Browsing Category

ଦେଶବିଦେଶ

ଏଲନ ମସ୍କଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ରିପ୍ଲାଏ କରିବା ଇଞ୍ଜିନିୟରଙ୍କୁ ମହଙ୍ଗା ପଡ଼ିଲା; ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଟ୍ବିଟ୍‌ରକୁ କିଣିବା ପରେ ଲଗାତର ଭାବେ ଚର୍ଚ୍ଚାରେ ରହିଛନ୍ତି ଏଳନ ମସ୍କ। ସେ କେବେ ଟ୍ବିଟ୍‌ରରେ ଘଟାଉଥିବା ପରିବର୍ତ୍ତନକୁ ନେଇ ତ ପୁଣି କେବେ କର୍ମଚାରୀଙ୍କ ଛଟେଇକୁ ନେଇ। ନିକଟରେ ମସ୍କ ପୁଣି ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ୍‌ ମିଡିଆରେ ଜଣେ କର୍ମଚାରୀ ତାଙ୍କ ଟ୍ବିଟ୍‌ରେ…

କୋଭିଡ ପରେ ନୂଆ ବିଶ୍ବ ଗଠନ ଦାୟିତ୍ବ ଆମର: ଜି୨୦ ବୈଠକରେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବ‌ାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମଙ୍ଗଳବାର ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା…

ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଟୋକିଓ : ଜାପାନରେ ସୋମବାର ଅପରାହ୍ଣରେ ଏକ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ । ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର  ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ…

କେରଳ ସରକାରଙ୍କୁ ଶକ୍ତ ଧକ୍କା: ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ ଆଜି କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ…

ଜନ୍ମବାର୍ଷିକୀରେ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୋନିଆ ଗାନ୍ଧୀ ଓ କଂ‌ଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀସ୍ଥିତ ଶାନ୍ତିବନରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଫଟୋ ସେୟାର୍‌…

ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଟିକେଟ କଟିବାରୁ ଇସ୍ତଫା ଦେଲେ ୬ ଥରର ବିଧାୟକ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ମଧୁ ୬ଥର ବିଜେପି ବିଧାୟକ ଥିବାବେଳେ ଏଥର ବିଜେପି ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇନଥିଲା, ଯେଉଁ କାରଣରୁ…

ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ‘ଏନ୍‌ସିପି’ ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁରେ ମାମଲା

ଥାନେ: ଥାନେରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ‘ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ତଥା ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁ ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଟୁଇଟ୍‌ କରି ଆହ୍ବାଡ଼ କହିଛନ୍ତି ଯେ, ସେ ବିଧାୟକ ପଦରୁ…

ହ୍ବାଇଟ୍‌ ହାଉସ୍‌ରେ ବାହା ହେବେ ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି

ୱାସିଂଟନ୍‌: ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ର ଦକ୍ଷିଣ ଲନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନାତୁଣୀ ନେଓମି ବାଇଡେନ୍‌ ୟୁନିଭର୍ସିଟି ଅଫ୍ ପେନ୍‌ସିଲ୍‌ଭେନିଆର ଆଇନ ସ୍ନାତକ ପିଟର୍‌ ନିଲ୍‌ଙ୍କୁ ବିବାହ କରିବେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ହ୍ବାଇଟ୍‌…

କମିସନ୍‌ ନ ଦେଇ ଉତ୍ତରାଖଣ୍ଡରେ କିଛି କରାଇ ହୁଏନାହିଁ: ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍‌

ନୂଆଦିଲ୍ଲୀ: କମିସନ୍‌ ନ ଦେଇ ଉତ୍ତରାଖଣ୍ଡରେ କିଛି କରାଇ ହୁଏନାହିଁ ବୋଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମ୍ପ୍ରତି ସାଂସଦ ଥିବା ତୀରଥ ସିଂହ ରାୱତ୍‌ କହିଛନ୍ତି। ସତ ବୋଲି ଜଣାପଡୁଥିବା ଗୋଟାଏ ଭିଡିଓରେ ରାୱତ୍‌ ରାଜ୍ୟରେ ଚାଲିଥିବା ‘କମିସନ୍‌ଖୋରୀ’ ବିଷୟରେ ଅଭିଯୋଗ…

ରେଳଧାରଣାରେ ବିସ୍ଫୋରଣ: ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ବନ୍ଦ ରହିଛି ରେଳ ଚଳାଚଳ

ଉଦୟପୁର: ରାଜସ୍ଥାନର ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି | ୧୩ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାର୍ପଣ ହୋଇଥିବା ଉଦୟପୁର-ଅହମ୍ମଦାବାଦ ରେଳ ଲାଇନରେ ଶନିବାର ରାତିରେ ବିସ୍ଫୋରଣ ହୋଇଛି | ମିଳିଥିବା ସୂଚନା ମୁତାବକ ରେଳ…