ଦଶ ମହାବିଦ୍ୟା

ମହାମାୟାଙ୍କ ଉପାସନାରେ ଦଶମହାବିଦ୍ୟା ତତ୍ତ୍ୱ ବହୁତ ଗୁରୁତ୍ୱ ପୂର୍ଣ୍ଣ l ତନ୍ତ୍ର ଶାସ୍ତ୍ର ମାନଙ୍କରେ ଦଶ ମହା ବିଦ୍ୟାଙ୍କ ନାମ, ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଅଛି l ସବୁଠାରୁ ଗ୍ରହଣୀୟ ନାମ, ଚାମୁଣ୍ଡା ତନ୍ତ୍ରରେ ଦେଖାଯାଏ l ଏହି ଚାମୁଣ୍ଡାତନ୍ତ୍ରରେ ଦଶ ମହାବିଦ୍ୟାଙ୍କ ନାମ ଗୋଟିଏ…

ଦଶ ମହାବିଦ୍ୟା ବନ୍ଦନା

ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll ଦ୍ୱିତୀୟେ ବନ୍ଦନା କରେ ମାତା ଉଗ୍ରତାରା…

ଜୟ ମା’ ଶଇଳ ସୂତେ

ଦେଖ ଦେଖ ଭାଇ ବିଜେ ମହାମାୟୀ ରତ୍ନମୟ ସିଂହାସନେ l ଡାକି ଡାକି ମାତା ଆଶିଷ ଦିଅନ୍ତି ଅଧମ ସନ୍ତାନ ଗଣେ ll ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ ଢ଼ୋଲ, ଟମକ, ମହୁରୀ l ବିମଳ ଶରତେ ମାଆ ଏ ମରତେ ଆସିଛନ୍ତି ଅବତରି ll ବିଦ୍ୟୁତ ଝଟକ ମାଆଙ୍କ ମୁକୁଟ ଜଗତେ ନିର୍ମଳ ଶୋଭା l କାଶତଣ୍ଡୀ…

ପ୍ରିମିୟମ ଟ୍ରେନର କମିଯିବ ଭଡ଼ା! ରେଳ ମନ୍ତ୍ରୀଙ୍କ ବଡ଼ ସୂଚନା

ନୂଆଦିଲ୍ଲୀ: ଯ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର । ସରକାର ଏବେ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । କରୋନା କାଳରେ ରେଳୱେ ଅନେକ କିଛି ପରିବର୍ତ୍ତନ କରିଥିଲା । ଏବେ ଟ୍ରେନରେ କରୋନା କାଳ ପୂର୍ବରୁ ଯାତ୍ରୀଙ୍କୁ ମିଳୁଥିବା ଅନେକ ରିହାତିକୁ ଛାଡ଼…

ଗଞ୍ଜେଇ ଚାଲାଣ ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ…

ଢେଙ୍କାନାଳ-ଅନୁଗୁଳ ଗସ୍ତରେ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: ପବିତ୍ର ଦଶହରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‌ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଳା ବଉଳିଗଡ଼ ଠାରେ ଥିବା ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି।…

ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି

ଭୁବନେଶ୍ବର: ‘ଅସତ୍ୟ ଉ‌ପର ସତ୍ୟର ଜୟ’ ହୋଇଛି। ଧର୍ମ ଆଗରେ ଅଧର୍ମ ବଳି ପଡ଼ିଛି। ଧର୍ମର ଜୟ ହୋଇଛି। ୫ଦିନ ଧରି ପୂଜାମଣ୍ଡପ ଗୁଡ଼ିକରେ ଭକ୍ତମାନଙ୍କ ପ୍ରବଳ ଉତ୍ସାହ ଦେଖାଯାଇଥିବା ବେଳେ ଆଜି ଭୁବନେଶ୍ବରରେ ଦଶହରା ଅସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ସିନ୍ଦେଙ୍କୁ ସମର୍ଥନ କରିବାକୁ ପହଞ୍ଚିଲେ ବାଲାସାହେବଙ୍କ ପୁଅ

ମୁମ୍ବାଇ: ଆଜି ଦଶହରା ଅବସରରେ ମୁମ୍ବାଇରେ ଉଭୟ ଶିବସେନା ଦଳର ରାଲି ଅନୁଷ୍ଠିତ ହୋଇଛି। ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ଶିବାଜୀ ପାର୍କରେ ରାଲି କରୁଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ପକ୍ଷରୁ ବି.କେ.ସିରେ ଏକ ରାଲିର ଆୟୋଜନ କରାଯାଇଛି। ଉଭୟ ଦଳ ରାଲି…

ଜୀବନ ନୋହିବ ବିଫଳ

ଘୋଟି ଆସିଲାଣି ଘୋର କଳିକାଳ କର୍ମ କଷଣକୁ ସଭିଏଁ ଦୁର୍ବଳ। ଦେଖୁ ଦେଖୁ ସର୍ବେ ହେବେ ହୀନବଳ ଦେଖି ଦେଖି ସବୁ ଦୁନିଆଁର ରୀତି ମୁରୁକି ହସୁଛି ଦେଖ ମହାକାଳ। ଘଡ଼ି ଘଡ଼ି ଛୁଟେ ବ୍ୟାକୁଳ ଜୀବନ ପାଇବାକୁ ପରା ମହାକାଳ ଫଳ। ବୃଥା ଅଭିମାନ ଅଳିକ ବଡ଼ିମା ଛାଡ଼ିଣ ସୁପଥ ହେଉଛି ଆକୁଳ। ଦୁଇ…

ଛିନ୍ନ ପୃଥିବୀ

ସୂର୍ଯ୍ୟର ଉଷ୍ମତା ଅତି ପରିଚିତ ବିସ୍ତୃତ ଭୂଖଣ୍ଡ ଧନଜନଙ୍କ ପ୍ରତିଶୃତ ଉପସ୍ଥିତି ଏକ ଆଶ୍ୱାସିତ ଭବିଷ୍ୟତ କର୍ମବ୍ୟସ୍ତ ଜୀଵନ ଦୃଶ୍ୟ ଜଗତର ମାଦକଭରା ମୋହ ପରିବେଶର ମୃଦୁ କୋଳାହଳ ବନ୍ଧୁବାନ୍ଧବୀଙ୍କ ଅତ୍ମୀୟତା ଓଃ !! ଅନ୍ଧକାର ! ନିବିଡ଼ ଅନ୍ଧକାର ! ଶୂନ୍ୟତା ! ସ୍ତବ୍ଧ…