Browsing Category

ମହାନଗର

ସାରା ରାଜ୍ୟରେ ସାଂଘାତିକ ବର୍ଷା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର:ଉତ୍ତରରେ ଭୟଙ୍କର। ଉପକୂଳ ଓ ପଶ୍ଚିମରେ ସାଂଘାତିକ। ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ…

ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର

କଟକ: ଆଜି ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ର। ସେ ଡିଜିପି ୱାଇ ବି ଖୁରାନିଆଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀ ମିଶ୍ର ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ଡିଜି ଭାବେ କାର୍ଯ୍ୟ କରୁଥିଲେ।…

୨୪ ଘଣ୍ଟାରେ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ

ଭୁବନେଶ୍ବର :ବଲାଙ୍ଗିରରୁ ରଣ୍ଡାରୁ ବ୍ୟବସାୟୀ ଅପହରଣ ମାମଲାରେ ଟ୍ବିଷ୍ଟ। ବଲାଙ୍ଗିର ଏସପି କହିଲେ ମିଶୁନି ଅପହୃତ ଓ ଅପହରଣକାରୀଙ୍କ ବୟାନ। ଉଭୟଙ୍କୁ କରାଯିବ ମୁହଁମୁହିଁ ଜେରା। ଅପହରଣର ୨୪ ଘଣ୍ଟା ଭିତରେ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର…

୩ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଉପରମୁଣ୍ଡରେ ଅବପାତ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି।  ଏବେ ଏହା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର…

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

ଖୋରଧା: ଖୋରଧା ସଦର ମହକୁମା ବିଜେବି ଉଚ୍ଚ ବିଦ୍ୟାଳୟ ପଡିଆରେ ଖୋରଧା ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ସେ ରାଜ୍ୟର ବିକାଶ, ଶିକ୍ଷା, କୃଷି,…

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

ଭୁବନେଶ୍ୱର: ୮୦ ତମ ସ୍ୱାଧୀନତା ଦିବସ ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସୁରକ୍ଷା, ଯାତ୍ରୀ ସେବା, ମାଲ ପରିବହନ, ଭିତ୍ତିଭୂମି ବିକାଶ ଏବଂ କର୍ମଚାରୀ କଲ୍ୟାଣ କ୍ଷେତ୍ରରେ ପୂର୍ବତଟ ରେଳପଥର ପ୍ରମୁଖ ସଫଳତାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ପୂର୍ବତଟ ରେଳପଥ…

ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପ୍ରାଥମିକତା: ବିନୟତୋଷ

ଭୁବନେଶ୍ୱର : ବିନୟତୋଷ ମିଶ୍ର ହେଲେ ଓଡ଼ିଶାର ଅନ୍ତରୀଣ ଡିଜିପି। ଆସନ୍ତା ୧୬ରୁ ଦାୟିତ୍ବ ଗ୍ରହଣ କରିବେ ବିନୟତୋଷ। ନୂଆ ଡିଜିପି ନିଯୁକ୍ତି ଯାଏଁ ଦାୟିତ୍ବରେ ରହିବେ ବିନୟତୋଷ। ଆସନ୍ତା ୧୬ରେ ସରୁଛି ବର୍ତ୍ତମାନ ଡିଜିପିଙ୍କ କାର୍ଯ୍ୟକାଳ। ଅନ୍ତରୀଣ ଡିଜି ନିଯୁକ୍ତିକୁ ଅନୁମୋଦନ ଦେଲେ…

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ,

ଭୁବନେଶ୍ୱର ୧୪ ଅଗଷ୍ଟ ୨୦୨୬ :ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ…