ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ପାଳିତ

ଖୋର୍ଦ୍ଧା (୧/୧):ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅଧୀନସ୍ଥ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ଆଜି କଳ୍ପତରୁ ଉତ୍ସବ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଦେହତ୍ୟାଗର ଅବ୍ୟବହିତ ପୂର୍ବରୁ ୧୮୮୬ ମସିହା ଜାନୁୟାରୀ ପହିଲା ଅପରାହ୍ନରେ…

ଅନ୍ତର୍ଜାତୀୟ ଯୋଗ ସମ୍ମିଳନୀ

ବାଙ୍ଗାଲୋରଠାରେ ଥିବା ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ, (ଡିମଡ ଟୁ ବି ବିଶ୍ୱବିଦ୍ୟାଳୟ ) ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ସମ୍ମିଳନୀରେ ପଶ୍ଚିମବଙ୍ଗର ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ପ୍ରଶିକ୍ଷକ, ଗବେଷକ, ଅଭିବାବକ ଓ ଯୋଗାସନ ପ୍ରତିଯୋଗୀ ଭାଗ…

ଫେବୃଆରୀ ଦ୍ବିତୀୟ ସପ୍ତାହରେ ଅଧିବେଶନ- ନିର୍ବାଚନ ପାଇଁ ଆସିବ କାମଚଳା ବଜେଟ

ଭୁବନେଶ୍ବର : ୨୦୨୪ ନିର୍ବାଚନର ବର୍ଷ। ଏହାକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକବର୍ଷ ଲାଗି ଚଳିତଥର ‌ବିଧାନସଭାରେ ୪ମାସ ପାଇଁ କାମଚଳା ବଜେଟ ତଥା ‘ଭୋଟ ଅନ୍ ଆକାଉଣ୍ଟ’ ଆସିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗୃହରେ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆସନ୍ତା…

ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଜାତୀୟ କର୍ମଶାଳା ଉଦଯାପିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜାତୀୟ କର୍ମଶାଳା ’ଦକ୍ଷିଣ ଓଡିଶାର ପଦର୍ଶନଶିଳ ଲୋକକଳା’ ଶୀର୍ଷକ ଉଦଯାପିତ ହୋଇଛି। ଉଦଯାପିତ ଉତ୍ସବରେ ମୁଖ୍ୟ…

ଆଜି ଠାରୁ ରାଉରକେଲାକୁ କୋଲକାତା ସହ ଯୋଡ଼ିବ ବିମାନ ସେବା

ରାଉରକେଲା: ଆଜିଠାରୁ ଶିଳ୍ପ ସହର ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା। ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଏହି ବିମାନ ସେବା ମିଳିପାରିବ। ୯୦ ମିନିଟରେ ଯାତ୍ରୀମାନେ କୋଲକାତାରେ ବିମାନରେ ପହଂଚି ପାରିବେ। ଆଜି ଅପରାହ୍ନ ୩.୩୦ ମିନିଟରେ ରାଉରକେଲା ଵିମାନ…

ନୱାଜ ସରିଫ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଡେସ୍କ: ପାକିସ୍ତାନ ମୁସଲିମ ଲିଗ୍ (ନୱାଜ) ଆଜି ସର୍ବସମ୍ମତି କ୍ରମେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଦୁର୍ନୀତି ଅଭିଯୋଗରେ ଦଣ୍ଡ ନହେବା ପାଇଁ ଶ୍ରୀ ସରିଫ ଲଣ୍ଡନରେ ଚାରି ବର୍ଷ…

୬୦ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ:  ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଠାରୁ ସାଡୀଙ୍ଗିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଲେଣ୍ଡ୍ରିଗାଁ ଘାଟି ନିକଟରେ ଗଞ୍ଜେଇ ଭର୍ତ୍ତି ହୋଇ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ରବିବାର ସକାଳୁ ଯାଞ୍ଚ କରିଥିଲେ। ଅଟୋରେ ଥିବା…

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର କଦମ୍ବ ପଡ଼ିଆରେ ଶୁଭସ୍ଥମ୍ଭ ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୬ତମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହୋଇଯାଇଛି। ସୋମବାର ଅପରାହ୍ନ ୪ ଟାରେ ଅମ୍ବାପାଲିରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ…

ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ।

ସୁନ୍ଦରଗଡ଼: ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ। ମୃତା ହେଲେ ବଡ଼ଗାଁ ଥାନା ଜରଙ୍ଗଲୋଇ କୁଲବା ଗାଁର ରୀନା ବେହେରା। ଘଟଣାଟି ସୋମବାର ଅପରାହ୍ନ ୫ଟାରେ ସଦରଥାନା ବିଜୁ ଏକ୍ସପ୍ରେସ ୱେ କରମଡିହି ସର୍ଭିସ ରାସ୍ତାରେ। ସୂଚନାକ୍ରମେ, କରମଡିହି…