ଭବାନୀପାଟଣା : ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ବୁଢୀପଦର ପ୍ରାଥମିକ ବିଦ୍ୟାଳୟ ଯାହା ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ରହିଛି l ଏହାର ପୁନଃ ନିର୍ମାଣ ଦାବୀ ନେଇ ଡ଼. ଭବାନୀ ଶଙ୍କର ନିଆଲ ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳଙ୍କ ନେତୃତ୍ୱରେ ବୁଢୀପଦର ଗ୍ରାମବାସୀଙ୍କ ସହ ଜିଲ୍ଲପାଳ କଲାହାଣ୍ଡି ଓ ବିଡ଼ିଓ ଭବାନୀପାଟଣାଙ୍କର ସହ ସାକ୍ଷାତକାର କରିଥିଲେ ଏବଂ ଏହାର ଆସୁ ସମାଧାନ ପାଇଁ ଜିଲ୍ଲପାଳ ଏବଂ ବିଡ଼ିଓଙ୍କୁ ନିବେଦନ କରିଥିଲି । ଏଥିରେ ଗ୍ରାମବାସୀ ତରଫରୁ ଦୀନବନ୍ଧୁ ସାହୁ, କାମଦେବ ସାହୁ,ଗୁଣନିଧି ସୁନା (ପ୍ରଧାନ ଶିକ୍ଷକ), ବଳଦେବ ସାହୁ (ସଭାପତି), ପ୍ରଦୀପ ସାହୁ,କେଦାର ସାହୁ, ରହିତ ସାହୁ, ଲକ୍ଷ୍ମଣ ଶବର,ଦାମୋଦର ନାଗ (ୱାର୍ଡ ମେମ୍ବର), ହୃଦାନନ୍ଦ ମାଝୀ, ଗନ୍ଧର୍ବ ସାହୁ ,ଡୁଲମଣୀ ଶବର,ଦେବରାଜ ଯାନୀ,ହିମାଂଶୁ ବାଗ, ଭଗବାନ ଯୁଆଡ଼, ଧନୁ ଯାନୀ, ବୈକୁଣ୍ଠ ମାଝୀ, ବିସିକେଶନ ଶବର, ଧରଣୀ ସାହୁ, ପ୍ରହଲ୍ଲାଦ ଯୁଆଡ଼, ଅଯୋଧ୍ୟା ଶିଖା,ସୁଗ୍ରୀ ଭୋଇ,ଲାଲୁ ପ୍ରସାଦ ସାହୁ,ଲିଙ୍ଗରାଜ ଯାନୀ, କୁବେର ସାହୁ, ପୂର୍ଣ୍ଣ ଚିନାଗୁନ, ବାବୁଲି ବାଗ, ଖୁସିରାମ ସାହୁ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.