Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଖାମେନେଇଙ୍କ ପୁଅ ହେଲେ ଇରାନର ସର୍ବୋଚ୍ଚ ଧର୍ମଗୁରୁ
ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଭାବରେ ଖାମେନେଇଙ୍କ ପୁଅ ମୁଜତାବା ହୋସେନି ଖାମେନେଇ ଘୋଷଣା କରାଗଲ। ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ମୃତ ହୋଇଥିବା ନେଇ ସୂଚନା ମିଳିଛି। ଆୟତୋଲ୍ଲା ଅଲ୍ଲୀ…
ଇସ୍ରାଏଲର ମିଶାଇଲ୍ ମାଡ଼ରେ ଖାମେନେଇ ମୃତ, ୪୦ ଦିନିଆ ଶୋକ ଘୋଷଣା
ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଏବେ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି। ରିପୋର୍ଟ ଅନୁଯାୟୀ, ଖାମେନେଇଙ୍କ ମୃତ୍ୟୁ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ହୋଇଥିଲା। ୮୬ ବର୍ଷୀୟ ଖାମେନେଇ ଏକ ଗୁପ୍ତ ଏବଂ ସୁରକ୍ଷିତ ସ୍ଥାନରେ ତାଙ୍କର…
ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ
ନୂଆଦିଲ୍ଲୀ : ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଦେଶର ଝିଅମାନଙ୍କ ଭବିଷ୍ୟତ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଦିଗରେ ଆସନ୍ତାକାଲି ଏକ ଐତିହାସିକ ପଦକ୍ଷେପର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ସାଢ଼େ ୧୧ଟା ସମୟରେ ରାଜସ୍ଥାନର ଅଜମେରରୁ ୧୪…
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂଗଠନକୁ ସୁଦୃଢ଼ କରିବା ପାଇଁ ଫଳପ୍ରଦ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର…
7th ICC Global Education Summit 2026 Charts Roadmap for Viksit Bharat @2047
Kolkata (27/2) : Report- Sanatan Mahakud. The 7th ICC Global Education Summit 2026, organized by the Indian Chamber of Commerce at The Park, Kolkata, concluded successfully, convening distinguished policymakers, global education leaders,…
ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ନୂଆଦିଲ୍ଲୀ : ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ ଜାତୀୟ ସ୍ତରୀୟ ସ୍ମୃତି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ…
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ
ନୂଆଦିଲ୍ଲୀ : ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ ଓ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାରତୀ ଏୟାରଟେଲ୍ ଫାଉଣ୍ଡେସନର ଏକ ଅଭିନବ ପ୍ରୟାସ ‘ଦ ଟିଚର୍ ଆପ୍ ୨.୦’ (The…
ଲୋକସଭା ବାଚସ୍ପତି ଓମ୍ ବିର୍ଲା ୬୦ ରୁ ଅଧିକ ଦେଶ ସହିତ ସଂସଦୀୟ ବନ୍ଧୁତା ଗୋଷ୍ଠୀ ଗଠନ କରିଛନ୍ତି।
ନୂଆଦିଲ୍ଲୀ: ବିଶ୍ୱ ସହିତ ଭାରତର ଆନ୍ତଃ-ସଂସଦୀୟ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ୬୦ ରୁ ଅଧିକ ଦେଶ ସହିତ ସଂସଦୀୟ ବନ୍ଧୁତା ଗୋଷ୍ଠୀ ଗଠନ କରିଛନ୍ତି। ଏହି ପଦକ୍ଷେପ ମହାଦେଶର ସଂସଦଗୁଡ଼ିକ ସହିତ ଭାରତୀୟ ସଂସଦର…
ଜାତୀୟ ପତାକାର ବ୍ୟବହାର ନେଇ ନିର୍ଦେଶନାମା
ଭୁବନେଶ୍ବର : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ପତାକାର ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦେଶନାମା ଜାରି କରିଛନ୍ତି। ‘ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧’ ଏବଂ ‘ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨ (୨୦୨୧ ଏବଂ ୨୦୨୨ରେ ସଂଶୋଧିତ)ରେ ଜାତୀୟ ପତାକାର…
ଅଜିତ ପୱାରଙ୍କ ମୃତ୍ୟୁ ଘଟଣା ସିବିଆଇ ତଦନ୍ତ ସୁପାରିସ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ
ମୁମ୍ବଇ : ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଇତିମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ର…