Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ
ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି । ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ ରହିବା…
ଅରୁଣ ଗୋଏଲ୍ଙ୍କୁ ‘ବିଜୁଳି ବେଗରେ’ ନିର୍ବାଚନ କମିସନର୍ ଭାବେ ନିଯୁକ୍ତି ଦେବାର କାରଣ ପଚାରିଲେ ସୁପ୍ରମ୍ କୋର୍ଟ
ନୂଆଦିଲ୍ଲୀ: ପୂର୍ବତନ ‘ଆଇଏଏସ୍’ ଅଫିସର୍ ଅରୁଣ ଗୋଏଲ୍ଙ୍କୁ ‘ବିଜୁଳି ବେଗ’ରେ ମୁଖ୍ୟ ନିର୍ବାଚନ କମିସନର୍ ଭାବେ ନିଯୁକ୍ତ ଦେବାରେ କ’ଣ କାରଣ ଥିଲା ବୋଲି ଆଜି ସୁପ୍ରିମ୍ କୋର୍ଟ ସରକାରଙ୍କୁ ପଚାରିଛନ୍ତି।
ନିର୍ବାଚନ କମିସନ୍ର୍ ଅରୁଣ ଗୋଏଲ୍ଙ୍କ ନିଯୁକ୍ତିର ମୂଳ ଫାଇଲ୍…
ପାକିସ୍ତାନର ନୂତନ ସେନାମୁଖ୍ୟ ହେଲେ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଅସୀମ ମୁନୀର୍
ଇସ୍ଲାମାବାଦ୍: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍ବାଜ୍ ଶରିଫ୍ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍ ଜେନେରାଲ୍ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍ କରି ସୂଚନା ମନ୍ତ୍ରୀ କହିଛନ୍ତି।
୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯…
ଆଜି ଦେଶରେ ୪୦୮ ନୂଆ କୋଭିଡ୍-୧୯ ସଂକ୍ରମଣ; ୫ ମୃତ୍ୟୁ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ୪୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫୯ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର…
ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିପାରେ ପେନ ଡ୍ରାଇଭ, ମୋବାଇଲ ଚାର୍ଜର ସହ ସିସିଟିଭି କ୍ୟାମେରା ଭଳି ଚିହ୍ନ
ଅହମ୍ମଦାବାଦ: ଚଳିତ ଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କୁ ଭିନ୍ନ ଧରଣର ନିର୍ବାଚନୀ ଚିହ୍ନ ବା ପ୍ରତୀକ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ | ରାଜ୍ୟ ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ୧୦ଟି ରାଜନୈତିକ ଦଳକୁ ସଂରକ୍ଷିତ…
ରୋଜଗାର ମେଳାରେ ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ
ନୂଆଦିଲ୍ଳୀ: ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ବଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ମୋଦୀ ଆହୁରି ବି…
ପୁରସ୍କାର ଗ୍ରହଣ ବେଳେ କାନ୍ଦି ପକାଇଲେ ରଣବୀର
ମୁମ୍ବାଇ : ମଞ୍ଚ ଉପରେ ପୁରସ୍କାର ଗ୍ରହଣ କରୁଥିବାବେଳେ ଅତ୍ୟନ୍ତ ଖୁସି ହେଉଥିବାବେଳେ ଜୀବନର ସଂଘର୍ଷମୟ ସମୟର କଥା ମନେ ପକାଇ କାନ୍ଦି ପକାଇଥିଲେ ବଲିଉଡ ଅଭିନେତା ରଣବୀର ସିଂ। ପୁରସ୍କାର ଗ୍ରହଣ କରିବା ଏକ ଚମତ୍କାର ଘଟଣା ବୋଲି କହିଥିଲେ। ଶନିବାର ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ୍…
ବ୍ଲୁ ଟିକ୍ ସବ୍ସ୍କ୍ରିପସନ୍ ଯୋଜନା ବଦଳାଇଲେ ଏଲନ ମସ୍କ, ଜାଣନ୍ତୁ କାରଣ
ନୂଅଦିଲ୍ଳୀ: ରି-ଲଞ୍ଚ୍ ହେବାକୁ ଥିବା ଟ୍ବିଟର୍ର ବ୍ଲୁ ଟିକ୍କୁ କମ୍ପାନିର ମାଲିକ ଏଲନ ମସ୍କ ଏବେ ପାଇଁ ସ୍ଥଗିତ ରଖିଛନ୍ତି। ନକଲି ଆକାଉଣ୍ଟ୍ ବିରୋଧରେ ପଦକ୍ଷେପ ନେବାରେ ଏହା ବାସ୍ତବରେ ପ୍ରଭାବଶାଳୀ ବୋଲି କମ୍ପାନି ନିଶ୍ଚିତ ହେବା ପରେ ଯାଇ ଏହାକୁ ଜାରି କରାଯିବ। ବ୍ଲୁ ଟିକ୍ ପେଡ୍…
ରାଜସ୍ଥାନ କଂଗ୍ରେସ ରାଜନୀତି: ପାଇଲଟଙ୍କୁ ତୁରନ୍ତ ଦାୟିତ୍ବ ଦେବାପାଇଁ ଗେହଲଟ ମନ୍ତ୍ରୀଙ୍କ ଦାବି
ଜୟପୁର : ଗୁଜରାଟ ବିଧାନସଭା ନିର୍ବାଚନ ମଧ୍ୟରେ ରାଜସ୍ଥାନ ରାଜନୀତିରେ ନୂଆ ଟ୍ବିଷ୍ଟ୍ ଆସିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିମ୍ ସଦସ୍ୟଙ୍କର ଆଉ ଧୈର୍ଯ୍ୟ ନାହିଁ। ରାଜସ୍ଥାନ ସରକାରରେ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଜଣେ ମନ୍ତ୍ରୀ…
ଅନ୍ଲାଇନ୍ରେ ‘ନକଲି ସମୀକ୍ଷା’ ମହଙ୍ଗା ପଡ଼ିବ, ସରକାର ଆଣିଲେ ଗାଇଡ୍ଲାଇନ୍
ନୂଆଦିଲ୍ଲୀ : ଅନ୍ଲାଇନ୍ରେ ଉତ୍ପାଦ ବିକ୍ରି କରୁଥିବା ଏବଂ ସେବା ଯୋଗାଉଥିବା କଂପାନିଗୁଡ଼ିକ ଯେଉଁ ସମୀକ୍ଷା ପ୍ରକାଶ କରୁଛନ୍ତି ସେ ସମ୍ପର୍କିତ ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ଅନଲାଇନ୍ ପ୍ଲାଟଫର୍ମରେ ପ୍ରକାଶ ପାଉଥିବା ଅଧିକାଂଶ ସମୀକ୍ଷା ନକଲି ଏବଂ ତାହା ଗ୍ରାହକମାନଙ୍କ କିଣାକିଣି…