ବନ୍ଧ ରେ ବୁଡି ବୋଲ୍ ବମ୍ ସଂକଳ୍ପ ଧାରୀ ଯୁବକଙ୍କ ମୃତ୍ୟୁ ।
ଆର, ଉଦୟଗିରି,୩ ୮ (ମନୋଜ କୁମାର ପାଢୀ):ଶ୍ରାବଣ ମାସର ପ୍ରଥମ ସୋମବାର ଜଳାଭିଷେକ ଓ ପୂଜା ପାଇଁ ସ୍ତ୍ରୀ ଙ୍କୁ ଫୁଲ ତୋଳିବାକୁ କହି ସ୍ବାମୀ ଶୌଚ ହେବାଲାଗି ଗାଁ ନିକଟ ବନ୍ଧ କୁ ଯାଇ ଶବ ହୋଇ ଘରକୁ ଫେରିଲେ l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ…