ଭସାପୋଲରେ ଭାରୀଯାନ ପାଇଁ କଟକଣା

ବ୍ରହ୍ମଗିରି : ବାରମ୍ବାର ଭସାପୋଲ ଯାତ୍ରୀଙ୍କ ସହିତ ମଝି ଚିଲିକାରେ ଅଟକି ରହୁଛି। ଏହି କାରଣରୁ ଘଣ୍ଟା ଘଣ୍ଟା ଧରି ଯାତ୍ରୀ ମଝି ଚିଲିକାରେ ନାକେଦମ ହେଉଛନ୍ତି। ଭସାପୋଲରେ ଲାଗିଥିବା ଦୁଇଟି ଇଞ୍ଜିନ୍‌ ମଧ୍ୟରୁ ଗୋଟିଏ ଠିକଣା ଭାବରେ କାମ କରୁନି। ତେଣୁ ଗୋଟିଏ ଇଞ୍ଜିନରେ ଭସାପୋଲ ଯାତ୍ରୀ…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା: କାଶୀପୁର ବ୍ଲକ ଡି. କରଳ ଆଦିବାସୀ ସାହିରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ୱାମୀ ମାଲିକୀ ମାଝି ସ୍ତ୍ରୀ ସାପାଇ ମାଝିକୁ ହତ୍ୟା କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ଦୋରାଗୁଡା ପୁଲିସ ମୃତଦେହକୁ ଜବତ କରିଛି। ଅଭିଯୁକ୍ତ ସ୍ୱାମୀ…

ବିଚାରାଧୀନ ଅନ୍ତେବାସୀ କଏଦୀଙ୍କ ମୃତ୍ୟୁ

ଜୟପୁର: ଗତ ୨୦୧୮ମସିହାରେ ଡିସେମ୍ବରରେ ଜୟପୁର ସଦରଥାନା ସିଆଡିମାଳରେ ହୋଇଥିବା ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୟପୁର ଉପଖଣ୍ଡ କାରାଗାରରେ ରହି ଆସୁଥିବା ବିଚାରାଧୀନ ଅନ୍ତେବାସୀ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସଦର ଥାନା ଅଞ୍ଚଳ…

ଅତ୍ୟାଚାର ମୋ ଉପରେ ହେବ, ମୁଁ କାହିଁକି କ୍ଷମା ମାଗିବି? : ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ଧମକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅରୁପ ପଟ୍ଟନାୟକ ବ୍ୟବହାର ଜାଣି ନାହାନ୍ତି। ତୁ ତା କରି ବ୍ୟବହାର କରୁଛନ୍ତି। କେମିତି ବ୍ୟବହାର କରଯାଏ, ସେ ଜାଣି…

ଚାଷ ଓ ଚାଷୀର ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱରରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା। ଆଜିଠାରୁ ତିନି…

ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଗଲା ଟ୍ରକ୍‌; ଡ୍ରାଇଭର ମୃତ, ଅଳ୍ପକେ ବର୍ତ୍ତିଲା ହେଲ୍‌ପର

ବିଶୋଇ: ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥସ୍ଥିତ ସ୍ଥାନୀୟ ଚଟାଣି ଛକ ନିକଟରେ ଏକ ଆଇରନ ବଝେଇ ଟ୍ରକ୍‌ ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଟ୍ରକ…

କଂଗ୍ରେସରେ ଯୋଗଦେଲେ ପ୍ୟାରୀ ମହାପାତ୍ରଙ୍କ ଝିଅ

ଭୁବନେଶ୍ବର : ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ‌ମହାପାତ୍ରଙ୍କ ଝିଅ ସିକ୍ତା ପତି ବୁଧବାର ଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ୟାରୀ‌େମାହନଙ୍କ ମୃତ୍ୟୁର କିଛି ମାସ ପରେ ସିକ୍ତା ବିଜେଡିରେ ମିଶିଥିବାବେଳେ ବୁଧବାର ଦିନ ସେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଛନ୍ତି।…

ପୁଲିସ୍‌ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି।

ସମ୍ବଲପୁର: ପୁଲିସ୍‌ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ ଅନେକଥର ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଖଣ୍ଡା ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ବାହାରିବାର ଏକ…

୧୦ ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ବର : ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ୧୬ ତାରିଖରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଓ ଢେଙ୍କାନାଳ ଏବଂ ୧୭ ତାରିଖ ଭୋର ସମୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ,…

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତ୍ ଗିରଫ

ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ଗିରଫ ହୋଇଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ସମ୍ବଲପୁର ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତକୁ ଉଠାଇଥିଲା କମିଶନରେଟ୍ ପୁଲିସ। ଆଉ କିଛି ସମୟ ପରେ ପୁଲିସ…