ଆନନ୍ଦମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ହୋମଯଜ୍ଞ ଅନୁଷ୍ଠିତ
12 ଅଗଷ୍ଟ 2022 ଶ୍ରାବଣ ପୂର୍ଣ୍ଣିମା (ରାଖୀ ପୂର୍ଣ୍ଣିମା)ର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ତରଫରୁ ଗାୟତ୍ରୀ ଭବନ, ନୁଆସାହି, ରସୁଲଗଡ, ଭୁବନେଶ୍ୱରରେ ଠାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ" ଆୟୋଜନ ହୋଇଥିଲା।
ଏହା ବୈଦିକ ମନ୍ତ୍ର ଏବଂ ଭଜନ ସହିତ ଆରମ୍ଭ ହୋଇଥିଲା। ସକାଳ ୧୦ ଘଟିକାରୁ…