ସେଲ୍‌ଫି ହେଲା କାଳ

କଟକ/ବାରଙ୍ଗ/କଣାସ/ଗଡ଼ିଶାଗୋଦା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍‌ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟ‌ରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ…

ରାମକୃଷ୍ଣ ସେବାଶ୍ରମରେ ବୃକ୍ଷରୋପଣ ନିମନ୍ତେ ସମ୍ବର୍ଦ୍ଧନା

ଖୋର୍ଦ୍ଧା :  ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳ ରାମକୃଷ୍ଣ ସେବାଶ୍ରମରେ ଭୁବନେଶ୍ୱରସ୍ଥିତ ପ୍ରେରଣା ଗ୍ରୀନ୍ ଆର୍ମି ଇଣ୍ଟରନ୍ୟାସନାଲ୍ ଅନୁଷ୍ଠାନ ତରଫରୁ ଆଶ୍ରମ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଭାପତି ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି…

ବିଲମାନପୁର ବିଦ୍ୟାଳୟ ରେ ଖୋଲିଲା କବ୍ ଓ ବୁଲବୁଲ

ଓଡ଼ଗାଁ: ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଲାମାନପୁର ରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ଆନୁକୂଲ୍ୟରେ ଦୁଇଟି କବ୍ , ବୁଲବଲ୍ ୟୁନିଟ ଖୋଲା ଯାଇଛି। ଏଥିରେ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗ ଦେଇ…

ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର:  ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯିବା ପରେ ତାର ମୃତ୍ୟୁ ଘଟିଛି।…

ଲୋକସଭାରେ ଆରମ୍ଭ ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା

ନୂଆଦିଲ୍ଳୀ: ମଣିପୁର ପ୍ରସଙ୍ଗରେ ଲୋକସଭାରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେବେ ବୋଲି ଶୁଣା ହେଉଥିଲା। ମାତ୍ର କଂଗ୍ରେସର ଅନ୍ୟତମ ବରିଷ୍ଠ…

ନିଶାସକ୍ତ ଯୁବକର ନାରକୀୟ କାଣ୍ଡ

ଭୁବନେଶ୍ବର: ମଧ୍ୟରାତ୍ରୀରେ ଜଣେ ଦୁର୍ବୃତ୍ତ ନାରକୀୟ କାଣ୍ଡ ଘଟାଇଛି। ସେ ଦମ୍ପତିକୁ ଆକ୍ରମଣ କରିଛି। ସେ ବ୍ଲେଡରେ ସ୍ୱାମୀର ତଣ୍ଟି କାଟିବା ସହ ସ୍ତ୍ରୀକୁ ଛୁରା ମାଡ଼ କରିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ…

୧୪ ରୁ ୧୭ ଯାଏଁ ରାଜ୍ୟରେ ବଡ଼ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତା ୧୪ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା । ୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା…

ଆଇଆଇଟି-ଏଚ୍ ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଙ୍ଗାରେଡି: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ର ଜଣେ ମହିଳା ଛାତ୍ରୀଙ୍କ ମୃତଦେହ ସୋମବାର ରାତିରେ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଜାଣିବାକୁ ମିଳିଛି ଯେ ଛାତ୍ରୀ ଜଣକ ହେଉଛନ୍ତି ଓଡ଼ିଆ। ତାଙ୍କ ନାମ ମମିଥା ନାୟକ। …

ଆସିଲା ରାହୁଲଙ୍କ ବିବାହ ପ୍ରସ୍ତାବ

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଉଭୟ ରାଜନେତା ଏବଂ ଜନ ସାଧାରଣ ମଧ୍ୟ ଏଥିପାଇଁ ମାଆ ସୋନିଆ ଗାନ୍ଧୀ ଏବଂ ରାହୁଲଙ୍କୁ ପରାମର୍ଶ ଦେଉଛନ୍ତି। କିଛି ଦିନ ତଳ ସୋନିଆଙ୍କ ଦିଲ୍ଲୀ ସ୍ଥିତ ବାସଭବନ ବୁଲି ଆସିଥିଲେ ହରିୟାଣାର କିଛି ମହିଳା ଚାଷୀ। ଏହି…

ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ

ସମ୍ବଲପୁର: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…