Browsing Category

ଦେଶବିଦେଶ

ଦୁଷ୍କର୍ମକାରୀ, ଗ୍ୟାଙ୍ଗଷ୍ଟରଙ୍କୁ ଲଣ୍ଡା କରି ବଜାରରେ ବୁଲାଯିବା ଉଚିତ୍ : ଗେହଲୋଟ୍

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅପରାଧୀମାନଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ଦିନ ଗେହଲଟ କହିଛନ୍ତି ଯେ ଯଦି ମୋ ହାତରେ ଥାଆନ୍ତା, ତେବେ ମୁଁ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କେଶ କାଟି ଦେବି ଏବଂ ଲଣ୍ଡାକରି ବଜାରରେ ବୁଲାଇବି । “ମୁଁ ମଧ୍ୟ ଏହା କରିବାକୁ …

ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍‌ ମୃତ

ଭୋପାଳ: ଆଜି ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ରେୱା ଚୌରାହାଟରେ ଗୋଟାଏ ବିମାନ ଏକ ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି। ସଂଗୃହୀତ ସୂଚନା ଅନୁସାରେ, ଜଣେ ପାଇଲଟ୍‌ ଓ ଜଣେ ଟ୍ରେନି ଥିବା ଉକ୍ତ ଘରୋଇ ପାଇଲଟ୍‌ ପ୍ରଶିକ୍ଷଣ କମ୍ପାନିର ବିମାନଟି…

ମୁମ୍ବାଇରେ ବଲିଉଡ୍‌ ସେଲିବ୍ରେଟିମାନଙ୍କୁ ଭେଟି ଉତ୍ତର ପ୍ରଦେଶରେ ଫିଲ୍ମ୍‌ ସୁଟିଙ୍ଗ୍‌ କରିବାକୁ କହିଲେ ଯୋଗୀ…

ମୁମ୍ବାଇ: ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ପାଇଁ ଅନୁକୂଳ ରାଜ୍ୟ ବୋଲି କହି ତାହାକୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ର କରିବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ମନୋରଞ୍ଜନ ଶିଳ୍ପର ବିଶିଷ୍ଟ ବ୍ୟକ୍ତିମାନଙ୍କୁ କହିଛନ୍ତି। ମୁମ୍ବାଇରେ ବଲିଉଡ୍‌ ସଦସ୍ୟମାନଙ୍କ…

କାମ୍ବୋଡିଆ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ମୃତ ; ପ୍ରାଣ ବିକଳରେ ଡେଇଁଲେ ଲୋକେ

ହାନୋଇ : ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ଅତି କମରେ ୧୬ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡ ସୀମା ନିକଟରେ ଥିବା କାମ୍ବୋଡିଆ ସହର ପୋଇପେଟରେ ଏହି ହୋଟେଲ- ଗ୍ରାଣ୍ଡ ଡାଇମଣ୍ଡ…

ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ଯୋଗୁଁ ‘ସିବିଆଇ’ ଅଧିକାରୀଙ୍କ ନାଁରେ ନରହତ୍ୟା ମାମଲା ରୁଜୁ

କୋଲ୍‌କାତା: ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତ ଲାଲନ୍‌ ଶେଖ୍‌ଙ୍କ ହାଜତ ମୃତ୍ୟୁ ଯୋଗୁଁ ପଶ୍ଚିମବଙ୍ଗ ପୁଲିସ ରେଜିଷ୍ଟ୍ରି କରିଥିବା ‘ଏଫ୍‌ଆଇଆର୍‌’ରେ ଉଚ୍ଚସ୍ତରୀୟ ‘ସିବିଆଇ’ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି। ରାମପୁରହାଟରେ ସଂଘଠିତ ବୋମା ଆକ୍ରମଣ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ନେତା…

ତାଜମହଲର ବାସ୍ତବ ଇତିହାସ ମୂଲ୍ୟାୟନ ପାଇଁ ଦାଏର ଜନସ୍ବାର୍ଥ ମାମଲାକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସ୍ମାରକୀ ବିଷୟରେ ଐତିହାସିକ ତଥ୍ୟାବଳି ଧାର୍ଯ୍ୟ କରିବା ପାଇଁ ଅଦାଲତ ଉଦ୍ଦିଷ୍ଟ ନୁହେଁ ବୋଲି କହି ଆଜି ସୁପ୍ରିମ୍‌ କ‌ୋର୍ଟ ପ୍ରସିଦ୍ଧ ତାଜମହଲର ବାସ୍ତବ ବୟସ ଓ ବାସ୍ତବ ଇତିହାସ ଆକଳନ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ବିଚାରକୁ ନେବା ପାଇଁ ଅଗ୍ରାହ୍ୟ କରି ଦେଇଛନ୍ତି।…

ମୈନପୁରୀ ଉପନିର୍ବାଚନ: ପୁଲିସ ଲୋକଙ୍କୁ ଭୋଟ୍‌ ଦେବାକୁ ଛାଡୁ ନ ଥିବା ଅଭିଯୋଗ କଲେ ଅଖିଳେଶ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ମୈନ୍‌ପୁରୀ ସଂସଦୀୟ ଆସନରେ ଉପନିର୍ବାଚନ ଆରମ୍ଭ ହେବା ପରେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ପୁଲିସ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଛାଡୁନାହିଁ। ମୈନ୍‌ପୁରୀ ଆସନରୁ ‘ବିଜେପି’ର ରଘୁରାଜ ସିଂହ ଶାକ୍ୟଙ୍କ ସହିତ…

ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍‌ ତାଲିକାରୁ ନାଁ କଟାଯାଇଥିବା ନିର୍ବାଚନ କମିସନ୍‌ରେ ଅଭିଯୋଗ କଲା ‘ବିଜେପି’

ନୂଆଦିଲ୍ଲୀ: ‘ଦିଲ୍ଲୀ ମହାନଗର ନିର୍ବଚାନ’ରେ ଆଚରଣ ସଂହିତା ଓ ନିର୍ବାଚନ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବାରୁ ‘ଆପ୍‌’ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ନିର୍ବାଚନ କମିସନ୍‌ରେ ଅଭିଯୋଗ କରିଛି। ଟୁଇଟ୍‌ କରି ଦିଲ୍ଲୀ ‘ବିଜେପି’ ଲେଖିଛି, ଗତରାତିରେ ‘ଆପ୍‌’ର…

ଆଜି ଦେଶରେ ୨୨୬ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୧ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ପୁଣି କିଛି ହ୍ରାସ ପାଇ ଅଢ଼େଇ ଶହ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ…