Browsing Category

ଦେଶବିଦେଶ

EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍।

ନୂଆଦିଲ୍ଲୀ : EPFO ପେନସନଧାରୀଙ୍କ ପାଇଁ ବଡ଼ ଖବର। EPF ପେନସନ୍ ହଜାରେରୁ ବଢ଼ି ହେଇପାରେ ୭୫୦୦ ଟଙ୍କା। ଏବେ ଇପିଏଫ୍ ରେ ପେନସନ୍ ୧୦୦୦ ଟଙ୍କା ଥିବା ବେଳେ ତାହା ୭.୫ ଗୁଣା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ଯଦି, ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ ତାହେଲେ ୭୫୦୦ ଟଙ୍କାକୁ ବଢ଼ିପାରେ ପେନସନ୍…

ଖାମେନେଇଙ୍କ ଆମେରିକାକୁ କଡା ଚେତାବନୀ

ତେହରାନ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି। ଦୀର୍ଘ ଦିନ ଧରି ସର୍ବସାଧାରଣଙ୍କ ନଜରରୁ ଦୂରରେ ଥିବା ଏବଂ କୋମାରେ ଥିବା ନେଇ ଚର୍ଚ୍ଚା ହେଉଥିବା ମୋଜତାବା ଏକ ବାର୍ତ୍ତାରେ କହିଛନ୍ତି ଯେ ପାରସ୍ୟ ଉପସାଗର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା…

ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ

ଲଣ୍ଡନ ତା ୩୦.୦୪ ରିଖ ; ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ) ପକ୍ଷରୁ ସପ୍ତମ ଉତ୍କଳ ଦିବସ ଏଠାରେ ନିକଟରେ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବ ସ୍ଥଳ ଲଣ୍ଡନର ଫ୍ରେମାଣ୍ଟଲ ମାର୍ଗ ସ୍ଥିତ ଇଲଫୋର୍ଡ କାଉଣ୍ଟି ଉଚ୍ଚ ବିଦ୍ୟାଳୟର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର…

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ଵର : ଆଜି ICSE ରେଜଲ୍ଟ ପ୍ରକାଶ ପାଇବ । ଉଭୟ ଦ୍ଵାଦଶ ଓ ଦଶମ ପରିକ୍ଷଫଳ ପ୍ରକାଶ ପାଇବ । ଦିନ 11ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି । cisce.orgରେ ରେଜଲ୍ଟ ଉପଲବ୍ଧ ହେବ । results.cisce.orgର୍ରେ ରେଜଲ୍ଟ ଉପଲବ୍ଧ ହେବ ।

ବିଭିନ୍ନ ଏଜେନ୍ସିରୁ ଏକ୍ସଜିଟ୍ ପୋଲର ସଂଖ୍ୟା ପ୍ରକାଶ ପାଇବା ଆରମ୍ଭ : କିଏ ମାରିବ ବାଜି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ୨୯ ଏପ୍ରିଲରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ, ବିଭିନ୍ନ ଏଜେନ୍ସିରୁ ଏକ୍ସଜିଟ୍ ପୋଲର ସଂଖ୍ୟା ପ୍ରକାଶ ପାଇବା ଆରମ୍ଭ ହୋଇଛି। ଆକ୍ସିସ୍ ମାଇ ଇଣ୍ଡିଆ ଏବଂ ଡିବି ରିସର୍ଚ୍ଚର ତଥ୍ୟ ଅନୁଯାୟୀ,…

ବଦଳିଲା ପାନ୍ କାର୍ଡ ନିୟମ

ନୂଆଦିଲ୍ଲୀ : ବଦଳିଲା ପାନ୍ କାର୍ଡ ନିୟମ। ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି, ତେବେ ଆପଣଙ୍କର ପାନ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା ଫଳରେ ଆପଣଙ୍କର ବ୍ୟାଙ୍କିଂ ଏବଂ…

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ନୋଏଡା ତା ୨୯.୦୪ ରିଖ ; ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କର ବିଯୋଗର ଏକାଦଶ ଦିବସରେ ତାଙ୍କର ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ, ଏଠାରେ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ନୋଏଡାର ସେକ୍ଟର ବାଉନସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ପ୍ରାର୍ଥନା ସଭାରେ…

ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ଏବଂ ବାହାର ପର୍ଯ୍ୟବେକ୍ଷକଙ୍କ ଭୂମିକା ଉପରେ…