ନାବାଳିକାଙ୍କୁ ୧୦୦ରୁ ଅଧିକ ଲୋକ କରି ସାରିଛନ୍ତି ଦୁଷ୍କର୍ମ, ୧୩ ଜଣଙ୍କୁ ଅଦାଲତ ଶୁଣାଇଲେ ଦଣ୍ଡ

ଚେନ୍ନାଇ: ଚେନ୍ନାଇର ଏକ ପୋକ୍ସୋ ଅଦାଲତ ୧୩ ବର୍ଷୀୟା ଜଣେ ନାବାଳିକା ସହ ଦୁଷ୍କର୍ମ କରି ତାକୁ ବେଶ୍ୟାଳୟକୁ ପଠାଇବା ଅଭିଯୋଗରେ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। ଏହା ସହ ଜଣେ ପୁଲିସ୍‌ ନୀରିକ୍ଷକ, ଜଣେ ଭାଜପା କାର୍ଯ୍ୟକତା ଓ ଜଣେ ସାମ୍ବାଦିକଙ୍କର…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ମୋଦୀଙ୍କ ସମେତ ୧୦୦ ଦେଶର ପ୍ରତିନିଧୀ ସାମିଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ଲାଗି ସୋମବାର ସନ୍ଧ୍ୟାରେ ଜାପାନ ଯାତ୍ରା କରିଛନ୍ତି। ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଯାଇଛି। ଆବେଙ୍କ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୁଲିସ

ଭୁବନେଶ୍ବର/ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ୧୧ ନଂ ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କ ଡ୍ରାଇଭର  ଓ ସହକର୍ମୀଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଭୁବନେଶ୍ବର ଶିଶୁପାଳଗଡ଼ସ୍ଥିତ ଘରେ…

କଲମ

ନିର୍ଜୀବ ଜୀବନ ଧାରଣ ଦେଖି ପାରେନି ଶୁଣି ପାରେନି କିନ୍ତୁ ,କହିପାରେ ଲେଖନୀର ତୀକ୍ଷ୍ଣ ମୁନରେ l ସହି ପାରେନି କାହାର ଦୁଃଖ,କଷ୍ଟ, ଯନ୍ତ୍ରଣାକୁ ଝରାଇ ଦିଏ ଦୁଇଟୋପା ଲୁହ ଦୁର୍ବାର ସାହସ ସୃଷ୍ଟି କରେ ଜୀବନକୁ ବାଜି ଲଗାଇ l ଭାଙ୍ଗି ପଡିନି ବନ୍ଧୁକର ଗୁଳିକୁ ଖାତିର ନାହିଁ ଭଲକୁ…

ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁସୁରେଶ୍ବରୀଙ୍କ ମାଁ କାଳି ବେଶ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ବରୀ ଆଶ୍ବିନ ଶୁକ୍ଲ ପ୍ରତିପଦା ତିଥିରେ ମାଁ କାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସୋନପୁର ଗଡଜାତର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହୋଇଛି । ଦେବୀ ମହାଳୟାରୁ ଆରମ୍ଭ କରି ଦଶହରା…

ବୌଦ୍ଧ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ବିଚାରାଧୀନ ଭାବରେ ଥିବା କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ(୩୨)ଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପାର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଯାଇଛିା ଏହି ଅବସରରେ ବିଦ୍ୟାଳୟ ଓ…

ଟିନା ଡାବିଙ୍କ ପରେ ଆଇଏଏସ୍‌ ସୃଷ୍ଟି ଦେଶମୁଖଙ୍କ ମାର୍କସିଟ୍‌ ଭାଇରାଲ୍‌

ମୁମ୍ବାଇ: ସୋସିଆଲ୍‌ ମିଡିଆରେ କିଛି ଆଇଏଏସ୍‌ ଅଧିକାରୀ ସଦା ଚର୍ଚ୍ଚାରେ ରହିଥାନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ କିମ୍ବା ବୃତ୍ତିଗତ ଜୀବନକୁ ନେଇ ହେଉ। ସେମାନଙ୍କ ସହ ଜଡ଼ିତ କିଛି ନା କିଛି ସବୁବେଳେ ଭାଇରାଲ୍‌ ହେଉଥାଏ। କିଛି ଦିନ ତଳେ ଆପଣ ଆଇଏଏସ୍‌ ଟିନା ଡାବିଙ୍କ…

ଖାଇବା ପରେ ଫିଙ୍ଗି ଦେଉଛନ୍ତି କି ଫଳ ଚୋପା?

ଫଳ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବେଶ ଉପକାରୀ। ଫଳ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଆପଣ ଜାଣନ୍ତି କି କେବଳ ଫଳ ନୁହେଁ ଏହାର ଚୋପା ମଧ୍ୟ ତ୍ୱଚାର ଚମକ ବୃଦ୍ଧି କରିଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ..…

ବର୍ଷାଦିନେ ଖାଦ୍ୟ ପ୍ରସ୍ତୁତିର ୩ ଘଣ୍ଟା ମଧ୍ୟରେ କରନ୍ତୁ ଭୋଜନ

ବର୍ତ୍ତମାନ ବର୍ଷାଦିନ ଚାଲୁ ରହିଛି। ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଦ୍ୟ-ପେୟ ପ୍ରତିଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ। ଅଧ୍ୟୟନ ଅନୁଯାୟୀ ଯେକୌଣସି ଖାଦ୍ୟକୁ ପ୍ରସ୍ତୁତି ପରେ ଅଧିକ ସମୟ ଯାଏଁ ରଖିବା ଉଚିତ…