ତାଜମହଲର ବାସ୍ତବ ଇତିହାସ ମୂଲ୍ୟାୟନ ପାଇଁ ଦାଏର ଜନସ୍ବାର୍ଥ ମାମଲାକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସ୍ମାରକୀ ବିଷୟରେ ଐତିହାସିକ ତଥ୍ୟାବଳି ଧାର୍ଯ୍ୟ କରିବା ପାଇଁ ଅଦାଲତ ଉଦ୍ଦିଷ୍ଟ ନୁହେଁ ବୋଲି କହି ଆଜି ସୁପ୍ରିମ୍‌ କ‌ୋର୍ଟ ପ୍ରସିଦ୍ଧ ତାଜମହଲର ବାସ୍ତବ ବୟସ ଓ ବାସ୍ତବ ଇତିହାସ ଆକଳନ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ବିଚାରକୁ ନେବା ପାଇଁ ଅଗ୍ରାହ୍ୟ କରି ଦେଇଛନ୍ତି।…

ସିରିଜ୍ ଦୁର୍ଘଟଣା: ଲୋକଙ୍କ ଉପରକୁ ମାଡ଼ିଗଲା ଗାଡ଼ି, ୪ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାରେ ସିରିଜ୍ ଦୁର୍ଘଟଣା ଘଟିଛି। ଜଗତସିଂହପୁର ଜିଲ୍ଲା କଟକ- ପାରାଦୀପ ରାସ୍ତାର ମଣିଜଙ୍ଗାରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାଯାଇଛି।

ସଫଳତା ପାଇବା ପରେ ବଢ଼ିଗଲେଣି ମହିଳା ଫ୍ୟାନ୍‌; ବିବାହ ପ୍ରସ୍ତାବ ଉପରେ ଏପରି କହିଲେ କାର୍ତ୍ତିକ

ମୁମ୍ବାଇ: ଗୋଟାଏ ପରେ ଗ‌ୋଟାଏ ହିଟ୍‌ ଫିଲ୍ମ କରି ଦର୍ଶକଙ୍କ ପ୍ରିୟ ପାଲଟି ପାରିଛନ୍ତି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟାଁ-୨’ ଓ ଓଟିଟିରେ ରିଲିଜ୍‌ ‌ହୋଇଥିବା ‘ଫ୍ରେଡି’ ଖୁବ୍ ଚର୍ଚ୍ଚାରେ ରହିଛି। କାର୍ତ୍ତିକ ଲଗାତର ଏହି ଦୁଇଟି ଲୋକପ୍ରିୟ…

ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲା: ଜାନୁଆରି ୧୬ରେ ପରବର୍ତ୍ତୀ ଶୁଣାଣି

କଟକ: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି ଯେ ଡ୍ରୋନ କିଣିବା ପାଇଁ ଅର୍ଥରାଶି ଅନୁମୋଦନ ପାଇଁ ରାଜସ୍ବ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଛି। ଜାନୁଆରି ୧୬ ତାରିଖରେ ମାମଲାର…

ଟଙ୍କା ସରି ଯିବାରୁ ଘରମାଲିକଙ୍କ ପାଖରେ ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଲେ ମହିଳା

ପ୍ରତାପଗଡ଼: ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ଜଣେ ମହିଳା ନିଜକୁ ବାଜି ଲଗାଇ ଖେଳରେ ହାରିଯାଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ଘଟଣାଟି ନଗର କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ଘଟିଛି। ରାଜସ୍ଥାନର ‌ଜୟପୁରରେ କାମ କରି…

ମୈନପୁରୀ ଉପନିର୍ବାଚନ: ପୁଲିସ ଲୋକଙ୍କୁ ଭୋଟ୍‌ ଦେବାକୁ ଛାଡୁ ନ ଥିବା ଅଭିଯୋଗ କଲେ ଅଖିଳେଶ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ମୈନ୍‌ପୁରୀ ସଂସଦୀୟ ଆସନରେ ଉପନିର୍ବାଚନ ଆରମ୍ଭ ହେବା ପରେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ପୁଲିସ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଛାଡୁନାହିଁ। ମୈନ୍‌ପୁରୀ ଆସନରୁ ‘ବିଜେପି’ର ରଘୁରାଜ ସିଂହ ଶାକ୍ୟଙ୍କ ସହିତ…

ଏକ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ: ୨ ଗିରଫ

ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରୁ ଏକ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଏସଟିଏଫ୍ ଓ କଟକ ପୁଲିସ ମିଳିତ ଭାବେ ଚଢ଼ଉ କରି ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବୋଲି କୁହାଯାଉଛି।…

ସ୍ବାମୀଙ୍କୁ ମାରି ଜୀବନ ହରାଇଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ନର୍ସଙ୍କୁ ଧରାପକାଇ ଦେଲା ଝିଅ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ସ୍ବାମୀଙ୍କୁ ହତ୍ୟା କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ଜଣେ ନର୍ସଙ୍କୁ ତାଙ୍କ ୧୩ ବର୍ଷୀୟ ଝିଅର ବୟାନ ଧରାପକାଇ ଦେଇଥିବା କଥା ପୁଲିସ କହିଛି। ଏହାଛଡ଼ା, ଉକ୍ତ ନର୍ସଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି…

ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍‌ ତାଲିକାରୁ ନାଁ କଟାଯାଇଥିବା ନିର୍ବାଚନ କମିସନ୍‌ରେ ଅଭିଯୋଗ କଲା ‘ବିଜେପି’

ନୂଆଦିଲ୍ଲୀ: ‘ଦିଲ୍ଲୀ ମହାନଗର ନିର୍ବଚାନ’ରେ ଆଚରଣ ସଂହିତା ଓ ନିର୍ବାଚନ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବାରୁ ‘ଆପ୍‌’ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ନିର୍ବାଚନ କମିସନ୍‌ରେ ଅଭିଯୋଗ କରିଛି। ଟୁଇଟ୍‌ କରି ଦିଲ୍ଲୀ ‘ବିଜେପି’ ଲେଖିଛି, ଗତରାତିରେ ‘ଆପ୍‌’ର…

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ଯାଚନା କଲେ କୋଲକାତାର ୟୁଟ୍ୟୁବର ଅନିମେଶ

ପୁରୀ: ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ପରେ କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ କ୍ଷମା ଯାଚନା କରିଛନ୍ତି। ଏକ ଭିଡିଓ ଜାରି କରି ସେ ପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଅନିମେଶ କହିଛନ୍ତି, ସେ ଡ୍ରୋନ ଉଡାଇ ଭିଡିଓ…