Browsing Category

ଦେଶବିଦେଶ

ନୋଟ୍‍ ଗଣି ଥକିପଡିଲେ ଅଧିକାରୀ: ୧୦୦କୋଟିର ସମ୍ପତ୍ତି ଠାବ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ସରକାରୀ ବାବୁଙ୍କ ଘରୁ ମିଳିଛି ୧୦୦ କୋଟିର ସମ୍ପତ୍ତି । ପୁଳାପୁଳା ଟଙ୍କା ଏବଂ ସୁନା ଜବତ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଅଧିକାରୀ ନୁହଁନ୍ତି ବରଂ କଳା ଟଙ୍କାର ‘କୁବେର’ ବୋଲି କୁହାଯାଉଛି । ତେଲେଙ୍ଗାନାରେ ଜଣେ ଅଧିକାରୀଙ୍କ ଘରୁ ଏତେ ପରିମାଣରେ…

ବଢିଲା ରାମଲଲ୍ଲାଙ୍କ ଦର୍ଶନ ସମୟ, ପ୍ରବଳ ଗହଳିକୁ ଦେଖି ପ୍ରଶାସନର ନିଷ୍ପତ୍ତି

ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲ୍ଲାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ରାମ ମନ୍ଦିର ଦର୍ଶନର ସମୟକୁ ବୃଦ୍ଧି କରାଯାଇଛି । ଏବେ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲଲାଙ୍କୁ ଦର୍ଶନ କରିପାରିବେ। ବାସ୍ତବରେ…

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଉପସ୍ଥିତ ଥିଲେ। କଳା ଏବଂ ସଂସ୍କୃତି, ସାହସିକତା, ନବସୃଜନ,…

ବଜେଟ ଅଧିବେଶନ ସମୟରେ ଭିଜିଟରଙ୍କୁ ଯାଞ୍ଚ କରିବେ ସିଆଇଏସଏଫ ଯବାନ

ନୂଆଦିଲ୍ଲୀ: ସଂସଦ ଗୃହରେ ଭିଜିଟର ଏବଂ ସେମାନେ ଆଣୁଥିବା ସାମଗ୍ରୀ ଯାଞ୍ଚ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ନିୟୋଜିତ କରାଯାଇଛି। ଗତ ବର୍ଷ ଡିସେମ୍ବର ୧୩ ରେ ଦୁଇଜଣ ବ୍ୟକ୍ତି ଶୂନ୍ୟକାଳରେ ପବ୍ଲିକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁ କାନିଷ୍ଟରରୁ…

ଅଯୋଧ୍ୟାରୁ ଫେରି ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ସୌରଶକ୍ତି ଯୋଜନା ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା । ପିଏମ ମୋଦୀଙ୍କ ଘୋଷଣା ଅନୁଯାୟୀ, ଏକ ଯୋଜନା ଅଧୀନରେ ୧ କୋଟି ଘରେ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ନେଲେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି | ବିଶେଷ କଥା ଯେ…

ବିଶ୍ଵ ଓଡ଼ିଆଙ୍କର ଭୌତିକ ଓ ବୌଦ୍ଧିକ ଅନୁଦାନ ପାଇଁ ଆହ୍ବାନ

ଦୁବାଇ/ନୂଆଦିଲ୍ଲୀ/ଭୁବନେଶ୍ୱର ତା ୧୮.୦୧.୨୦୨୩ ରିଖ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ବିଶ୍ଵଭରି ଓଡ଼ିଆ ଭୌତିକ ଓ ବୌଦ୍ଧିକ ଅନୁଦାନ ପ୍ରଦାନ କରିବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ( ୱା.ଓ.ସୋ.) ପକ୍ଷରୁ ଆହ୍ବାନ ଦିଆଯାଇଛି। ସୋସାଇଟିର ତୃତୀୟ ପ୍ରତିଷ୍ଠା ଦିବସ ସଭାରେ ସଭାପତିତ୍ବ କରି…

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୨୨ ଯାଏଁ ଦର୍ଶନ ବନ୍ଦ

ଡେସ୍କ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଆସୁଥିବା ନିମନ୍ତ୍ରିତ ଅତିଥିମାନଙ୍କ…