ମାଥିଲି ଅଂଚଳରୁ ମିଳିଲା ମାଓ ଡମ୍ପ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୁଲିସକୁ ପୁଣି ମିଳିଛି ବଡ ସଫଳତା। ମାଥିଲି ଥାନା ଅନ୍ତର୍ଗତ ଡାବଗୁଡା ଠାରେ ମାଓ ଡମ୍ପ ରହିଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ତୁରନ୍ତ ଏସଓଜି ଏବଂ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଡାବଗୁଡା ଜଂଗଲରୁ ପୁଲିସ ମାଓ ଡମ୍ପକୁ ଉଦ୍ଧାର କରିଥିଲା।…

ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ

ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି । ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ ରହିବା…

ଅରୁଣ ଗୋଏଲ୍‌ଙ୍କୁ ‘ବିଜୁଳି ବେଗରେ’ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେବାର କାରଣ ପଚାରିଲେ ସୁପ୍ରମ୍‌ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ‘ଆଇଏଏସ୍‌’ ଅଫିସର୍‌ ଅରୁଣ ଗୋଏଲ୍‌ଙ୍କୁ ‘ବିଜୁଳି ବେଗ‌’ରେ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତ ଦେବାରେ କ’ଣ କାରଣ ଥିଲା ବୋଲି ଆଜି ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ପଚାରିଛନ୍ତି। ନିର୍ବାଚନ କମିସନ୍‌ର୍‌ ଅରୁଣ ଗୋଏଲ୍‌ଙ୍କ ନିଯୁକ୍ତିର ମୂଳ ଫାଇଲ୍‌…

ଖଗେଶ୍ବରକୁ ଆଉ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଗିରଫ ହୋଇଥିବା ଖଗେଶ୍ବରକୁ ଇଡି ଆଉ ୫ ଦିନ ରିମାଣ୍ଡରେ ଆଣିବାକୁ ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ଗତକାଲି ଖଗେଶ୍ୱରର ରିମାଣ୍ଡ ଅବଧି  ସରିଥିବା ବେଳେ ଆଜି ତାକୁ କୋର୍ଟରେ ହାଜର କରିବ ଇଡି। ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଗାଡ଼ି…

ପାକିସ୍ତାନର ନୂତନ ସେନାମୁଖ୍ୟ ହେଲେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀର୍‌

ଇସ୍‌ଲାମାବାଦ୍‌: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍‌ କରି ସୂଚନା ମନ୍ତ୍ରୀ କହିଛନ୍ତି। ୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯…

ଆଜି ଦେଶରେ ୪୦୮ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୫ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ୪୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫୯ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର…

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ

ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ଆନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଜନ୍ମଦିବସ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ: ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର:  ଆଜିଠାରୁ  ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି…

ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିପାରେ ପେନ ଡ୍ରାଇଭ, ମୋବାଇଲ ଚାର୍ଜର ସହ ସିସିଟିଭି କ୍ୟାମେରା ଭଳି ଚିହ୍ନ

ଅହମ୍ମଦାବାଦ: ଚଳିତ ଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କୁ ଭିନ୍ନ ଧରଣର ନିର୍ବାଚନୀ ଚିହ୍ନ ବା ପ୍ରତୀକ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ | ରାଜ୍ୟ ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ୧୦ଟି ରାଜନୈତିକ ଦଳକୁ ସଂରକ୍ଷିତ…

ବର୍ଷା କାରଣରୁ ଅମିମାଂସିତ ରହିଲା ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-୨୦ : ୧-୦ରେ ସିରିଜ ଜିତିଲା ଭାରତ

ନାପିଏର : ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଅମିମାଂସିତଭାବେ ଶେଷ ହୋଇଛି । ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି । ମଙ୍ଗଳବାରର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…