Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ
ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା…
ବୈଷୟିକ ତ୍ରୁଟି ଯୋଗୁଁ ଉଡ଼ାଣ ପରେ ଜରୁରୀ ଅବତରଣ କଲା ଏୟାର୍ ଇଣ୍ଡିଆର ମୁମ୍ବାଇ-କାଲିକଟ୍ ବିମାନ
ମୁମ୍ବାଇ: ବୈଷୟିକ ତ୍ରୁଟି ଯୋଗୁଁ ଆଜି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ପୋର୍ଟରେ କାଲିକଟ୍ ଅଭିମୁଖେ ବାହାରି ଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଜରୁରୀ ଅବରତଣ କରିଛି।
ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଏୟାର୍ ଇଣ୍ଡିଆର ଜଣେ ମୁଖପାତ୍ର…
ଶ୍ରଦ୍ଧାଙ୍କ ପ୍ରତି ଭଲପାଇବା ନଥିଲା, ହତ୍ୟା କରିବା ପରେ ତାକୁ ହତ୍ୟା କରିଥିଲି: ଅଫତାବ
ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସଛି। ପ୍ରତିଦିନ ଭିନ୍ନ ଭିନ୍ନ ତଥ୍ୟ ପୁଲିସକୁ ଦେଉଛି ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ପୁନାୱାଲା। ହେଲେ ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୁଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ…
‘ଫିଫା ବିଶ୍ବକପ୍’ ବେଳେ ଧାର୍ମିକ ଭାଷଣ ଦେବାକୁ କତାର୍ ଯାଇଛନ୍ତି ଇସ୍ଲାମୀୟ ପ୍ରବଚକ ଜାକିର୍ ନାଇକ୍
କତାର୍: ଭାରତରେ ମନି ଲଣ୍ଡରିଂ ଓ ଅସୂୟା ଭାଷଣ ଅଭିଯୋଗରେ ସମ୍ମୁଖୀନ ହୋଇଥିବା ବିବାଦୀୟ ଭାରତୀୟ ଇସ୍ଲାମୀୟ ପ୍ରବଚକ ଜାକିର୍ ନାଇକ୍ ‘୨୦୨୨ ଫିଫା ବିଶ୍ବକପ୍’ ଆଗରୁ ମାଲେସିୟାରୁ କତାର୍ ଗସ୍ତ କରିଥିବା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ…
ମୋଦୀଙ୍କ ୩ ଦିନିଆ ଗସ୍ତ ଆରମ୍ଭ
ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। ମୋଦୀ ଶନିବାର ସନ୍ଧ୍ୟାରେ ଗୁଜରାଟରେ ପହଞ୍ଚିବାପରେ ବାପିରେ ରୋଡ୍ସୋ କରିଛନ୍ତି।…
ଦେଶରେ ଆଜି ୫୦୦ ତଳେ ନୂଆ କୋଭିଡ୍-୧୯ ସଂକ୍ରମଣ; ସାଢ଼େ ୬ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇ ୫୦୦ ତଳକୁ ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ସାଢ଼େ ୬ ହଜାର ତଳକୁ ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…
ଶିଖ୍ ଛାତ୍ରମାନଙ୍କୁ କୃପାଣ ନେଇ କ୍ୟାମ୍ପସ୍ ଯିବାକୁ ଅନୁମତି ଦେଲା ଆମେରିକୀୟ ବିଶ୍ବବିଦ୍ୟାଳୟ
ନ୍ୟୁୟର୍କ: କୃପାଣ ପରିଧାନ କରି କ୍ୟାମ୍ପସ୍ ମଧ୍ୟକୁ ଯିବା ପାଇଁ ଆମେରିକାର ସାର୍ଲଟ୍ସ୍ଥିତ ‘ୟୁନିଭର୍ସିଟି ଅଫ୍ ନର୍ଥ କ୍ୟାରୋଲିନା ତା’ର ‘ୱିପନ୍ସ୍ ଅନ୍ କ୍ୟାମ୍ପସ୍’ ନୀତି ନବୀକରଣ କରିଛି।
ଧର୍ମବିଶ୍ବାସ ସହିତ ଜଡ଼ିତ ଥିବା ଆଳଙ୍କାରିକ ଭୁଜାଲି ବା ‘କୃପାଣ’ ଅଣ୍ଟାରେ ବାନ୍ଧି…
ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଆତଙ୍କବାଦ କାଣ୍ଡ, ତଦନ୍ତ ଚାଲିଛି: ପୁଲିସ ମୁଖ୍ୟ
ନୂଆଦିଲ୍ଲୀ: ଶନିବାର ଦିନ ଉପକୂଳବର୍ତ୍ତୀ କର୍ଣ୍ଣାଟକର ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଆକସ୍ମିକ ନୁହେଁ, ସାଙ୍ଘାତିକ କ୍ଷତି ଘଟାଇବା ପାଇଁ ଅଭିସନ୍ଧି ଥିବା ଆତଙ୍କବାଦ କାଣ୍ଡ ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି।
‘ଟୁଇଟର୍’ରେ ଏ ସମ୍ବାଦକୁ…
ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ଗରିବ ରାଷ୍ଟ୍ରକୁ ‘ଲସ୍ ଆଣ୍ଡ୍ ଡ୍ୟାମେଜ୍’ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରେ ସରବ୍ୟ ହେଉଥିବା ଗରିବ ରାଷ୍ଟ୍ରମାନଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ନିମନ୍ତେ ‘କୋପ୍୨୭’ ନାମରେ ଜଣାଶୁଣା ‘୨୭ତମ ମିଳିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ’ ଏକ ଐତିହାସିକ ରାଜିନାମାରେ ଉପଗତ ହୋଇଛି।
ଏହି ରାଜିନାମା…
ସଫଳ ହେଲା ଭାରତର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ଉତ୍କ୍ଷେପଣ
ଶ୍ରୀହରିକୋଟା: ଆଜି ଚେନ୍ନାଇଠାରୁ ୧୧୫ କିଲୋମିଟର୍ ଦୂରରେ ଥିବା ଶ୍ରୀହରିକୋଟା ସ୍ପେସ୍ପୋର୍ଟରୁ ଭାରତରେ ପ୍ରଥମ କରି ନିର୍ମିତ ଘରୋଇ ରକେଟ୍ ‘ବିକ୍ରମ୍-ଏସ୍’ର ଉତ୍କ୍ଷେପଣ ସଫଳ ହୋଇ ‘ଇସ୍ରୋ’ କହିଛି।
ଟୁଇଟ୍ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଘୋଷଣା…