Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଶୁତୋଷ ଦୀକ୍ଷିତ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଏୟାର ଚିଫ୍ ମାର୍ଶାଲ୍ ଆଶୁତୋଷ ଦୀକ୍ଷିତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏୟାର ଚିଫ୍ ମାର୍ଶାଲ୍ ଅମର ପ୍ରୀତ୍ ସିଂହଙ୍କ ସ୍ଥାନ ନେଇଛନ୍ତି, ଯିଏକି ବାୟୁସେନାର ମୁଖ୍ୟ ଭାବେ ୨୫ ମାସର କାର୍ଯ୍ୟକାଳ ପୂରଣ କରିବା ପରେ…
ବଡ଼ କ୍ଷତିରେ ତୈଳ କମ୍ପାନୀ: ୩୭୦ ଟଙ୍କା ମହଙ୍ଗା ହେବ LPG ସିଲିଣ୍ଡର!
ନୂଆଦିଲ୍ଲୀ: ଡିସେମ୍ବର ୨୦୨୬ରେ ଘରୋଇ LPG ସିଲିଣ୍ଡର ଉପରେ ଅଣ୍ଡର-ରିକଭରୀ ମାସିକ ୧୩% ବଢି ୧୪.୨ କେଜି ସିଲିଣ୍ଡର ପିଛା ୩୭୦ ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
IOCLର ନିର୍ଦ୍ଦେଶକ (ଅର୍ଥ) ଅନୁଜ ଜୈନଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୨୦୨୬ରେ ଅଣ୍ଡର-ରିକଭରୀ ୩୦୯ ଟଙ୍କା ଅଛି…
ସର୍ଦ୍ଦାର ପଟେଲ ଜୟନ୍ତୀ: ପ୍ରଧାନମନ୍ତ୍ରୀଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ, ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି;…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀରେ ଏକତା ନଗର (କେଭାଡିଆ)ରେ ଆୟୋଜିତ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମରେ ମୋଦୀ ଯୋଗ…
ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ ଆଶ୍ୱସ୍ତି: ୫ ବର୍ଷ ବୟସ ଛାଡ ଦେଲେ ତାମିଲନାଡୁ ସରକାର
ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଆଜି ସରକାରୀ ଚାକିରି ପାଇଁ ପାଞ୍ଚ ବର୍ଷ ବୟସ ଛାଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାଡ଼ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ସରକାରଙ୍କ ଦ୍ୱାରା ଜାରି ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରତିଯୋଗିତାମୂଳକ…
MLC ନିର୍ବାଚନ ଫଳାଫଳର ପାର୍ଶ୍ୱ ପ୍ରତିକ୍ରିୟା: ବିଜେପି-ସିନ୍ଦେ ମେଣ୍ଟ ଭିତରେ ବିବାଦ!
ନୂଆଦିଲ୍ଲୀ: ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୨୮ ଟି ଆସନ ପାଇଁ ଅନୁଷ୍ଠିତ ବିଧାନ ପରିଷଦ ନିର୍ବାଚନ ଅନେକ ବାର୍ତ୍ତା ଦେଇଛି। ବିହାରରେ ବିଜେପି ଖୁସି ଥିବା ବେଳେ, ମେଣ୍ଟ ସରକାରର ଅଂଶ JDU ପାଇଁ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶରେ ଛଅଟି ଆସନ ଜିତିବା…
ହୁତି ଆକ୍ରମଣ ନେଇ ନାଟୋ ମୁଖ୍ୟଙ୍କ ସହ ସାଉଦି ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା
ରିୟାଦ: ସମ୍ପ୍ରତି ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା, ଆଞ୍ଚଳିକ ସୁରକ୍ଷା ସଙ୍କଟ ଏବଂ ହୁତି ବିଦ୍ରୋହୀଙ୍କ କ୍ରମାଗତ ଆକ୍ରମଣକୁ ନେଇ କୂଟନୀତିକ ତତ୍ପରତା ପ୍ରକାଶ ପାଇଛି। ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରୀ ଖାଲିଦ ବିନ ସଲମାନ ବିଶ୍ୱର ପ୍ରମୁଖ ସାମରିକ ସଂଗଠନ ନାଟୋର ମହାସଚିବ ଏବଂ…
ବନାସକାଣ୍ଠାର ଆଳୁ ବିଶ୍ୱ ପ୍ରସିଦ୍ଧ, ଏଠାକୁ କେହି ଆସି କୁହନ୍ତି ନାହିଁ ଯେ ସେମାନେ ଏଥିରୁ ସୁନା ତିଆରି କରିବେ-…
ଗାନ୍ଧୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟର ବନାସକାଣ୍ଠାରେ ନିଜ ଅଭିଭାଷଣରେ କହିଛନ୍ତି ଯେ ଏଠାରେ ଚାଷ ହେଉଥିବା ଆଳୁ ସାରା ବିଶ୍ୱରେ ପ୍ରସିଦ୍ଧ। ବନାସକାଣ୍ଠାକୁ କେହି ଆସି ଆଳୁରୁ ସୁନା ତିଆରି କରିବେ ବୋଲି କହୁନାହାଁନ୍ତି, କାରଣ ଏଠାକାର ଲୋକମାନେ ପୂର୍ବରୁ ଆଳୁରୁ…
Pragyan Foundation Celebrated United Nations’ Day 2026
Kolkata (28/10): Pragyan Foundation celebrated United Nations’ Day 2026 on 27th October at Pragyan Bhawan, Kolkata, with an inspiring programme dedicated to promoting peace, harmony, universal brotherhood, and the transformative power of…
ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୯ତମ ବାର୍ଷିକୋତ୍ସବ ପାଳନ
ନୂଆଦିଲ୍ଲୀ ତା ୨୯.୧୦. ରିଖ ; ଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀର ୪୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଭବ୍ୟ ଆୟୋଜନ ଉପଲକ୍ଷେ ଉତ୍ସବସ୍ଥଳ ଲୋଧୀ ଇଷ୍ଟେଟସ୍ଥିତ ଅଲିଆନ୍ସ ଫ୍ରନସେସର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା…
Heritage Institute of Technology Student Ankit Kumar Selected to Represent India at Singapore–India…
Kolkata (27/10): Among just 60 students chosen from across the country, the final-year Computer Science Engineering student will join cross-border teams in Singapore this November
Kolkata, 27 October 2026: Ankit Kumar, a student of…