Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୮ରୁ ରାଜ୍ୟରେ ଝଡ଼ବର୍ଷା ଆଶଙ୍କା, ୩ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର:ଆଜି ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ୮ ତାରିଖରୁ ରାଜ୍ୟରେ ଝଡ଼ବର୍ଷା ଆଶଙ୍କା ରହିଛି। ୮ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର…
ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ!
ଭୁବନେଶ୍ୱର: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସେ କହିଛନ୍ତି।
ପଞ୍ଚାୟତ…
ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଚୂଡ଼ାନ୍ତ ହୋଇଛି ଶୁଭ ଲଗ୍ନ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହେବାକୁ ଥିବା ଏହି ପାରମ୍ପରିକ କୃଷିଭିତ୍ତିକ ପର୍ବ ଲାଗି ସମ୍ବଲପୁରରେ ଧାର୍ଯ୍ୟ ହୋଇଛି ନବାନ୍ନ ଲାଗିର ସମୟ। ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ…
ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(BSE), ଓଡ଼ିଶା ଦ୍ଵାରା ଗତ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଶିକ୍ଷକ ପାତ୍ରତା ପରୀକ୍ଷା (OTET) ୨୦୨୬ର ଫଳାଫଳ ଆଜି ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇଛି। ଚଳିତ ବର୍ଷ ଉଭୟ ପେପର୍-୧ ଓ ପେପର୍-୨ରେ ମୋଟ ପାସ୍ ହାର ୬୪.୪୮…
ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ବିପତ୍ତି ଦେଖାଦେଇଛି। ଗାଁ ଗଣ୍ଡାରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇବା ଫଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ମୟୂରଭଞ୍ଜ ସମେତ ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ…
ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ବିପତ୍ତି ଦେଖାଦେଇଛି। ଗାଁ ଗଣ୍ଡାରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇବା ଫଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ମୟୂରଭଞ୍ଜ ସମେତ ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ…
ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ
ଖୋରଧା: ଆଜି ୨୦୨୬ ବର୍ଷର ପ୍ରଥମ ବରିଷ୍ଠ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ସୁଭାରମ୍ଭ ଉପଲକ୍ଷେ ଖୋରଧା ଜିଲ୍ଲାର ୧୬୯ ଜଣ ତୀର୍ଥ ଯାତ୍ରୀ (ଖୋରଧା ସବ୍ ଡିଭିଜନ ର ୧୨୪ ଏବଂ ଭୁବନେଶ୍ୱର ସବ୍ ଡିଭିଜନର ୪୫)ସାମିଲ ହୋଇଛନ୍ତି।
ଆଜି ଅପରାହ୍ନରେ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ…
ଆୟୁଷ୍ମାନରେ ମିଶିବ ନାହିଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା
ଭୁବନେଶ୍ୱର: ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଯେଉଁ…
ବନ୍ୟା ପ୍ରଭାବିତ ୪ ଜିଲାକୁ ମିଳିବ ଅତିରିକ୍ତ ଚାଉଳ
ଭୁବନେଶ୍ବର : ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ୪ ଜିଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍ ଚାଉଳ ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ (ଏସ୍ଆର୍ସି) ରାଜେଶ ପ୍ରଭାକର ପାଟିଲ। ଏନେଇ ସେ ଏହି ୪ ଜିଲାର…
ଗାଁରେ ମିଳିବ ସହରୀ ସୁବିଧା, ସରକାରଙ୍କ ୩ କୋଟି ପ୍ଲାନ୍
ଭୁବନେଶ୍ୱର: ମୋହନ ସରକରାଙ୍କୁ ଦୁଇ ବର୍ଷ ପୂରି ତୃତୀୟ ବର୍ଷ ଚାଲିଲାଣି । ହେଲେ ଗାଁ ଭୋଟରଙ୍କ ମନ ଜିଣିବାକୁ ଆଗକୁ ଏକ ବଡ଼ କାର୍ୟ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ସରକାର । ଗ୍ରାମାଂଚଳ ଲୋକଙ୍କ ପାଇଁ ଭଣ୍ଡାର ଖୋଲି ବର୍ଷକୁ ବିଭିନ୍ନ ଯୋଜନା ପାଇଁ ୩ କୋଟି ଟଙ୍କା ଦେବ ପଂଚାୟତିରାଜ ବିଭାଗ ।…