ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର
ଭାରତ ବର୍ଷରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ମାନଙ୍କ ମଧ୍ୟରେ କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ଅନ୍ୟତମ l ସେଠାରେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ନାରାୟଣ ରୂପରେ ବିରାଜିତ l କେରଳି ଭାଷାରେ ସେ ଏଠାରେ ଗୁରୁବାୟୁରାପ୍ପାନ୍ ଭାବେ ପରିଚିତ l ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପୀଠ…