କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟ ଭିତରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଆଜି ଜଣେ ମହିଳା ହଠାତ କୋର୍ଟକୁ ଆସି ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋର୍ଟରେ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର…

ଆଜି ଦେଶରେ ୨୭୫ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୨ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ବି ୩୦୦ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି: ମୁଖ୍ୟମନ୍ତ୍ରୀ

ବରଗଡ଼: ନିର୍ବାଚନ ପ୍ରଚାର ଲାଗି ପଦ୍ମପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ନିକଟସ୍ଥ…

ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ- ଓଡ଼ିଶା ସରକାର ବୁଝାମଣାପତ୍ର

ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଏସଏମ୍‍ଇ ପ୍ଲାଟଫର୍ମ- ଇମର୍ଜକୁ ଉପଯୋଗ କରି ଆଇପିଓ ବ୍ୟବସ୍ଥାରେ ରାଜ୍ୟର ଏମଏସ୍‍ଏମଇଗୁଡିକ ମଧ୍ୟରେ ପାଣ୍ଠି ସଂଗ୍ରହ ସମ୍ପର୍କିତ ସଚେତନତା ପ୍ରସାର କରିବାକୁ ଏକ ବୁଝାମଣାପତ୍ର (ଏମ୍‍ଓୟୁ) ରାଜ୍ୟ ସରକାର ସ୍ୱାକ୍ଷର କରିଛନ୍ତି। ଓଡ଼ିଶା…

ରାୱଲପିଣ୍ଡି ଟେଷ୍ଟ୍‌ରେ ରନ୍‌ ଝଡ଼: ପ୍ରଥମ ଦିବସରେ ପ୍ରଥମ ଥର ୫୦୦+ ରନ୍‌

ରାୱଲପିଣ୍ଡି: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ୍‌ କ୍ରିକେଟ୍‌ ଖେଳି ଚମତ୍କାର ଢଙ୍ଗରେ ଅଭିଯାନ କରିଛି ଇଂଲଣ୍ଡ। ୧୧୨ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଏକ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିବସରେ ଇଂଲଣ୍ଡ ପ୍ରଥମ ଦେଶ ଭାବେ ୫୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିଛି। ତା’ପୁଣି ୭୫…

ପୋଲତଳୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଇପାସ ରାସ୍ତା କଡ଼ ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଚିତ୍ତରଞ୍ଜନ ନାଏକ। ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡ଼ାରେ ରହୁଥିବା ଜଣାଯାଇଛି। ଆଜି ସକାଳୁ…

ଖୁବ୍‌ ଶୀଘ୍ର ମଣିଷ ମସ୍ତିଷ୍କରେ ‘ବ୍ରେନ୍‌ ଚିପ୍‌’ ଲାଗିବ ବୋଲି ଆଶା କରୁଛନ୍ତି ଏଲନ୍‌ ମସ୍କ୍‌; ନିଜେ ମଧ୍ୟ ଗୋଟାଏ…

ସାନ୍‌ ଫ୍ରାନ୍‌ସିସ୍‌କୋ: ୬ ମାସ ମଧ୍ୟରେ ତାଙ୍କ କମ୍ପାନିଗୁଡ଼ିକ ମଧ୍ୟରୁ ଗୋଟିଏ ମାନବ ମସ୍ତିଷ୍କରେ ଗୋଟାଏ ‘ଚିପ୍‌’ ରୋପଣ କରିବାରେ ସମର୍ଥ ହେବ ଯାହା ବଳରେ ଉକ୍ତ ବ୍ୟକ୍ତିଜଣକ କମ୍ପ୍ୟୁଟର୍‌ ସହିତ ଯୋଗସୂତ୍ର ସ୍ଥାପନ କରିପାରିବ ବୋଲି ବୁଧବାର ଦିନ ‘ଟେକ୍‌ ବିଲିୟନେୟାର୍‌’ ଏଲନ୍‌…

‘ଜୟଦେବ’ ପୁରସ୍କାରପ୍ରାପ୍ତ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। …

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍‌!

କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା…

‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ପାଇଁ କ୍ଷମାଭିକ୍ଷା କଲେ ଅଭିନେତା ପରେଶ ରାୱଲ୍‌

ନୂଆଦିଲ୍ଲୀ: ଗୁଜରାଟରେ ‘ବିଜେପି’ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ଦେଇ ତୀବ୍ର ସମାଲୋଚିତ ହୋଇଥିବା ଅଭିନେତା ପରେଶ ରାୱଲ୍‌ ଆଜି କ୍ଷମାଭିକ୍ଷା କରିଛନ୍ତି। ଆଜି ସକାଳେ ଟୁଇଟ୍‌ କରି ସେ କ୍ଷମାଯାଚନା କରିବା ସହ ସ୍ପଷ୍ଟୀକରଣ ଦେଇ…