ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍‌

ବଲାଙ୍ଗୀର: କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଆଗକୁ ପଳାଇଛି। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ରେ ବୁଧବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍‌ର ଗୁଂଜିତରା ନିକଟରେ ଆଜି ଅପରାହ୍‌ଣ ସାଢ଼େ ୪ଟାରେ ଏଭଳି ପରିସ୍ଥିତି…

ବିମାନବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ରହିବ ୧୮ଟି ରେଳ ଷ୍ଟେସନ୍‌

ଭୁବନେଶ୍ବର: ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଚୂଡ଼ାନ୍ତ ହୋଇଥିବା ନେଇ ବୁଧବାର ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ଡିପିଆରରୁ…

ଫେବ୍ରୁଆରି ୧୪ରୁ ମାର୍ଚ୍ଚ ୧୩ ଯାଏଁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ), ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ଯାଏଁ ଜାରି ରହିବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା…

ଫସଲହାନି କାରଣରୁ ଚାଷୀ କୀଟନାଶକ ପିଇ ଜୀବନ ହାରିଲେ

ମୋହନା: ଋଣଭାର ସାଙ୍ଗକୁ ଫସଲହାନି ଘଟଣାରେ ମାନସିକ ଦୁଶ୍ଚିନ୍ତାରେ ଗଜପତି ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। କାରଣରୁ ଭାଙ୍ଗିପଡ଼ି କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଓ ଅଡ଼ବା ଥାନା ଅଧୀନ ଫଟାଚାଞ୍ଚଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଆଲୋଡ଼ନ…

ଆଣ୍ଟିକ ମ୍ୟାଜିକ ମିରର ବିକ୍ରି ନାଁରେ ବଡ଼ଧରଣର ଠକେଇ: ୩ ଠକ ଗିରଫ

ଭୁବନେଶ୍ବର: ଆଣ୍ଟିକ ମ୍ୟାଜିକ ମିରର ବିକ୍ରି ନାଁରେ ବଡ଼ଧରଣର ଠକେଇ ହୋଇଛି। ଇଷ୍ଟ ଇଣ୍ଡିଆ କମ୍ପାନୀ ମିରର୍ କହି ଲୋକଙ୍କୁ ଠକମାନେ ଚୁନା ଲଗାଇଛନ୍ତି। ମ୍ୟାଜିକ ମିରର୍ ଆଗରେ କପଡା ପିନ୍ଧି ଠିଆ ହେଲେ ମଧ୍ୟ ମିରର୍ ରେ ଉଲଗ୍ନ ଦେଖାଯିବ। ମିରର୍‌ର ଆଉ ଟିକେ ନିକଟତର ହେଲେ ଶରୀର ଭିତର ମାଂସ…

ସାପ ବିଷ ରାକେଟର ପର୍ଦ୍ଦାଫାସ୍ : ୨୬ଟି ନାଗସାପ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ । ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର ହୋଇଛି ୨୬ଟି ନାଗ ସାପ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩…

ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦୁଇ ଦିନିଆ ଗସ୍ତରେ ଆସି ସେ ଭୁବନେଶ୍ୱର ବିମାନବନ୍ଦରରେ ରାତି ୮ ଟାରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶାର ପ୍ରବୀଣା ନାରୀ…

ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ

ଭାପୁର: ଭାପୁର ବ୍ଲକ୍‌ ଅଞ୍ଚଳରେ ଆବଶ୍ୟକ ବର୍ଷାଠାରୁ କମ୍‌ ବର୍ଷା ହୋଇଥିବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧା ଉପୁଜିଛି। ଗତ କିଛି ଦିନ ହେଲା ଲଘୁଚାପ ବର୍ଷା ହେଲା, କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହୋଇନଥିଲା। ବର୍ତ୍ତମାନ ଆକାଶରେ କଳାହାଣ୍ଡିଆ ବର୍ଷା ଉଠାଉଛି କିନ୍ତୁ ବରଷୁନାହିଁ। ବର୍ଷା…

ବିପଦସଂକୁଳ ପୋଲ, ବାଉଁଶ ବାଡ଼ା ଭରସା

ପୁରୀ: ଭାର୍ଗବୀର ଭରା ନଈ ଉପରେ ଯାଇଥିବା ପୋଲ ବିପଦସଙ୍କୁଳ ଘୋଷଣା ହୋଇଛି। ମାତ୍ର ଯାତାୟାତର ଅନ୍ୟ ବିକଳ୍ପ ନଥିବାରୁ ବାସିନ୍ଦାମାନେ ଏହି ପୋଲ ଉପରେ ଯାତାୟାତ କରୁଛନ୍ତି। ପୋଲ ତଳ ଭାଗ ଭାଙ୍ଗି ଦୁର୍ବଳ ହୋଇଗଲାଣି। ପୋଲ ଅଣ ଓସାରିଆ ହୋଇଥିବା ବେଳେ ଯାତାୟାତ ପାଇଁ ଯଥେଷ୍ଟ ସ୍ଥାନ…

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସ୍ବତନ୍ତ୍ର କ୍ୟାବିନ୍‌ ପାଲଟିଛି ଗୋଦାମ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର କ୍ୟାବିନ୍‌ ଗୋଦାମରେ ପରିଣତ ହୋଇଛି। ଏଠାରେ ଚିକିତ୍ସାଳୟରେ ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠିକା ସଂସ୍ଥାର ସିମେଣ୍ଟ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। ରୋଗୀଙ୍କ ସ୍ବାର୍ଥକୁ ପଛରେ…