୫୦ ବର୍ଷ ପରେ ରକେଟ୍‌ରେ ଚନ୍ଦ୍ରକୁ ‘ଲୁନା-୨୫’ ଲ୍ୟାଣ୍ଡର୍‌ ପଠାଇଲା ରୁଷ୍‌

ମସ୍କୋ: ପ୍ରାୟ ୫୦ ବର୍ଷ ପରେ ଗୁରୁବାର ରାତିରେ ରୁଷ୍‌ ରକେଟ୍‌ ଯୋଗେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିବା କଥା ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତରେ ଥିବା ‘ସ୍ପେସ୍‌ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍‌…

ଯଜ୍ଞ ସମ୍ଭୂତା ଯାଜ୍ଞସେନୀ

 ପାଞ୍ଚାଳରାଜ ଦ୍ରୁପଦ ଓ ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ସହପାଠୀ ଓ ବାଲ୍ୟବନ୍ଧୁ l ସେମାନେ ପିଲାଦିନେ ଭରଦ୍ୱାଜଙ୍କ ଆଶ୍ରମରେ ଏକାଠି ରହି, ଖେଳକୁଦ, ବିଦ୍ୟାଶିକ୍ଷା କରୁଥିଲେ l ବିଦ୍ୟାଶିକ୍ଷା ଶେଷହେବା ପରେ ଦ୍ରୁପଦ ଯାଇ, ପାଞ୍ଚାଳ ରାଜ ସିଂହାସନରେ ବସିଲେ l ମାତ୍ର ଅବସ୍ଥା ଚକ୍ରରେ ଦ୍ରୋଣ…

ତୁର୍କୀ ଓ ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର । ପୂର୍ବ ତୁର୍କୀରେ ରିକ୍ଟର ସ୍କେଲରେ ତୀବ୍ରତା ୫.୨ ଏବଂ ଜାପାନରେ ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼ କରାଯାଇଥିବା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ…

ରାଉରକେଲାରୁ ଉଡ଼ିବନି ନୂଆ ବିମାନ

ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ରାଉରକେଲା-କୋଲକାତା ନୂଆ ବିମାନ ଉଡ଼ାଣ ପାଇଁ ଦାବି ହେଉଥିବାବେଳେ ଏହା ପୂରଣ ହେବା ସମ୍ଭାବନା କ୍ଷୀଣ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଗାମୀ ୬ ମାସ ପାଇଁ ଏହି ନୂତନ ଉଡ଼ାଣ ସୂଚୀ…

ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାର ୧୬ଟି ମେଡିକାଲ କଲେଜର ୧୯୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ ମିଶାଇ ମୋଟ ୨୦୬୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ଥିବା ୧୮୨୦ ସିଟ୍‌ ଲାଗି ଓଜେଇଇ କାଉନସେଲିଂ କରୁଛି। ଯେଉଁଥିରେ ୧୬୬୬…

ବାହାନଗାରେ ବଜ୍ରପାତ: ୨ ଚାଷୀ ମୃତ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଦୁଇ ଗ୍ରାମରେ ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ(୫୬)। ଅନ୍ୟଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ (୬୩)। ଦୁଇ ଜଣ ଯାକ ପୃଥକ ପୃଥକ ଭାବେ ଗୁରୁବାର ଅପରାହ୍ନରେ ନିଜ ନିଜ ଗ୍ରାମର ବିଲକୁ…

ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉଡ଼ାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ୪ ଦିନ ପରେ ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହି ଜାତୀୟ ଉତ୍ସବ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଛି। ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି।…

କୃମି ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗୁଡ଼ିଖାଳ ବନବିହାରୀ ଲାଲ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାରୁ ପ୍ରକାଶ ଗୁରୁବାର ବିଦ୍ୟାଳୟରେ…

ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ୱର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।…

ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ ।

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ । ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ । ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଯୋଗାଇଦିଆଯିବ ।…