Browsing Category

ବାଣିଜ୍ୟ

୫ଜି ପାଇଁ ସ୍ମାର୍ଟଫୋନ୍ ନାହିଁ: ସଫ୍ଟଓୟାର ଅପ୍‌ଡେଟ୍ କରିବାକୁ କଂପାନିଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ଦେଶରେ ୫ଜି ସେବାକୁ ନେଇ ଉତ୍ସାହ ଚରମ ସୀମାରେ ଥିବା ବେଳେ ଏକ ବଡ଼ ସମସ୍ୟା ଏବେ ସାମ୍ନାକୁ ଆସିଛି। ଏହି ନୂତନ ହାଇସ୍ପିଡ୍ ଡାଟା ସେବା ହାସଲ କରିବା ଲାଗି ଦେଶରେ ଆବଶ୍ୟକ ସଂଖ୍ୟକ ୫ଜି ସ୍ମାର୍ଟଫୋନ୍ ନାହିଁ। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଫୋନ୍‌ଗୁଡ଼ିକର…

ଐଶ୍ବର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ପିଏସ୍-୧ର ଆୟ ବଡ଼ିଲା

ମୁମ୍ବାଇ: ରିଲିଜ୍ ପରେ କମାଲ କରୁଛି ଫିଲ୍ମ ‘ପୋନ୍ନିୟିନ୍ ସେଲଭମ-୧ (ପିଏସ-୧ )’। ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ‌ଏବେ ରିଲିଜର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଆଜ୍ ତକ ମୁତାବକ, ଫିଲ୍ମ ପିଏସ-୧ ପ୍ରଥମ ଦିନରେ…

ହ୍ବାଟସ୍‌ଆପ୍‌ରେ କଲ୍‌ ଲିଙ୍କ୍‌ ପଠାଇହେବ: ୩୨ ଜଣିଆ ଗ୍ରୁପ୍ ଭିଡିଓ କଲ୍‌ କରିହେବ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏହାର ବ୍ୟବହାରକାରୀମାନଙ୍କୁ ସର୍ବଦା କିଛି ନୂଆ ସେବା ଓ ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରୁଛି। ଏହି କ୍ରମରେ କଂପାନି ପକ୍ଷରୁ କଲ୍ ଲିଙ୍କ୍‌ ଓ ଗ୍ରୁପ୍ ଭିଡିଓ କଲ୍‌ର ପରୀକ୍ଷଣ କରାଯାଉଛି ଯାହା ଖୁବ୍‌ଶୀଘ୍ର ଲୋକମାନଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ। ଲୋକମାନେ…

୪ ମାସ ହେଲା ୧୦୩ରେ ଅଟକିଛି ପେଟ୍ରୋଲ୍, ଲାଭ ପାଇବାରୁ ଗ୍ରାହକ ବଞ୍ଚିତ

ନୂଆଦିଲ୍ଲୀ: ଯେଉଁ ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ ଓ ଡିଜେଲ୍ ପ୍ରସ୍ତୁତ କରାଯାଉଛି ତାହାର ବ୍ୟାରେଲ ପିଛା ଦାମ୍ ୮୦ ଡଲାର ତଳକୁ ଖସିଲାଣି। ସେହି ଅନୁସାରେ ବିଶ୍ବର ବିଭିନ୍ନ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ ପାଉଛି। କିନ୍ତୁ ଭାରତରେ ତାହାର କୌଣସି ପ୍ରଭାବ ଦେଖିବାକୁ…

ତପନ ଚାନ୍ଦଙ୍କୁ ଓଡ଼ିଶା ବିସନେସ୍ ଲିଡରସିପ ଆୱାର୍ଡ

ଭୁବନେଶ୍ବର: ପ୍ରତ୍ୟେକ ରାଜ୍ୟର ବିକାଶରେ କିଛି ବ୍ୟବସାୟୀଙ୍କ ହାତ ରହିଥାଏ । ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜକଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି । ସେମିତି ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନୀତ କରିବାକୁ ନ୍ୟୁଜ ୧୮ ଓଡିଆ ଏକ ବଡ ପ୍ଲାଟଫର୍ମ ସୃଷ୍ଟି…

ଶିକ୍ଷା ଋଣରେ ଏନ୍‌ପିଏ ଚିନ୍ତା: ୮୨,୦୦୦ କୋଟିର ବକେୟା

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ନେଇଥିବା ଛାତ୍ରଛାତ୍ରୀମାନେ ପାଠପଢ଼ା ଶେଷ କରିବା ପରେ ଚାକିରି ପାଉନାହାନ୍ତି। ସେଥିପାଇଁ ସେମାନେ ଠିକ୍ ସମୟରେ ଋଣ ଶୁଝିପାରୁନାହାନ୍ତି। ଏହାର ପ୍ରଭାବରେ ଦେଶରେ ଶିକ୍ଷା ଋଣ କ୍ଷେତ୍ରରେ ଅନା‌ଦେୟ ଋଣ ବା ଏନ୍‌ପିଏ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶିକ୍ଷା ଋଣରେ…

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

କଟକ: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ…

ଏଣିକି ହ୍ବାଟ୍‌ସଆପ୍‌ ବ୍ୟବହାର ଲାଗି ଦେବାକୁ ପଡ଼ିପାରେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଥିବାର ସୂଚନା ରହିଛି। କେବଳ ଭାରତରେ ଏହାର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ୪୦ କୋଟିରୁ ଅଧିକ। ଯଦି ଆପଣଙ୍କୁ ହ୍ବ‌ାଟ୍‌ସଆପ୍‌ ବ୍ୟବହାର କରିବାକୁ ଟଙ୍କା ଦେବାକୁ ପଡ଼େ ତ? ସରକାର ଏବେ…

ଓଲାମ୍ ଏଗ୍ରି ପକ୍ଷରୁ ଏହାର ବାସୁମତି ଚାଉଳ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଓଡ଼ିଶାକୁ କେନ୍ଦ୍ର ଭାବେ ଚିହ୍ନଟ…

ଭୁବନେଶ୍ୱର: ଓଲାମ୍ ଏଗ୍ରି ଏହାର ଦୀର୍ଘସ୍ଥାୟୀ ହିଭେନ୍‌ସ ହାର୍ଭେଷ୍ଟ୍ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍‌କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସୁମତି ଚାଉଳ ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର । ଭାରତର ଅନ୍ୟତମ…

ବିଶ୍ବକୁ ପୁଣି ମାନ୍ଦାବସ୍ଥା ଭୟ

ନୂଆଦିଲ୍ଲୀ : ଦରଦାମ ନିୟନ୍ତ୍ରଣକୁ ଆସୁନଥିବାରୁ ବିଶ୍ବର ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଉଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଯେଉଁଭଳି ଗତି କରୁଛି ଯଦି ସେହି ଧାରା ଜାରି ରହିବ ତେବେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ…