ବିଚାରପତି ନିଯୁକ୍ତି ବିଳମ୍ବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ
ନୂଆଦିଲ୍ଲୀ: ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଚାରପତି ନିଯୁକ୍ତି ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍ ୨୦୨୨ ନଭେମ୍ବରରୁ ୭୦ଜଣଙ୍କ ନାମ ସୁପାରିସ…