ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।
କଟକ : ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କର କଲେଜ କ୍ଳାସରୁମରେ ତାଳପକାଇ ଆନ୍ଦୋଳନ। ବିପିୟୁଟି ଦ୍ୱାରା ପରିଚାଳିତ ଏହି ଶ୍ରେଣୀର ଫାର୍ମାକୁଲୋଜି ବିଷୟରେ ପାଖାପାଖି ୭୦ ପ୍ରତିଶତ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା। ସେ ସମୟରେ ସେମାନେ ଏନେଇ କଲେଜ କତ୍ତୃପକ୍ଷଙ୍କ…