ସିଲ୍ ହେଲା ‘ଡେଥ୍ ଜୋନ୍’ ନାଗାବଳୀ ଝୁଲାପୋଲ

ରାୟଗଡ଼ା : ୫ ବର୍ଷରେ ବୁଡ଼ି ମରିଛନ୍ତି ୨୭ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ। ଏହା ପୂର୍ବରୁ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବାକୁ ଆସି ଅକାଳରେ ଜୀବନ ହାରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ କେହି ତତ୍ପର ନଥିଲେ। ଅଗଷ୍ଟରେ…

ଜୟପୁର ରେଳ ଷ୍ଟେସନ: ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରୋଗୀ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଯାତ୍ରୀ

ଜୟପୁର : ଅବିଭକ୍ତ କୋରାପୁଟ ଜିଲାର ଜୟପୁର ସହର ଏକ ପୁରାତନ ଏବଂ ବାଣିଜ୍ୟ କେନ୍ଦ୍ର। ଏଠାକାର ରେଳଷ୍ଟେସନ ବହୁ ପୁରାତନ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବାରେ ରେଳବାଇ କର୍ତ୍ତୃପକ୍ଷ ବିଫଳ। ଯେଉଁଥି ପାଇଁ ପ୍ରତିଦିନ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେବା…

ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚର ୪କୋଟିର ହିସାବକୁ ନେଇ ବିବାଦ

କଟକ: ମିସନରୋଡ୍‌ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀର କୋଷାଧ୍ୟକ୍ଷ ୧୦ ବର୍ଷ ଧରି ଚର୍ଚ୍ଚର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ହିସାବ ବର୍ହିଭୂତ ରଖିଥିବା ଅଭିଯୋଗ ହୋଇଛି। ମଣ୍ଡଳୀର ସମସ୍ତ ଆୟ-ବ୍ୟୟ ହିସାବର ବାର୍ଷିକ ଆଭ୍ୟନ୍ତରୀଣ ଅଡିଟ୍‌ କରିବାର ନିୟମ ଥିବାବେଳେ କୋଷାଧ୍ୟକ୍ଷଙ୍କ…

ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ

ଯାଜପୁର: ନବରାତ୍ରୀ ଅବସରରେ ଆଜିଠୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ ହେବ। ଆଜି ଅପରାହ୍ଣରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ବଜ ରଥଯାତ୍ରା। ୯ ଦିନ ଧରି ରଥରେ ଚଢି ମନ୍ଦିର ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ଆଶିଷ ପ୍ରଦାନ କରିବେ ମା’…

କୋଳଥିଆ-ବାଲିକିରା ବିଜୁ ସେତୁ ‌କେବେ?

ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ତାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତର କୋଳଥିଆ–ବାଲିକିରା ଗ୍ରାମର ମଧ୍ୟସ୍ଥଳ କାଣୀନଦୀ ଶାଖା ନାଳରେ ବିଜୁ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି। ମାତ୍ର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି। ସାଧାରଣ ଲୋକଙ୍କ ସମେତ…

କୃଷିବୀମା ରାଶି ପ୍ରଦାନ ଦାବିରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ରେଳରୋକ

ପାଟଣାଗଡ଼: ୨୦୨୧ ଖରିଫ ଋତୁରେ ଭୟାବହ ମରୁଡ଼ି ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ  ବଲାଙ୍ଗୀର ଜିଲ୍ଲାର ୮୦ ଗ୍ରାମପଞ୍ଚାୟତକୁ ବଞ୍ଚିତ ରଖା ଯାଇଥିବା ପ୍ରତିବାଦରେ ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ଼…

୪୦ ଲକ୍ଷର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର/ବାଲିଅନ୍ତା: ଅପରେସନ୍ ହ୍ବାଇଟ୍-ସ୍ପାଇଡର୍‌କୁ ଆଉ ଏକ ବଡ଼ ସଫଳତା ମିଳିଛି। ଗୋଟିଏ ଦିନରେ କମିସନରେଟ ପୁଲିସ୍‌ ବାଲିଅନ୍ତା ଅଞ୍ଚଳରୁ ୪ ଶହ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାସହ ଏହି ବେଆଇନ କାରବାରରେ…

ଝିଅର ଅଶ୍ଳୀଳ ଫଟୋ ପଠାଇ ବାପାକୁ ବ୍ଲାକମେଲ୍‌

ଭୁବନେଶ୍ବର: ‘ସାଙ୍ଗ ହୋଇ ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଭଲ ପାଇଲେ। ସୁଯୋଗ ନେଇ ମୋ ଝିଅର ଅଶ୍ଳୀଳ ଭିଡିଓ ରେକର୍ଡିଂ କଲା। ଏବେ ଟଙ୍କା ପାଇଁ ମୋତେ ଓ ମୋ ଝିଅକୁ ବ୍ଲାକମେଲ୍ କରୁଛି।’ ଏଭଳି ଏକ ଅଭିଯୋଗକୁ ଆଧାର କରି ନୂଆପଲ୍ଲୀ ଥାନା ପୁଲିସ୍‌ ଜଣେ ଯୁବକକୁ ହାଇଦ୍ରାବାଦରୁ ଗିରଫ କରିଛି।…

‘ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ’

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୁଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି ସଂସ୍କରଣରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ପାଇଁ…

ବୟସ୍କଙ୍କ ସଂଖ୍ୟାବୃଦ୍ଧି ଆଗକୁ ଚ୍ୟାଲେଞ୍ଜ ହେବ

ନୂଆଦିଲ୍ଲୀ: ଭାରତ ଏକ ଯୁବ ଦେଶ। ଏହାର ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ। ରୋଜଗାରକ୍ଷମ ନାଗରିକଙ୍କ ସଂଖ୍ୟା ନିର୍ଭରଶୀଳଙ୍କ ଅପେକ୍ଷା ଅଧିକ। କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। କାରଣ ସମ୍ପ୍ରତି…