ଅନୁଭବଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛନ୍ତି। ଏଥର କିନ୍ତୁ ଚର୍ଚ୍ଚାର କାରଣ ଭିନ୍ନ, ଅନୁଭବଙ୍କୁ ନେଇ ଏକ ସୋସିଆଲ୍ ମିଡିଆ…

କୁଡ଼ିଆ ଭିତରେ ଶୋଇଥିଲେ ଦମ୍ପତି, ନିଆଁ ଲଗାଇ ଫେରାର୍‌ ହେଲା ଦୁର୍ବୃତ୍ତ; ସ୍ବାମୀ, ସ୍ତ୍ରୀ ଗୁରୁତର

ବେଲପଡ଼‌ା: ଦମ୍ପତିଙ୍କୁ ଜିଅନ୍ତା ପୋଡି ଦେବାକୁ ଉଦ୍ୟମ । ଉଭୟ ସ୍ୱାମୀ, ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆମୁଣ୍ଡା ଗାଁରେ। ଗୁରୁତର ସ୍ୱାମୀ, ସ୍ତ୍ରୀ ହେଉଛନ୍ତି ଭରତ ଭଇଁଷାଲ ଓ କଳ୍ପନା । ଗତକାଲି ରାତିରେ ସ୍ୱାମୀ, ସ୍ତ୍ରୀ କପାଚାଷ ଜଗିବା ପାଇଁ…

ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଜୟପୁର: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଜୟପୁର ସହରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାକାର ବିମାନବନ୍ଦର ଛକରେ ଏକ ୧୦ଚକିଆ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ତେବେ ପୁଲିସ…

ପୁଲିସ୍‌କୁ ଭୁଆଁ ବୁଲାଇବାକୁ ଆକ୍ରମଣ ପରେ ଅନ୍ୟ ଜାଗାକୁ ବନ୍ଧୁ ନେଇ ଯାଇଥିଲେ ଏସିଡ୍‌ ଆକ୍ରମଣକାରୀଙ୍କ ଗାଡ଼ି ଓ…

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣା ଏବେ ଦେଶ‌‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତା ଛାତ୍ରୀଙ୍କ ଉପରେ ଏସିଡି ପକାଇବା ପରେ…

କଟକରେ ସ୍ୱେରେଜ୍ ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ରିପୋର୍ଟ ତଲବ କଲେ ଏନଏଚଆରସି

କଟକ: ଗତ ବର୍ଷ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର-୧୦ରେ ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରଶାସନ ଓ ପୁଲିସଠାରୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିସନ(ଏନଏଚଆରସି)। ଏନେଇ କମିସନ ଗୃହ ଓ ନଗର ଉନ୍ନୟନ ସଚିବ, କଟକ ମହାନଗର ନିଗମ କମିସନର୍ ଏବଂ…

ଅବସର ନେବେ ଲିଓନେଲ୍‌ ମେସି, ‘ଫିଫା ବିଶ୍ବକପ୍‌ ଫାଇନାଲ୍‌’ ହେବ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ

ନୂଆଦିଲ୍ଲୀ: ‘୨୦୨୨ ଫିଫା ବିଶ୍ବକପ୍‌ ଫାଇନାଲ୍‌’ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ ବୋଲି ପ୍ରଖ୍ୟାତ୍‌ ଫୁଟ୍‌ବଲ୍‌ ଖେଳାଳି ତଥା ଅଧିନାୟକ ଲିଓନେଲ୍‌ ମେସି ସୁନିଶ୍ଚିତ କରିଥିବା କଥା ଆର୍ଜେଣ୍ଟିନାର ଗଣମାଧ୍ୟମ ସଂସ୍ଥାନ ‘ଡାଏରିଓ ଡିପ୍ରୋଟଭୋ ଓଲେ’ ରିପୋର୍ଟ କରିଛି।…

ଜନ୍ମ ଦେବା ପରେ କୋଠା ଉପରୁ ନବଜାତକୁ ପିଙ୍ଗି ଦେଲା ନାବାଳିକା

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୁରଟ ପୁଲିସ ମଙ୍ଗଳବାର ସୂଚନା ଦେଇ କହିଛି କି, ୧୫ବର୍ଷୀୟ ଜଣେ ନାବାଳିକା ନିକଟରେ ଏକ ଶିଶୁକୁ ଜନ୍ମ ଦେଇଥିଲା। ଏହାପରେ ତାକୁ  ସେ କୋଠା ଉପରୁ ଫିଙ୍ଗି ଦେଇଥିଲା। ଏହି ଘଟଣାରେ ନୀରିହ ନବଜାତର ଘଟଣାସ୍ଥଳରେ ମୃତ୍ୟୁ…

ବୋରିଗୁମ୍ମାରେ ଥମୁନି ଶିଶୁ ମୃତ୍ୟୁ, ୧୦ ଦିନ ମଧ୍ୟରେ ଗଲାଣି ୬ ଶିଶୁଙ୍କ ଜୀବନ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଥମୁନି ନବଜାତ ଶିଶୁ ମୃତ୍ୟୁ। ଦଶଦିନ ମଧ୍ୟରେ ୬ ଶିଶୁଙ୍କ ଜୀବନ ଯାଇଛି। ଆଜି ପୁଣି  ଏକ ଶିଶୁ ପୁତ୍ରର ମୃତ୍ୟୁ ଖରର ଆସିଛି। ଶିଶୁ ପୁତ୍ରଟିକୁ ମାତ୍ର ୧୪ ଦିନ ‌ହୋଇଥିଲା। ବୋରିଗୁମ୍ମା ବ୍ଲକର ବଲିଗୁଡା ଗ୍ରାମରେ ଏକ ଶିଶୁ ପୁତ୍ରର…

ଆନ୍ତର୍ଜାତିକ କ୍ରିକେଟ୍‌ରେ ୪୦୦୦ ରନ୍‌ ସଂଗ୍ରହ କରିବାରେ ଦ୍ବିତୀୟ ଭାରତୀୟ ୱିକେଟ୍‌-ରକ୍ଷକ ହେଲେ ଋଷଭ ପନ୍ତ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ଆଜି ଋଷଭ ପନ୍ତ ୪୦୦୦ ରନ୍‌ ସଂଗ୍ରହ କରିଥିବା ଦ୍ବିତୀୟ ଭାରତୀୟ ୱିକେଟ୍‌-ରକ୍ଷକ ମାନ୍ୟତା ହାସଲ କରିଛନ୍ତି। ଆଜି ବାଂଲାଦେଶର ‘ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌’ରେ ଚାଲିଥିବା ଭାରତ-ବାଂଲାଦେଶ ଓପେନିଙ୍ଗ୍‌ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ…

ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ବସିଥିବା ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହି‌ଲେ…

ଭୁବନେଶ୍ବର: ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଂଗରେ ନିଜର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ମତ ରଖି ଅଦାଲତ କହିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ। ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ…