Browsing Category

ମହାନଗର

ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ : ଆତ୍ମହତ୍ୟା ନୁହେଁ, ଜୀବନ ହେଉଛି ଆଗକୁ…

ଭୁବନେଶ୍ୱର, ୧୧/୦୯(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି  ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଚେଞ୍ଜିଂ ଦି ନାରେଟିଭ୍ ଅନ୍ ସୁଇସାଇଡ୍’କୁ ଆଧାର କରି ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ…

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

ଭୁବନେଶ୍ବର: ବ୍ରହ୍ମପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ୨୦୨୬ ବର୍ଷର ଉତ୍ତୀର୍ଣ୍ଣ ସ୍ନାତକ ଆୟୁର୍ବେଦ ଡାକ୍ତରମାନଙ୍କୁ ନେଇ ସ୍ନାତକତା ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ନବସ୍ନାତକ ଡାକ୍ତରମାନଙ୍କୁ ସମ୍ମାନିତ କରାଯିବା ସହ ଆୟୁର୍ବେଦ…

କ୍ରୀଡ଼ା କାର୍ଯ୍ୟକଳାପର ସମୀକ୍ଷା କଲା ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ:  ୨୦୨୬-୨୭ ପାଇଁ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, ୧୦/୯(କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ କନଫରେନ୍ସ ହଲ୍‌ରେ କ୍ରୀଡ଼ା ପରିଷଦ ପକ୍ଷରୁ କାର୍ଯ୍ୟକାରୀ କମିଟିର ବାର୍ଷିକ ସାଧାରଣ ପରିଷଦ ବୈଠକ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି…

ଦଶମ ବର୍ଷରେ ପହଞ୍ଚିଲା ‘ଓଡ଼ିଆ ବିଭବ’: ୧୯,୦୦୦ ବହି, ୩୦ ଲକ୍ଷ ପୃଷ୍ଠାର ଡିଜିଟାଲ ଭଣ୍ଡାର; ସ୍ୱତନ୍ତ୍ର ପରିଚାଳନା ଦଳ…

ଭୁବନେଶ୍ୱର, ୯/୯(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ଓ ସାହିତ୍ୟର ଡିଜିଟାଲ ଐତିହ୍ୟକୁ ସୁରକ୍ଷିତ ରଖିବାରେ ଅଗ୍ରଣୀ ଡିଜିଟାଲ ପ୍ଲାଟଫର୍ମ ‘ଓଡ଼ିଆ ବିଭବ’ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ପହଞ୍ଚିଛି। ଏହାର ଭବିଷ୍ୟତ ବିକାଶ, ପରିଚାଳନା ଓ ସ୍ଥାୟିତ୍ୱକୁ ନେଇ 'ସୃଜନିକା' ପକ୍ଷରୁ…

କ୍ୟାବିନେଟ ରେ ଅନୁମୋଦନ ପାଇଲା ୧୮ ଟି ପ୍ରସ୍ତାବ

ଭୁବନେଶ୍ବର:ରାଜ୍ୟ କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବକୁ ଅନୁମୋଦନ,୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୬କୁ ଅନୁମୋଦନ ଓଡ଼ିଶା ଉଦ୍ୟାନ କୃଷି ସେବା (OHS) କ୍ୟାଡରର ପୁନର୍ଗଠନ ଦ୍ୱାରା ମୋଟ ମଞ୍ଜୁରୀପ୍ରାପ୍ତ ପଦସଂଖ୍ୟା ୪୦୩ରୁ ୪୭୦କୁ ବୃଦ୍ଧି…

ଆଖୁ ଉତ୍ପାଦନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ ହେବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାକୁ ପୁଣି ଥରେ ଆଖୁ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।  କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ

ଭୁବନେଶ୍ବର: ଚାଷ ଜମିର କିସମ ପରିବର୍ତ୍ତନ କରିଦେବା ପାଇଁ ଆବେଦନକାରୀଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ (ଆରଆଇ) କଲ୍ୟାଣୀ ଜେନା ଓ ସହ-ରାଜସ୍ୱ ନିରୀକ୍ଷକ (ଏଆରଆଇ) ପୂର୍ଣ୍ଣଚନ୍ଦ୍ର ବେହେରା।…

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ: ୮,୪୩୪ ସିଲିଣ୍ଡର ଜବତ, ୯ ଗିରଫ

ଭୁବନେଶ୍ବର: ରାଜ୍ୟରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଅଭିଯାନ ଜାରି ରହିଛି। ଏହି ରାଜ୍ୟବ୍ୟାପୀ ଅଭିଯାନରେ ଏପର୍ଯ୍ୟନ୍ତ ୮,୪୩୪ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିବା ବେଳେ କଳାବଜାରୀ ଅଭିଯୋଗରେ ୯…

ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁମୋଦନ ପାଇଛି। ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ…

ଭୁବନେଶ୍ୱରରେ ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ପୁରସ୍କୃତ ହେଲେ ଶ୍ରେଷ୍ଠ ସିନେମା ଓ କଳାକାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ MMIT ଅଡିଟୋରିୟମରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ ୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି। ସିନେମା ମାଧ୍ୟମରେ ଦିବ୍ୟାଙ୍ଗଜନଙ୍କ ପ୍ରତିଭା,…