ରାସନକାର୍ଡରେ ୧୫, ୦୦୦ ନକଲି ନାଁ !

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ‘ଭୂତ କାର୍ଡ’ ପରେ ଏବେ ନକଲି ନାମ ଥିବା କାର୍ଡରେ ଉଠାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବସ୍ତିରେ ରହୁଥିବା ହିତାଧିକାରୀଙ୍କ କାର୍ଡରେ ଚାଲିଛି ଏହି କାମ। ଯେଉଁ ହିତାଧିକାରୀ…

ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ)ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା…

ଶିବରାତ୍ରୀର ପୌରାଣିକ ପୃଷ୍ଠଭୂମି

ଶିବ ମଙ୍ଗଳମୟ, ଆଶୁତୋଷ, ଅଳ୍ପପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି l ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବାପାଇଁ ଦଶଗୋଟି ବ୍ରତ ଅଛିl ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ l ଜାବାଳିଙ୍କ ଶ୍ରୁତି ମଧ୍ୟ ଏହା କହିଥାଏ l କେତେକ ଶ୍ରୁତିରେ ମାଘ…

ଶିବଭକ୍ତ ମହର୍ଷି ମାର୍କଣ୍ଡେୟ

ପୂର୍ବକାଳରେ ଆମ ଆର୍ଯ୍ୟାବର୍ତ୍ତରେ ମୄକଣ୍ଡ ବୋଲି ଜଣେ ମହାନ୍ ଋଷି ବାସକରୁଥିଲେ l ତାଙ୍କ ପତ୍ନୀ ଥିଲେ ମରୁଦ୍ଵତୀ l ସୁଖରେ ସେମାନଙ୍କ ଦାମ୍ପତ୍ୟ ଜୀବନ କଟୁଥିଲା, ମାତ୍ର ତାଙ୍କର ଗୋଟିଏ ଦୁଃଖ ଥିଲା ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ l ମହର୍ଷି ମୄକଣ୍ଡ ଥିଲେ ଶିବ ଭକ୍ତ l ତେଣୁ…

ଗାଲବ ମାଧବୀ ଉପାଖ୍ୟାନ

ଭଗବାନ ଶ୍ରୀକୃଷ୍ଣ ଶାନ୍ତିଦୂତଭାବେ ଯୁଦ୍ଧ ନହେବା ପାଇଁ ଶାନ୍ତି ପ୍ରସ୍ତାବ ଧରି, ହସ୍ତୀନାରେ ପହଞ୍ଚିଲେ l କୁରୁ ସଭାରେ ପର୍ଶୁରାମ, କଣ୍ୱ ପ୍ରଭୁତି ଋଷିମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବକୁ ସ୍ୱାଗତକରି ମାନୀ ଦୁର୍ଯ୍ୟୋଧନକୁ ବୁଝାଇବାକୁ ଚେଷ୍ଟା କଲେ l ମାତ୍ର ତାଙ୍କର ସବୁ ଚେଷ୍ଟା…

ମାୟାମୃଗ

ଦଣ୍ଡକାରଣ୍ୟରେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ଚତୁର ଇଙ୍ଗିତରେ ଲକ୍ଷ୍ମଣ ଶୁର୍ପଣଖାର ନାକ,କାନ କାଟି କୁରୂପ କରି ଛାଡ଼ି ଦେଲେ l ଶୁର୍ପଣଖା ତତ୍କ୍ଷଣାତ ଧାଇଁ ଯାଇ ତାହାର ଭାଇ ଖରକୁ ତାର ଦୁର୍ଗତିର କାହାଣୀ କହିଲା,ତହୁଁ ଖର,ଦୂଷଣ ଏବଂ ତ୍ରିଶିରା ଆଦି ଭୀଷଣ କାୟ ରାକ୍ଷସମାନେ ଯାଇ ରାମଙ୍କ…

ମାତୃଭାଷା ଦିବସ ଅନୁଚିନ୍ତା

ଉତ୍କର୍ଷ କଳାର ଉତ୍କଳ ଦେଶ ଏବେ ଓଡ଼ିଶା l ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ ମାତୃଭାଷା ll ଆମ ପୁଣ୍ୟଭୂମି ଉତ୍କଳ ନେତା ଶ୍ରୀଜଗନ୍ନାଥ l ନୀଳଚକ୍ର ନେତ ଗରବେ ଗାଏ ଆମରି ଗୀତ ll ଆମ ଭାଷା ଅତି ମହାନ ଆଜି ବିଶ୍ବେ ବଖାଣ l ଜଗତ ଉଦ୍ଧର ପଛେ ମୋ ନର୍କେ ପଡୁ଼ ଜୀବନ ll ଆମ ଭାଷା ପୁଣି ଅଟଇ…

ପୁଷ୍କରିଣୀର ନାମ ଦେବୀପାଦ ହରା

ଆମ ଐତିହ୍ୟ ମଣ୍ଡିତ ଏକାମ୍ର କାନନ, ଲିଙ୍ଗରାଜ କ୍ଷେତ୍ରରେ ରହିଛି କ୍ରମେ ଜନ ମାନସରୁ ଅପସରି ଯାଇଥିବା, ଏକ ଐତିହାସିକ ପୁଷ୍କରିଣୀ l ଅଧୁନା ସରକାରଙ୍କ ତରଫରୁ କରାଯାଉଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଅଭିଯାନରେ ଏହାର ପୁନରୁଦ୍ଧାର କରାଯାଇ, ଲୋକ ଲୋଚନକୁ ଅଣା ଯାଇଛି l…

ପ୍ରେମମୟ ହରି

ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll ଗଳେ ଦିଅ ବନମାଳା କେତକୀ ନିଆଳି l ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll ପ୍ରେମାନନ୍ଦେ ବୋଳିହୁଅ ବ୍ରଜଦାଣ୍ଡ ଧୂଳି l…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ

ତ୍ରେତୟା ଯୁଗରେ ରାଜା ରାମଚନ୍ଦ୍ର ସୁଶାସନ ରାମରାଜ୍ୟ l କଳିଯୁଗେ ଭାଈ ସେହି ରାମରାଜ୍ୟ ଆମରି ମୟୂରଭଞ୍ଜ ll ମୟୁର ଅଣ୍ଡଜ ବଂଶରେ ସମ୍ଭବି ରାଜା ଶ୍ରୀ ଶ୍ରୀରାମଚନ୍ଦ୍ର l ରାଜା ନୁହେଁ ସିଏ ମହାରାଜା ଆମ ଓଡ଼ିଶା ଆକାଶେ ଚନ୍ଦ୍ର ll ଗୁଣ ଚିହ୍ନିଥାଏ ଗୁଣିଆଁ ସିନା ସେ ଚିହ୍ନି କେତେ…