ଅନ୍ତର୍ଜାତୀୟ ଯୋଗ ସମ୍ମିଳନୀ

ବାଙ୍ଗାଲୋରଠାରେ ଥିବା ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ, (ଡିମଡ ଟୁ ବି ବିଶ୍ୱବିଦ୍ୟାଳୟ ) ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ସମ୍ମିଳନୀରେ ପଶ୍ଚିମବଙ୍ଗର ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ପ୍ରଶିକ୍ଷକ, ଗବେଷକ, ଅଭିବାବକ ଓ ଯୋଗାସନ ପ୍ରତିଯୋଗୀ ଭାଗ ନେଇଛନ୍ତି

Comments are closed.