ସୁବର୍ଣ୍ଣପୁର ଜିଲ୍ଲାରେ ଜାତିୟ ପ୍ରେସଦିବସ ପାଳିତ ା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟଅତିଥି ଭାବରେ ଯୋଗଦେଇ…

ନବଜାତ ଶିଶୁର ବିପଦ ସଂକେତକୁ ଅଣଦେଖା କରନ୍ତୁ ନାହିଁ-ଡାକ୍ତର ବିଶ୍ଵ ରଂଜନ ପତି ା

ସୁବର୍ଣ୍ଣପୁର : ନବଜାତ ଶିଶୁ ଯଦି ୬୦ ଥରରୁ ଅଧିକ ନିଶ୍ଵାସ ନେଉଛି, ବାତ ମାରୁଛି, ଜ୍ଵର ହେଉଛି, ନିଶ୍ଵାସ ପ୍ରଶ୍ଵାସ ନେବା ସମୟରେ ଛାତି ତଳଭାଗ ଭିତରକୁ ପଶିଯାଉଛି, ଶିଶୁ ମାଁ କ୍ଷୀର ଖାଇ ପାରୁନାହିଁ, ଦେହ ଥଣ୍ଡା ଲାଗୁଛି କିମ୍ବା ଶିଶୁ ନିସ୍ତେଜ ରହୁଛି ତେବେ ଏହା ବିପଦ ସଂକେତ ହୋଇପାରେ।…

ଅଟୋରେ ନିଆଁଲାଗି ସମ୍ପୁର୍ଣ୍ଣ ଭଷ୍ମ ା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରା ନିକଟ ରେ ଟେମ୍ପୋ(auto)ରେ ନିଆଁ ଲାଗି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସଂଧ୍ୟା ସମୟରେ କପାସିରା ଗ୍ରାମର କୁମାର ସାହୁ ବଗର୍ତୀ ଗାଁ ନିକଟ ନାଲ ପାଖରେ ଟେମ୍ପୋ ରଖି ଦେଇ ଶୌଚ ପାଇଁ ଯାଇଥିଲେ । ମାତ୍ର ଶୌଚରୁ ଫେରି…

୩୦ ଲକ୍ଷ ଟଙ୍କା ଦିଅ ନହେଲେ ପୁଅକୁ ୩୦୦ ଖଣ୍ଡ କରି ତମ ପାଖକୁ ପଠାଇଦେବୁ; ନିଜେ ପୁଅ ପଠାଇଥିଲା ଏପରି ମେସେଜ୍‌

ନୂଆଦିଲ୍ଲୀ: ଟଙ୍କା ପାଇଁ ଲୋକେ ଛୋଟରୁ ଅତି ଛୋଟ କାମ କରିବାକୁ ବି ପଛାଉ ନାହାନ୍ତି। ଟଙ୍କା ପାଇଁ କିଏ ଭାଇର ହତ୍ୟା କରୁଛି ତ ପୁଣି କିଏ ବାପାକୁ ବ୍ଲାକ୍‌ମେଲ୍‌ କରୁଛି। କହିବାକୁ ଗଲେ, ଟଙ୍କା ପାଇଁ ଲୋକ ସ୍ନେହ, ମମତା ଓ ସଂପର୍କ ସବୁ କିଛି ଭୁଲିଯାଉଛି। ନିକଟରେ ସେପରି ଏକ ଉଦାହରଣ…

‘ଏଲ୍‌ପିଜି’ ଚୋରି ରୋକିବାକୁ ‘ସିଲିଣ୍ଡର୍‌’ରେ ଲାଗିବ ‘କ୍ୟୁଆର୍‌’ କୋଡ୍‌

ନୂଆଦିଲ୍ଲୀ: ‘ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌’ ବା ରନ୍ଧନ ଗ୍ୟାସ୍‌ ଚୋରି ରୋକିବା ଲାଗି ସିଲିଣ୍ଡର୍‌ରେ ‘କ୍ୟୁଆର୍‌’ କୋଡ୍‌ ଲଗାଯିବ ବ‌ୋଲି ଆଜି ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ଭିଡିଓ ସେୟାର୍‌ କରି ସୂଚନା ଦେଇଛନ୍ତି। ବୁଧବାର ରାତିରେ ମନ୍ତ୍ରୀ ପୁରୀ…

ଶ୍ରଦ୍ଧାଙ୍କ ହତ୍ୟା କରିଥିବା ଅଫତାବକୁ କିଭଳି ଦଣ୍ଡ ମିଳିବା ଉଚିତ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାମଗୋପାଳ ବର୍ମା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ଅଫତାବ ୩୫ ଖଣ୍ଡ କରିଥିଲା। ପ୍ରାୟ ୧୮ ଦିନ ପର୍ଯ୍ୟନ୍ତ ଅଫତାବ ଅମିନ ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରର କଟାଖଣ୍ଡକୁ ଫ୍ରିଜରେ ରଖି ଧୀରେ ଧୀରେ ଜଙ୍ଗଲକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା। ତେବେ ଏହି ଘଟଣାକୁ ନେଇ ନିର୍ଦ୍ଦେଶକ ରାମ…

୩୦ ତାରିଖ ସୁଦ୍ଧା ନିର୍ମାଣାଧୀନ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମର କାମ ସରିବ: ମୁଖ୍ୟ ଶାସନ ସଚିବ

ରାଉରକେଲା: ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ମହାକୁମ୍ଭ ପୁରୁଷ ହକି ବିଶ୍ୱକପ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ଗସ୍ତରେ ଆସିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ସକାଳ ୧୦ଟା ୪୮ ମିନିଟ ସମୟରେ…

ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ

ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି…

ପୁରୀ ବସ୍‌ଷ୍ଟାଣ୍ଡ୍‌: ବଦଳୁନି ୯୦ ଦଶକର ଚିତ୍ର

ପୁରୀ : ପୁରୀ ସହରର ଦୃଶ୍ୟପଟ୍ଟ ବଦଳୁଛି। ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପର୍ଯ୍ୟଟକଟିଏ ଆସି ପ୍ରଥମେ ପାଦ ଥାପୁଥିବା ବସ୍‌ଷ୍ଟାଣ୍ଡର ଚିତ୍ର ନବେ ଦଶକରେ ଯାହା ଥିଲା ଆଜି ବି ସେୟା ରହିଯାଇଛି। ନା ବିଲ୍‌ଡିଂର ନବୀକରଣ ହେଉଛି, ନା ବିକାଶ…

ଦେଶରେ ଆଜି ୬୩୫ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୮,୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ୬୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ୮୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,…