Browsing Category

ଦେଶବିଦେଶ

ଫୁଟବଲ୍‌ ଖେଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ବର୍ତ୍ତମାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକିମ ଗସ୍ତରେ ଅଛନ୍ତି। ଆଜି ସେ ଗ୍ୟାଙ୍ଗଟକରେ କିଛି ଯୁବକଙ୍କ ସହ ଫୁଟବଲ୍ ଖେଳିଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ତାଙ୍କ ଫୁଟବଲ ଖେଳ ଫଟୋ ସେୟାର କରି କହିଛନ୍ତି, ଯୁବକମାନଙ୍କ ସହିତ ଫୁଟବଲ୍ ଖେଳିବା ଏକ ଶକ୍ତିଶାଳୀ…

ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ଅରାଜକତାର କୌଣସି ସ୍ଥାନ ନାହିଁ

ନୂଆଦିଲ୍ଲୀ : ସାବରିମାଳା ମାମଲା ସହିତ ଜଡିତ ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି। ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏକ ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ। କୋର୍ଟ…

ବହୁଭାଷୀ କବିତା ଆସର ଅନୁଷ୍ଠିତ

କଲକାତା (୨୬/୪) :ଅନ୍ତର୍ଜାତୀୟ ସଂଗଠନ ରଚନାକର ଦେଶର ବିବିଧ ଭାଷା ଏବଂ ଉପଭାଷାକୁ ସମ୍ମାନ ଏବଂ ସଂରକ୍ଷଣ କରିବା ପାଇଁ, ହାଲୱାସିଆ ଏନକ୍ଲେଭରେ ଏକ ବହୁଭାଷୀ କବିତା ସମ୍ମିଳନୀର ଆୟୋଜନ କରିଥିଲା। ଯେଉଁଥିରେ ବିଭିନ୍ନ ଭାଷାର କବିମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଅତିଥି ଭାବରେ…

ପଶ୍ଚିମବଂଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ସରୁଛି ପ୍ରଚାର। କ୍ୟାମ୍ପେନରେ…

କୋଲକାତା : ପଶ୍ଚିମବଂଗ ବିଧାନସଭା ନିର୍ବାଚନ। ଆଜି ସରୁଛି ନିର୍ବାଚନୀ ପ୍ରଚାର। ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବାବେଳେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଆଜି ପ୍ରଚାରର ଶେଷ ଦିନ ଥିବାରୁ ଜୋରସୋରରେ ଚାଲିଛି ପ୍ରଚାର। ବିଜେପି ଓ ଟିଏମସି ସହ କଂଗ୍ରେସ ଓ…

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ : ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟସଭା ରାଘବ ଚଢାଙ୍କ ସମେତ ସମସ୍ତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଇଛି ଏବଂ ସେମାନଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ମାନ୍ୟତା ଦେଇଛି। ରାଜ୍ୟ ସଭା ସଚିବାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି…

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍

ନୂଆଦିଲ୍ଲୀ : ପେଟିଏମ୍ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) Paytm Payments Bank ର ବ୍ୟାଙ୍କିଂ ଲାଇସେନ୍ସକୁ ବାତିଲ କରିଦେଇଛି। ଏହାର ଅର୍ଥ ହେଉଛି ପେଟିଏମ୍ ଭବିଷ୍ୟତରେ ଆଉ ବ୍ୟାଙ୍କିଂ ସମ୍ବନ୍ଧୀୟ ବ୍ୟବସାୟ କରିପାରିବ ନାହିଁ। RBI କହିଛି ଯେ…

କେଜ୍ରିଓ୍ବାଲଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ସ୍ଵାତୀ ମାଲିଓ୍ବାଲ୍‌ କହିଲେ ମୋ ଘର ଭିତରେ ମୋତେ….

ନୂଆଦିଲ୍ଲୀ : ଆପ୍‌ର ଜଣେ ବରିଷ୍ଠ ନେତ୍ରୀ ଏବଂ ରାଜ୍ୟସଭାର ଏମପି ସ୍ବାତୀ ମାଲିୱାଲ ଗତକାଲି ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏହାରି ମଧ୍ୟରେ ସ୍ବାତୀ ମାଲିୱାଲ ଏକ ବିବୃତ୍ତି ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କୌଣସି ବାଧ୍ୟ ବାଧକତାରେ ଏହି ନିଷ୍ପତ୍ତି ନେଇ…

ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଅର୍ଥନୀତିଜ୍ଞ ଅଶୋକ ଲାହିରୀ

ନୂଆଦିଲ୍ଲୀ : ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ କେ. ବେରୀଙ୍କ ସ୍ଥାନ ନେବେ। ଶ୍ରୀ ଲାହିରୀଙ୍କ ସହିତ ସରକାର ରାଜୀବ ଗୌବା, କେ. ଭି. ରାଜୁ, ଗୋବର୍ଦ୍ଧନ ଦାସ, ଏମ୍. ଶ୍ରୀନିବାସ ଏବଂ ଅଭୟ…

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

ଗୁଜୁରାଟ : ଗୁଜୁରାଟର ଭରୁଚ ଜିଲ୍ଲା ଅନ୍ତର୍ଗତ ଅଙ୍କଲେଶ୍ୱର ଜିଆଇଡିସି ଠାରେ ଓଡ଼ିଆ ସମାଜ ପକ୍ଷରୁ ଶ୍ରୀ ଜଗନ୍ନାଥ କଲଚୁରାଲ ଗ୍ରୁପ ଓ ଓଡ଼ିଶା ସେବା ମଣ୍ଡଳ ମିଳିତ ଭାବେ ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଆ ନୂତନ ବର୍ଷ ପାଳନ କରିଥଲେ। କାର୍ଯ୍ୟକ୍ରମର ଆରମ୍ଭରେ ପୂଜାର୍ଚ୍ଚନା ଓ ଶୁଭ…

ଅମିତ ଶାହ ଦୃଢ଼ୋକ୍ତି : ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି

କଲକାତା : ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମତଦାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ପ୍ରଥମ…