‘ପ୍ରତୀକ୍ଷା’କୁ ଆଉ ଏକ ସଫଳତା: ଅନ୍ତର୍ଜାତୀୟ ଫିଲ୍ମ ସମାରୋହରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍’ ପ୍ରଯୋଜିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିଛି ଆଉ ଏକ ସଫଳତା। ଏହି ସିନେମାକୁ ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏକ ପୁରସ୍କାର ମିଳିଛି।…

ଷ୍ଟକ ବଜାରରେ ଉତ୍ସାହ : ନୂଆ ଶିଖରରେ ସେନସେକ୍ସ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଶୁକ୍ରବାରଦିନ ଉତ୍ସାହ ଦେଖାଯାଇଛି । ଉଭୟ ବିଏସଇ ସେନସେକ୍ସ ଓ ଏନଏସଇ ନିଫଟୀ ନୂଆ ଉଚ୍ଚତାକୁ ଛୁଇଁଛନ୍ତି । ସେନସେକ୍ସ ୧୧୮୧ ପଏଣ୍ଟ ବୃଦ୍ଧି ସହ ନୂଆ ଉଚ୍ଚତା ୬୧,୭୯୫ରେ ବନ୍ଦ ହୋଇଛି । ସେହିପରି ନିଫଟି ୩୨୧ ପଏଣ୍ଟ ବୃଦ୍ଧି ସହ ବିଗତ ୧୩ ମାସ ମଧ୍ୟରେ…

କୋଲକାତା ସାରଦା ମଠ ସନ୍ନ୍ୟାସିନୀଙ୍କ ରାମକୃଷ୍ଣ ସେବାଶ୍ରମ ପରିଦର୍ଶନ

ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ ଓ ମା'ସାରଦା ମହାବିଦ୍ୟାଳୟକୁ କୋଲକାତା ଦକ୍ଷିଣେଶ୍ବରସ୍ଥ ସାରଦା ମଠର ବରିଷ୍ଠ ସନ୍ନ୍ୟାସିନୀ ପ୍ରବାଜିକା ବୀତଭୟପ୍ରାଣାଜୀ ଓ ପ୍ରବାଜିକା ଆତ୍ମଦୀପପ୍ରାଣାଜୀ ପରିଦର୍ଶନ କରିଥିଲେ। କଲେଜର ଛାତ୍ରୀ,…

ବିନିକା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି, ପୁଲିସ ହାତ ଖାଲି; ପ୍ରତିବାଦରେ ରାସ୍ତାରୋକ

ବିନିକା : ବିନିକା ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି। ଏହାର ପ୍ରତିବାଦରେ ଗୁରୁବାର ସୋନପୁର- ବିନିକା ମୁଖ୍ୟ ରାସ୍ତା ଉର୍ଲ୍ଲେ ଛକଠାରେ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଚରଦା ଶ୍ରୀ ଶ୍ରୀ କପିଳେଶ୍ବର ଟ୍ରଷ୍ଟବୋର୍ଡ଼ କର୍ମକର୍ତ୍ତା,…

ସ୍ବାଭିମାନ ଅଞ୍ଚଳର ବିକଳ ଚିତ୍ର: ଗୋଟିଏ ବାରଣ୍ଡାରେ ଶିକ୍ଷାଦାନ-ସ୍ବାସ୍ଥ୍ୟସେବା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଯେଉଁଠି ବସି ପିଲାମାନେ ପାଠ ପଢ଼ୁଛନ୍ତି, ଠିକ୍‌ ସେହି ସ୍ଥାନରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ବି ଯୋଗାଇ ଦିଆଯାଉଛି। ପ୍ରଶାସନ ଓ ଶିକ୍ଷା ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ଏଥିପ୍ରତି…

ଧାନ ବିକ୍ରି ପ୍ରାପ୍ୟ ନପାଇ ଚାଷୀ ହନ୍ତସନ୍ତ, କ୍ୟାନସର ଚିକିତ୍ସା ପାଇଁ ଅର୍ଥାଭାବ

ଦେଓଗାଁ : ମଣ୍ଡିରେ ଧାନ ବିକି ବର୍ଷେ ପରେ ବି ପ୍ରାପ୍ୟ ପାଉ ନାହାନ୍ତି ଚାଷୀ। ଏବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ‌ ଅର୍ଥାଭାବ ଯୋଗୁଁ ଉଚ୍ଚତର ଚିକିତ୍ସା ବି ହୋଇ ପାରୁ ନାହିଁ। ଏପରି ଏକ ସଂଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରୁ।…

ଅବାଞ୍ଛିତ ଗର୍ଭଧାରଣ, ଅସୁରକ୍ଷିତ ଶିଶୁ: ସରକାରୀ ଯୋଜନା ଦିଶାହୀନ, ଶିଶୁ ବିକ୍ରି ପାଇଁ ବାଟ ଖୋଲା

ବ୍ରହ୍ମପୁର : ଗତ ବର୍ଷକ ଭିତରେ ଏମିତି ୧୦ଟି ଘଟଣା ଘଟିଲା। କେଉଁଠି ଜନ୍ମକଲା ମା’ ଶିଶୁକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଲାଣି, ତ କେଉଁଠି ଶିଶୁ ଚୋରି ବା ନିଖୋଜ ହେବା ପରେ ଅନ୍ୟ ସ୍ଥାନରୁ, ଅଜ୍ଞାତ ବ୍ୟକ୍ତିଙ୍କ ହେପାଜତରୁ ଉଦ୍ଧାର କରାଯାଉଛି। ଅବାଞ୍ଛିତ ଗର୍ଭଧାରଣ ଏହି ସବୁ ସରକାରୀ…

ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ପଞ୍ଚାୟତ ମଥୁରାମଣ୍ଡଳି ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ଗ୍ରାମାବସୀଙ୍କ ଅଭିଯୋଗ ଅନୁଯାୟୀ ବର୍ଷତମାମ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ରହିଥାଏ। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫାଇଦା…

ମଉସାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗ୍ରାମରେ ମଉସାକୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁତୁରା। ଦୀର୍ଘ ଦିନ ହେଲା ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ କଳହ ଲାଗି ରହୁଥିଲା। ଗତକାଲି ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ…

ପଲିଥିନ୍‌ ତଳେ ୪ ପ୍ରାଣୀ କୁଟୁମ୍ବ, ଦୁର୍ବିଷହ ହୋଇପଡ଼ିଛି ବୃଦ୍ଧାଙ୍କ ଜୀବନ

ଯଶିପୁର: ଯଶିପୁର-ରରୁଆଁ ରାସ୍ତାକଡ଼ରେ ଭଞ୍ଜକିଆ ବଜାର ଛକ ନିକଟରେ ଜଣେ ବିଧବା ମହିଳା ଅସହାୟ ଭାବେ ବର୍ଷବର୍ଷ ଧରି ଭଙ୍ଗାଦଦରା ଘରେ ଦୁର୍ବିଷହ ଜୀବନ ବିତାଉଛନ୍ତି। ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନେହୁରା ହୋଇଥିଲେ ହେଁ ଆବାସ ଯୋଜନାରେ ଘରଟିଏ ନ ମିଳିବାରୁ ୪ ପ୍ରାଣୀ…