ ଯିବେ। ସେଠାରେ…
ପୁଣି ଅଶାନ୍ତ ବିଜେବି କ୍ୟାମ୍ପସ: ଛାତ୍ରୀଙ୍କ ଓଢ଼ଣି ଟାଣି ଦୁଷ୍କର୍ମ ଧମକ
ଭୁବନେଶ୍ବର: ସ୍କର୍ପିଓ ଧରି କ୍ୟାମ୍ପସରେ ପଶିଲେ। କେହି କିଛି ବୁଝିବା ପୂର୍ବରୁ ଜଣେ ଛାତ୍ରୀଙ୍କ ଓଢ଼ଣି ଟାଣାଓଟରା କଲେ। ଆଉ ଦୁଷ୍କର୍ମ ପାଇଁ ଧମକ ଦେଇ ଚାଲିଗଲେ। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍ରେ। ଏହାକୁ ନେଇ କ୍ୟାମ୍ପସରେ…
ରାଜଧାନୀରେ ଚାଞ୍ଚଲ୍ୟ: ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା
ଭୁବନେଶ୍ବର: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ। ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍।
ସୂଚନା ମୁତାବକ ଲୋକେ ଘରେ ଥିବା…
ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ଵାଳ ସମ୍ମାନିତ
ଭୁବନେଶ୍ୱର, ତା ୨୪.୧୧ ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ବାଳଙ୍କୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଆନୁକୁଲ୍ୟରେ ଏଠାରେ ଆୟୋଜିତ ଏକ ଆନ୍ତର୍ଜାତିକ କର୍ମଶାଳା ଅବସରରେ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ…
ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଉତ୍ପାଦନ ପଦ୍ଧତି ସଂପର୍କିତ କର୍ମଶାଳା
ଭୁବନେଶ୍ବର: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ଇସ୍ପାତ ଉତ୍ପାଦନ ପଦ୍ଧତି ସଂପର୍କିତ ଦ୍ୱିତୀୟ କର୍ମଶାଳା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି। ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର…
ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୨୪ କୋଟି ମଞ୍ଜୁର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପଟି ହେଉଛି– ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ।
ସୂଚନାଯୋଗ୍ୟ…
ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ପାରିତ
ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୁରୁବାର ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ଏହି ବିଲ୍ ଆସିବା ଫଳରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଏବଂ ଉପରୟତମାନେ ଜମିର ମାଲିକାନା ପାଇପାରିବେ। ୧୯୭୭ ପର୍ଯ୍ୟନ୍ତ କେବଳ ଚାଷ ଜମି ମାଲିକାନା…
ଭୁବନେଶ୍ବରରେ ଅଗ୍ନିକାଣ୍ଡ, ୨ ଆହତ
ଭୁବନେଶ୍ବର: ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ପଞ୍ଚାୟତ ଅଫିସ ପାଖରେ ଥିବା ଏକ ଘରୋଇ…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବରେ ସୁଜାତା
ଭୁବନେଶ୍ବର : ମିଶନଶକ୍ତି ବିଭାଗ ସଚିବ ସୁଜାତା ରାଉତ କାର୍ତ୍ତିକେୟନ (୨୦୦୦ ବ୍ୟାଚ ଆଇଏଏସ୍)ଙ୍କୁ ବୁଧବାର ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମତୀ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ବିଭାଗ ସହିତ ଓଡ଼ିଆ…
ବିଏମ୍ସିର ବଡ଼ ପଦକ୍ଷେପ: ଭୁବନେଶ୍ବରରେ ଟ୍ରାଫିକ୍ ସିଗନାଲ ନିକଟରେ ଭିକ ମାଗିଲେ ନେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଧୀନ ଟ୍ରାଫିକ୍ ପୋଷ୍ଟ ନିକଟରେ ଆଉ ଭିକାରୀମାନେ ଚଳପ୍ରଚଳ କରିପାରିବେ ନାହିଁ। ପେନ୍, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଟ୍ରାଫିକ୍ ସିଗନାଲ୍ ନିକଟରେ ରହିପାରିବେ ନାହିଁ। ବିଏମ୍ସି ପକ୍ଷରୁ ଏନେଇ…