Browsing Category

Featured

ଭାରସାମ୍ୟ ହରାଇ ବାଇକରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପୁନେଇତାଣ୍ଡି ଠାରେ ଭାରସାମ୍ୟ ହରାଇ ଏକ ବାଇକରୁ ପଡ଼ି ଜଣେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତିରେ ଯୁବକଜଣକ ବାଇକରେ ଘରକୁ ଫେରୁଥିବା…

ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ରୋଜଗାର କରୁଛନ୍ତି କୃଷକଙ୍କ ପତ୍ନୀ

ନୂଆଦିଲ୍ଳୀ: ଆପଣ କେବେ କୌଣସି କୃଷକଙ୍କ ପତ୍ନୀଙ୍କୁ ମଡେଲିଂ କରୁଥିବାର ଦେଖିଛନ୍ତି? କୃଷକ କହିଲେ ଆମ ଆଖି ସାମ୍ନାକୁ ଜଣେ ଗରିବ ଲୋକର ପ୍ରତିଛବି ଆସି ଯାଇଥାଏ। କୃଷକଙ୍କ ପତ୍ନୀ କହିଲେ ଆମେ ଜାଣନ୍ତି ଘରେ ରହି ନିଜ ସ୍ବାମୀଙ୍କୁ ମାନିସିକ ଭାବେ ସହଯୋଗ କରୁଥିବା ଜଣେ ପତ୍ନୀ। ମାତ୍ର ଆମେ…

ପ୍ରଶାସକଙ୍କ ଡ୍ରାଇଭରଙ୍କୁ ହତ୍ୟାକଲା ପତ୍ନୀ: ଦୁଇ କୁନି ପୁଅଝିଅ ସାମ୍ନାରେ ହତ୍ୟା

ସୁନ୍ଦରଗଡ଼: ଦୁଇ କୁନି ପୁଅଝିଅଙ୍କ ସମ୍ମୁଖରେ ନିଜ ଓଢ଼ଣିରେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି ପତ୍ନୀ। ଏହି ମହିଳା ଜଣକ ସ୍ବାମୀ ଆତ୍ମହତ୍ୟା କରିଥିବା କହି ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନି। ହସ୍ପିଟାଲରେ ମୃତକଙ୍କ ବେକରେ ଦାଗ ଦେଖି ପୁଲିସକୁ ଖବର ଦେବାପରେ…

ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥର ପୁଣି ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ସୂଚନାଯୋ‌ଗ୍ୟ, ଆଜି ବିଧାନସଭାର ଶୀତକାଳୀନ…

ହିତକାରୀ ମହୁ

ଆମ ପ୍ରାଣୀଜଗତର ଏକ ଅଦ୍ଭୁତ ଗୁଣସଂପନ୍ନ ପତଙ୍ଗ ହେଉଛି ମହୁମାଛି। ଏହାଦ୍ୱାରା ସଂଗୃହୀତ ମହୁ ଇତିହାସହୀନ କାଳରୁ ଆମଦ୍ୱାରା ବ୍ୟବହୃତ ହୋଇ ଆସୁଛି। ଠାକୁରଙ୍କ ପୂଜାରେ ବ୍ୟବହୃତ ପଞ୍ଚାମୃତ ହେଉ, କିମ୍ବା ଆମ ଖାଦ୍ୟକୁ ସ୍ୱାଦିଷ୍ଠ କରିବାପାଇଁ ହେଉ, ମହୁ ସବୁବେଳେ ଲୋଡ଼ା ହୋଇଥାଏ। କୁହାଯାଏ, ମହୁ…

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ…

୨୦୨୩ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବାକୁ ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ…

ନୂଆଦିଲ୍ଲୀ: କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି। ୨୦୧୪ରୁ ଇଜିପ୍ଟର୍‌ ରାଷ୍ଟ୍ରପତି ଥିବା…

ଇତିହାସ ପୁନର୍ଲିଖନ କରନ୍ତୁ, କେନ୍ଦ୍ର ସରକାର ସାହାଯ୍ୟ କରିବେ: ଐତିହାସିକମାନଙ୍କୁ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଭାରତୀୟ ଚିନ୍ତାଧାରା ଆଧାରିତ ଇତିହାସ ପୁନର୍ଲିଖନ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଐତିହାସିକମାନଙ୍କୁ କହିବା ସହିତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏଭଳି ଉଦ୍ୟମ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ। ଗୁରୁବାର ଦିନ ଦିଲ୍ଲୀରେ ଆସାମ ସରକାରଙ୍କର ଗୋଟାଏ…

ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଦାଦନ ଚାଲାଣ ଥମିବାର ନାଆଁ ନେଉନାହିଁ। ପୁଣି ଚାଲାଣବେଳେ ପୁଲିସ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ଘର ବେଲପଡ଼ା ଥାନା ରେଙ୍ଗାଳୀ ଗାଁରେ ବୋଲି ଜଣାଯାଇଛି। ଏହି ଦାଦନ ଶ୍ରମିକମାନେ ଘରୋଇ ବସରେ ବଲାଙ୍ଗୀର ରେଳ ଷ୍ଟେସନକୁ ଆସୁଥିଲେ। ସେମାନେ ଷ୍ଟେସନରୁ…

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକ ମୁହାଁମୁହିଁ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆଜି ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା…