ବାଇକକୁ ପିଟିଲା ଟ୍ରକ୍: ପ୍ରାଣ ହରାଇଲେ ବାପ ଓ ପୁଅ

ନୂଆପଡ଼ା: ନୂଆପଡ଼ା  ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ…

ବିଷଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ହତ୍ୟା ମାମଲା: ତତକାଳୀନ ରେଞ୍ଜର ଓ ୨ ଫରେଷ୍ଟର ଗିରଫ

ଯଶିପୁର/ପଦ୍ମପୁର: ବିଷଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ହତ୍ୟା ମାମଲାରେପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯଶୀପୁର ଥାନା ପୁଲିସ ପୂର୍ବତନ ରେଞ୍ଜର ଶିବ ଶଙ୍କର ସାମଲ ଓ ୨ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଗରାଣ୍ଡିଆ ବିଟର ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ…

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଗାଦି ଛାଡ଼, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ…

ଗଣିକା ଆମ୍ରପଲ୍ଲୀ

ପୂର୍ବ କାଳରେ ବୈଶାଳୀ ଏକ ସମୃଦ୍ଧ ଗଣରାଜ୍ୟ ଥିଲା l ସୁଶାସନରେ ପ୍ରଜା ମାନେ ସୁଖରେ କାଳ କାଟୁଥିଲେ l ବୈଶାଳୀ ନଗର ଉପକଣ୍ଠରେ ଏକ ସୁନ୍ଦର ଆମ୍ରବନ ଥିଲା l ଦିନେ ଏହି ବନମଧ୍ୟରେ କେହି ଜଣେ, ଏକ ସଦ୍ୟ ଜାତ କନ୍ୟା ସନ୍ତାନକୁ ପକାଇ ଦେଇ ଗଲା l ସେହି ଆମ୍ର ବନର ରକ୍ଷକ ଥିଲେ ଅତ୍ୟନ୍ତ ଦୟାଳୁ l…

ନମସ୍ତେ ମାତା ପଦ୍ମାଳୟା

ନମସ୍ତେ ମାତା ପଦ୍ମାଳୟା l ଜଗଜ୍ଜନନୀ ବିଷ୍ଣୁ ଜାୟା ll ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l ଜଗତ ତୋର ପଦେ ଛନ୍ଦା ll ଚାରୁ ହାସିନୀ ଚନ୍ଦ୍ର ମୁଖୀ l ସ୍ମରଣେ ଦୁଃଖ ଯାଏ ସୁଖି ll ପିତା ତୋହର ରତ୍ନାକର l ତୁ ଅଟୁ ରତନ ଭଣ୍ଡାର ll ପଦ୍ମ ଆସନୀ ପଦ୍ମାନନୀ l ଶ୍ୱେତ ଅମ୍ବରୀ ନାରାୟଣୀ ll…

ସ୍ୱାଧୀନତା ପରବର୍ତ୍ତୀ କର୍ଲାପଡାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ

ଭବାନୀପାଟଣା : ସଦର ବ୍ଲକ ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଠାରେ ଧୃବ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ସମସ୍ୟାରେ ଗତିକରୁଥିବା କର୍ଲାପଡା ଅଞ୍ଚଳରେ ଏଯାଏଁ ଆନୁସଙ୍ଗିକ ସବୁ ସମସ୍ୟା ରହିଯାଇ ଅଛି ।…

ସାହିତ୍ୟ ପତ୍ରିକା ‘ ପ୍ରତିବେଶୀ ‘ ଉନ୍ମୋଚିତ

କଲକତା(୨୪|୧): ଉତ୍କଳ ଶିକ୍ଷା ସଂସଦ କଲକତା ଦ୍ଵାରା ବିଗତ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପ୍ରକାଶିତ ହେଉଥିବା ତ୍ରୈମାସିକ ସାହିତ୍ୟ ପତ୍ରିକା ପ୍ରତିବେଶୀର ଅକ୍ଟୋବର - ଡିସେମ୍ବର ୨୦୨୨ ସ୍ଵତନ୍ତ୍ର ସଂଖ୍ୟା ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ସଂସ୍ଥାନ କଲକତାର ନିର୍ଦ୍ଦେଶକ ଶ୍ରୀଯୁକ୍ତ…

ନବ ଦାସଙ୍କୁ ୱାର୍ଲଡ ଓଡ଼ିଶା ସୋସାଇଟି ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୧ା୨: ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଅକାଳ ବିୟୋଗରେ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକ ଶୋକବାର୍ତ୍ତାରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଶା ଜଣେ ଦୂରଦୃଷ୍ଟି ସମ୍ପନ୍ନ, କାମିକା ଏବଂ କୁଶଳୀ…

ଓଡ଼ଗାଁ ଶିକ୍ଷକ ସଂଘର ପ୍ରତିବାଦ ସଭା

ଓଡଗାଁ: ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି I ନଭେମ୍ବର 27 ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ…

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ, ଜିଲ୍ଲାବାସୀଙ୍କୁ ଆଉ କଟକ-ଭୁବନେଶ୍ବର ଯିବାକୁ ପଡ଼ିବନି:…

କେନ୍ଦୁଝର : କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ…