ନୂଆଖାଇରେ ବ୍ୟାଙ୍କବନ୍ଦ

ଭୁବନେଶ୍ୱର : ନୂଆଖାଇରେବ୍ୟାଙ୍କବନ୍ଦ , ସେପ୍ଟେମ୍ବର ୧ ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା , ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାରଙ୍କ ଘୋଷଣା କରାଯାଇଛି , ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କଲା ରାଜସ୍ୱ ବିଭାଗ ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ…

ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର ଦ୍ୱାରା ସର୍ମାନିତ୍ ହେବେ । ଅସାଧାରଣ ନେତୃତ୍ବ କୌଶ​ଳ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେପ୍ଟେମ୍ବର ୪ ତାରିଖ ଦିନ ସାଢେ ୧୧ଟା ବେଳେ ନୂଆଦିଲ୍ଲୀର…

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ଖୋର୍ଦ୍ଧା ଜିଲ୍ଲା :  ୨୯/୦୮ ବାଣପୁର ଥାନା ଅଧିନସ୍ଥ ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିିଛି । ଜଣେ ଯୁବକଙ୍କର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ବୟସ ପ୍ରାୟ ୪୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଏକ ସବୁଜ ରଙ୍ଗର ଅନ୍ତଃବସ୍ତ୍ର…

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ।

ଟଙ୍ଗୀ : ୨୯/୦୮: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିିଛି । ଜଣେ ଯୁବକଙ୍କର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ବୟସ ପ୍ରାୟ ୪୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଏକ ସବୁଜ ରଙ୍ଗର…

ମୁମ୍ବାଇରେ ରାଜ୍ୟ ସ୍ତରୀୟ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ।

ମୁମ୍ବାଇ : ରବିବାର ୨୮/୮ ତାରିଖ ଦିନ ମହାରାଷ୍ଟ୍ରର ରାଜଧାନୀ ଓ ଭାରତର ପ୍ରମୁଖ ସହର ମୁମ୍ବାଇ ଉଲ୍ଲାସ ନଗରରେ ଲୋକସାହିର ଆନ୍ନାଭାଉ ସାଠେ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବ ସମାରହରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି…

ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର ପ୍ରଦାନ ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ…

ହକି ତାରକା ଅମିତ ରୋହିଦାସଙ୍କ ହକି-ଜୀବନ-କାହାଣୀ।

ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର । ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି ରହିବ : ଅମିତ (ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଜାତୀୟ ଓ…

ବଦଳିଲେ ଜି . ଉଦୟଗିରି ଥାନା ଅଧିକାରୀ ।

କନ୍ଧମାଳ : ଜି. ଉଦୟଗିରି: ଜି ଉଦୟଗିରୀ ଥାନା ଅଧିକାରୀ ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ଜି ଉଦୟଗିରିରେ ନୂତନ ଥାନା ଅଧିକାରୀ ଭାବେ ଅଜୟ କୁମାର ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ସ୍ବାଇଁ ଟିକାବାଲି ଥାନାର ଅଧିକାରୀ ଭାବେ ଦାୟିତ୍ଵ…

ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ।

ଭୁବନେଶ୍ୱର :୨୯/୦୮ ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ ସୃଷ୍ଟି ହେବ ୧୪୪ଟି ପଦବୀ । ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା…

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି, ଆଲୋଚନା ସଭା

କଟକ : ୨୮/୮ ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀ ଶ୍ରୀ ଚହଟେଶ୍ବର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ କଟକ ମହାନଗର ଶାନ୍ତି କମିଟି…