Browsing Category

ଦେଶବିଦେଶ

ଗୁଜୁରାଟ ରେ ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ ତରଫରୁ ଉତ୍କଳ ଦିବସ ପାଳନ

ଗୁଜୁରାଟ : ଗୁଜୁରାଟ ବରୋଦା ଠାରେ ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ ତରଫରୁ ଉତ୍କଳ ଦିବସ ବହୁତ ଆଡ଼ମ୍ବ ରେ ପାଳନ କରାଯାଇଛି। ଏହି ଅନୁଷ୍ଠାନ ର ବହୁତ କାର୍ଯ୍ୟକର୍ତା ଙ୍କ ସହିତ ଗୁଜୁରାଟ ରେ ରହୁ ଥିବା ଓଡିଶା ର ଭାଇ ଭଉଣୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ…

୨ ବର୍ଷ ଭିତରେ ଦ୍ବିତୀୟ ଥର ମିଳିପାରିବ ମାତୃତ୍ବକାଳୀନ ଛୁଟି

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ମାତୃତ୍ବକାଳୀନ ଛୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରଥମ ଥର ଛୁଟି ନେବାର ଦୁଇ ବର୍ଷ ଭିତରେ ପୁନଃ ମାତୃତ୍ବକାଳୀନ ଛୁଟି ନେବାକୁ ମନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ଏକ…

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

ୱାଶିଂଟନ : ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ତ୍ରମ୍ପ ଖୁସି ଖବର ଦେଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଶୁକ୍ରବାର ଇରାନ ସହିତ ଶାନ୍ତି ଆଲୋଚନା ହୋଇପାରେ; ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବିଷୟରେ…

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!

ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ହରମୁଜ ପ୍ରଣାଳୀର ଅବରୋଧ ବିଶ୍ୱବ୍ୟାପୀ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତା ବଢ଼ାଇ ଦେଇଛି। ଏହି ସମୟରେ, ଭାରତ ତେଲ ଅଭାବର ସମ୍ମୁଖୀନ ନ ହେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବୁଦ୍ଧିମାନ ପଦକ୍ଷେପ ନେଇଛି। ଭାରତ ସରକାର ରୁଷ…

ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା

ନୋଏଡା ତା ୨୦.୦୪ରିଖ ; ସୁଦିପ୍ତା ମହାନ୍ତିଙ୍କର ଅକାଳ ବିୟୋଗ ଯୋଗୁଁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଗଭୀର ଶୋକ ଓ ଅଭୂତପୂର୍ବ ସମବେଦନା ପ୍ରକାଶ ପାଇଥିବା ଦେଖାଯାଇଛି। ଚଉବନ ବର୍ଷୀୟା ଶ୍ରୀମତୀ ମହାନ୍ତିଙ୍କର ଗତ ୧୮ ତାରିଖ ଶନିବାର ଦିନ ସକାଳ ୮ ଟା…

ଶିଶୁ ମଧ୍ୟରେ କଳ୍ପନା ଶକ୍ତି ଓ ମାତୃଭାଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଶିଶୁ ସାହିତ୍ୟ ଶ୍ରେଷ୍ଠ ମାଧ୍ୟମ

କୋଲକାତା (୨୦/୪):ଐତିହ୍ୟ ମଣ୍ଡିତ ଭାରତ ସଭାଗୃହରେ ନୀଳଚକ୍ର ପଶ୍ଚିମବଙ୍ଗ ଆୟୋଜିତ ଓଡ଼ିଆ ଓ ବଙ୍ଗଳା ଶିଶୁ ସାହିତ୍ୟ ଆଲୋଚନା ଚକ୍ର ଏବଂ ପ୍ରଫେସର ଡଃ ମନୋରମା ବିଶ୍ୱାଳ ମହାପାତ୍ର ରଚିତ, ଭାରତୀ ନନ୍ଦୀ ଦ୍ୱାରା ବଙ୍ଗଳାରେ ଅନୁବାଦିତ 'ଧଉଳି ପାହାଡ଼େ ଦୀକ୍ଷା, ମରିଶାସେ ଦୀକ୍ଷା ଓ ଠାକୁମା ଏବଂ…

ନୀଳଚକ୍ର ପଶ୍ଚିମବଙ୍ଗର ୫୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ମିଳନ ସନ୍ଧ୍ୟା ପଳନ

ଦାସନଗର: (୧୯ /୪)- କାଶୀପୁର ତରୁଣ ଦଳ କ୍ଲବ୍ ପ୍ରାଙ୍ଗଣରେ ନୀଳଚକ୍ର ପଶ୍ଚିମବଙ୍ଗ ତାହାର ୫୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ମିଳନ ସନ୍ଧ୍ୟା ପାଳନ ଅବସରରେ ମୁଖ୍ୟଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ଶ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ…

କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା।

ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଛି ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା।  ଦେଶର ପ୍ରାୟ ୧.୧୯ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଧାରୀଙ୍କ ଲମ୍ବା ଅପେକ୍ଷାର ଅନ୍ତ ହୋଇଛି। ଆଜି କେନ୍ଦ୍ରୀୟ କ୍ୟାବିନେଟ୍ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନସନଧାରୀଙ୍କ ମହଙ୍ଗା…