ଆଜି ମିଳିବ ପିଏମ୍ କିଷାନର ୧୩ତମ କିସ୍ତି

ନୂଆଦିଲ୍ଲୀ : ପିଏମ୍ କିଷାନ  ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ପ୍ରତ୍ୟେକ…

ଅଗ୍ନିପଥ ଯୋଜନାକୁ ଦିଲ୍ଲୀ ହାଇକୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ

ଦି।ଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ବିଜୟ। ଅଗ୍ନିପଥ ଯୋଜନାକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ ଦି।ଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି। ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିମ୍ ସତୀଶ…

ଭୂମିକମ୍ପରେ ଥରିିଲା ଗୁଜରାଟ

ଗୁଜରାଟ: ଭୟଙ୍କର ଭୂମିକମ୍ପ। ଥରିଲା ଗୁଜରାଟ। ଆଜି ସକାଳୁ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର…

କୁଲର୍‌ ଉପରେ ମହମବତୀ ଲଗାଇ ଶୋଇଥିଲେ ୨ ଶ୍ରମିକ,୨ଜଣ ଶ୍ରମିକଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଘରେ ନିଆଁ ଲାଗିଯିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ଲୁହୁରାଢ଼ିପାରେ। ମୃତ ଶ୍ରମିକ ଦ୍ୱୟ ହେଲେ ଦିଲୀପ ଓ ମିଠୁ। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରି ଥାନା ଅନ୍ତର୍ଗତ ବାଉଁରି ମୁଣ୍ଡା…

ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ, ଧରା ପଡ଼ିଲେ

ବଲାଙ୍ଗିର : ଦୋକାନୀକୁ ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ। ଧରାପଡ଼ି ଥାନାକୁ ଗଲେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ। ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ…

କପି କର, ପାସ କର!

କପି କର, ପାସ କର। ଏହି ଢାଞ୍ଚାରେ ଚାଲିଛି କି ବିଜେଡି। କେନ୍ଦ୍ର ବଜେଟ ପରେ ସବୁଠି ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି ବିଜେପି ନେତା। ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ଆସି ବଜେଟ ଉପରେ ଆଲୋଚନା କରିଥିଲେ। ଏବେ ସମାନ ବାଟ ଆପଣାଇଛି ବିଜେଡି।

ନାରୀ ଶିକ୍ଷାର ଅବସାନ ପାଇଁ ଇରାନ୍‌ରେ ଶହ ଶହ ଝିଅଙ୍କୁ ବିଷ ଦିଆଯାଇଛି: ରିପୋର୍ଟ

ତେହ୍‌ରାନ୍‌: ନାରୀ ଶିକ୍ଷାର ଅବସାନ ଘଟାଇବା ଲାଗି ପବିତ୍ର ନଗରୀ କ୍ବୋମ୍‌ରେ କିଛି ଲୋକ ସ୍କୁଲ୍‌ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍‌ର  ଉପ-ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ତେହ୍‌ରାନ୍‌ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ…

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଗତ ପିଟିସନ୍‌ ସବୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ସମସ୍ତ ପିଟିସନ୍‌ ଖାରଜ କରାଗଲା ବୋଲି…

୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ବାର୍ହା ସହିତ ଲଢ଼ି ପ୍ରାଣ ହରାଇଲେ ମହିଳା

କୋର୍‌ବା: ୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ଛତିଶଗଡ଼ର କୋର୍‌ବା ଜିଲ୍ଲାର ଗୋଟାଏ ବିଲରେ ଜଣେ ସାହସିନୀ ମହିଳା ଗୋଟାଏ ଜଙ୍ଗଲୀ ବାର୍ହା ସହିତ ଲଢ଼େଇ କରି ପ୍ରାଣ ହରାଇଥିବା କଥା ଆଜି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ବାର୍ହା ସହିତ ମୁକାବିଲା କରି ସାଙ୍ଘାତିକ ଆହତ ହୋଇଥିବା…

ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, ଟେଲି ପରାମର୍ଶ ସୁଯୋଗ ଉପଲବ୍ଧ ହେବ। ତେବେ…