ନବ ଦାସ ହତ୍ୟା ଘଟଣା: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଲୁଜାଙ୍କ ଦାବି

ନବ ଦାସ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ଆଜି ବିଧାନସଭାରେ ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଥିବା ବେଳେ ବିଧାୟକ ଶ୍ରୀ ସାଲୁଜା ଏହି ଦାବି କରିଥିଲେ। ସେ କହିଥିଲେ ଯେ…

ପ୍ରଥମ ପାଞ୍ଚ-ପ୍ରଥମ ଥର ମତଦାନ କରୁଥିବା ଭୋଟର ସମ୍ମାନିତ

ଶିଲଂ,୨୭।୨ : ସୋମବାର ପୂର୍ବାହ୍ନରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ଚାଲିଛି। ମେଘାଳୟର ପାଞ୍ଚ ଜଣ ପ୍ରଥମ ଭୋଟରଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ମତଦାନ ବୁଥରେ ସମ୍ମାନିତ କରାଯାଇଥିଲା। ଏହା ସହିତ ପ୍ରଥମ ଥର ମତଦାନ କରୁଥିବା ଭୋଟରଙ୍କୁ ମଧ୍ୟ ମତଦାନ…

ସିସୋଡିଆଙ୍କ ପରେ ଗୋପାଲ ରାୟଙ୍କ ସହ ୧୨ ଏଏପି ବିଧାୟକ ଗିରଫ

ନୁଆଦିଲ୍ଲୀ,୨୭।୨ : ସିବିଆଇ ସୋମବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିବ। ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ମାମଲାରେ ସିସୋଡିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା। ଏହାପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀର ସିସୋଡିଆଙ୍କୁ…

ଏଚଏଏଲର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୨ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର (ଏଚଏଏଲ)ର ବିମାନ 'ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ' ର ଏକ ନୂତନ ସଂସ୍କରଣକୁ ଅନୁମୋଦନ କରିଛି। ଏହି ସଂସ୍କରଣର ବିମାନରେ ସର୍ବାଧିକ ଯାତ୍ରୀଙ୍କ ସହିତ ସର୍ବାଧିକ ୫୬୯୫…

ସିସୋଡିଆଙ୍କୁ ଗିରଫ ପାଇଁ ଅମଙ୍ଗ ଥିଲେ ଅଧିକାଂଶ ସିବିଆଇ ଅଧିକାରୀ, ରାଜନୈତିକ ଚାପ ଯୋଗୁ ବାଧ୍ୟ ହେଲେ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୨ : ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏଏପି ଭାଜପାକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଟୁଇଟରେ ସେ…

ପଦ୍ମଫୁଲ ଆକୃତିର ବିମାନ ବନ୍ଦର: ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଯାତ୍ରୀ

ବେଙ୍ଗାଲୁରୁ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଶିବମୋଗାରେ ସୋମବାର ବିମାନବନ୍ଦରର ଉଦଘାଟନ କରଛନ୍ତି। ଏହା ସହିତ ବେଲଗାଭିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶିବମୋଗା ବିମାନବନ୍ଦର ପରିଦର୍ଶନ କରିଛନ୍ତି।…

ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି

ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା, କବାଟ ଥରି ଉଠିବା ଲୋକେ ଅନୁଭବ କରି ଭୟଭୀତ ହୋଇଛନ୍ତି। ଏହାକୁ କେହି ମୃଦୁ ଭୂକମ୍ପର ଝଟ୍‌କା କହୁଥିବା ବେଳେ କେହି…

ପାକିସ୍ତାନରେ ଜରୁରୀ ଔଷଧ ଅଭାବ

ଇସଲାମାବାଦ : ଆର୍ଥିକ ଦୁଃସ୍ଥିତି ଦେଇ ଗତିକରୁଥିବା ପାକିସ୍ତାନରେ ଖାଦ୍ୟ, ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ଦେଖାଯାଇଥିବାବେଳେ ଏବେ ଜରୁରୀ ଔଷଧର ଅଭାବ ଦେଖାଯାଇଛି । ପାକିସ୍ତାନ ଔଷଧ ବିକ୍ରେତାଙ୍କ କହିବାନୁଯାୟୀ ଇନ୍‌ସୁଲିନ, ଡିସ୍‌ପ୍ରିନ୍, କାଲ୍‌ପୋଲ, ହେପାମେର୍ଜ,…

ଆଜି ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବ‌ନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର(ଆଜି) ମୁମ୍ବଇ ଗସ୍ତରେ ଯିବେ। ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ ବୋଲି…

ଢାବାମାଲିକଙ୍କୁ ଗୁଳି କରି ହତ୍ୟା

କୋଇଡ଼ା : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ଚୋରମାଲଦା ଗ୍ରାମରେ ଜଣେ ଢାବାମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିମାଡ଼ରେ ଜଣେ ଢାବା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୋଇଡ଼ା…