Browsing Category

ଅପରାଧ

ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ। ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟାଭାଟିରୁ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ରାମନଗର ପଂଚାୟତ…

ଝିଅକୁ ଖାଇବାକୁ ଦେଇ ନ ପାରି ହତ୍ୟା କଲେ ଋଣଗ୍ରସ୍ତ ଇଂଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ରାହୁଲ ପାରମର ନାମକ ଜଣେ ଗୁଜରାଟୀ ଇଂଜିନିୟର ନିଜର ଅଢ଼େଇ ବର୍ଷର ଝିଅକୁ ଖାଇବାକୁ ଦେଇ ନ ପାରି ଛାତିରେ ଜାକି ହତ୍ୟା କରିବା ପରେ ନିଜେ ପାଣିକୁ ଡେଇଁ ବିଫଳ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପୁଲିସ ଆଗରେ ରାହୁଲ ସ୍ବୀକାର କରିଛନ୍ତି ଯେ,…

ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଛୁରାମାଡ଼

ଚାନ୍ଦବାଲି: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଣେ ସେବାୟତଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସେବାୟତ ଗୁରୁତର ଆହତ ହୋଇଥିବା ବେଳେ ଛୁରାମାଡ଼ କରିଥିବା ସେବାୟତ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଜଣେ ସେବାୟତ ମନ୍ଦିରରେ ଦୀର୍ଘଦିନ…

ପରକୀୟା ପ୍ରୀତିର ଖତରନାକ ଫଳାଫଳ; ମିଳିଲା ପ୍ରେମୀଯୁଗଳଙ୍କ ପଚା ଶରୀର

ବାଡ଼ମେର: ରାଜସ୍ଥାନର ବାଡ଼ମେରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଯୁବକ ଓ ଯୁବତୀଙ୍କ ଫଟୋ ପାଣିରେ ଭାସୁଥିବା ବେଳେ ଉଦ୍ଧାର ହୋଇଛି। ସେଠାରେ ଦୁହଁଙ୍କ କପଡ଼ା ଓ ଜୋତା ବି ପଡ଼ିଥିବାର ଦେଖିବାକୁ ମିଳିଛି। ଏହି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ପୁଲିସ୍…

୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି…

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ…

ବିମାନ ଟିକେଟ ବାତିଲ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ହରିୟାଣାର ଗୋହାନା କାଠମଣ୍ଡିରେ ରହୁଥିବା ଜଣେ ମହିଳାଙ୍କୁ ବିମାନ ଟିକେଟ ଅନଲାଇନରେ ବାତିଲ କରିବା ମହଙ୍ଗା ପଡ଼ିଛି। ସାଇବର ଠକ ମହିଳାଙ୍କ ଖାତାରୁ ଦୁଇଥର ଟଙ୍କା ଉଠାଇ ପାଖାପାଖି ୧ଲକ୍ଷ ଟଙ୍କା ବାହାର କରି ନେଇଛନ୍ତି। ପୀଡିତା ମହିଳା ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ…

ଖଗେଶ୍ବରକୁ ଆଉ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଗିରଫ ହୋଇଥିବା ଖଗେଶ୍ବରକୁ ଇଡି ଆଉ ୫ ଦିନ ରିମାଣ୍ଡରେ ଆଣିବାକୁ ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ଗତକାଲି ଖଗେଶ୍ୱରର ରିମାଣ୍ଡ ଅବଧି  ସରିଥିବା ବେଳେ ଆଜି ତାକୁ କୋର୍ଟରେ ହାଜର କରିବ ଇଡି। ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଗାଡ଼ି…

ଖବର ପ୍ରସାରଣ ସମୟରେ ଲୁଟର ଶିକାର ହୋଇଥିବା ସାମ୍ବାଦିକାଙ୍କ ଅଭିଯୋଗର ଏଭଳି ପ୍ରତିକ୍ରିୟା ଦେଲା ପୁଲିସ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପର ସିଧାସଳଖ  ଖବର ପ୍ରସାରଣ କରୁଥିବା ସମୟରେ ଜଣେ ସାମ୍ବାଦିକ ଲୁଟର ଶିକାର ହୋଇଥିଲେ। ସେ ଏହି ଲୁଟର ଶିକାର ହେବାପରେ ପୁଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଯେଭଳି ଉତ୍ତର ଦେଇଥିଲା, ସେ  ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ‌ଆଉ…

ସ୍ତ୍ରୀଙ୍କୁ କଇଁଚିରେ ଭୁସି ନୃଶଂସ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଅଟକ

କୁଆମରା: ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖୁଣ୍ଟା ଥାନା ଅନ୍ତର୍ଗତ ହିଂଜୁଳିଗଡିଆ ଗ୍ରାମର ଗତ ରାତିରେ ବାପ ଘରେ ଥିବା ସ୍ତ୍ରୀଙ୍କୁ ସ୍ବାମୀ କଇଁଚିରେ ଭୁସି ହତ୍ଯା କରିଛନ୍ତି। ମୃତକ ହେଉଛନ୍ତି ସୁହାଗୀ ମୁର୍ମୁ (୨୫)। ସୁହାଗୀଙ୍କ ଶାଶୁ ଘର…