କାଶୀନଗର ବ୍ଳକ କେତିଙ୍ଗିରେ ହାତୀ ଆତଙ୍କ, ରାତି ଅଧରେ ଅପରେସନ ।

0

ଗଜପତି,୬.୧୧(ମନୋଜ କୁମାର ପାଢୀ)- କେତିଙ୍ଗି ଅଞ୍ଚଳରେ ହାତୀ ଆତଙ୍କକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଛିନ୍ତା । ରାତି ଅଧରେ ବନବିଭାଗ କର୍ମଚାରୀଙ୍କ ସହ ୨ କିଲୋମିଟର ପଦଯାତ୍ରା କରି ହାତୀ ଅପରେସନରେ ସାମିଲ ହେଲେ ବିଧାୟକ ରୂପେଶ ପାଣିଗ୍ରାହି । ହାତୀର ଗତିବିଧି ଓ ସୁରକ୍ଷା ବ୍ୟବସ୍ଥାର ନିଜେ କଲେ ଅନୁଧ୍ୟାନ । ଜନସାଧାରଣଙ୍କ ସୁରକ୍ଷା ପାଇଁ ବନବିଭାଗ ସହ ରାତିରେ ଅଭିଯାନରେ ରହିଲେ ବିଧାୟକ ।
ବିପଦ ସମୟରେ ଜନତାଙ୍କ ପାଖରେ ରହିବାର ଦୃଢ ସଂକଳ୍ପ ପ୍ରକାଶ ।

Leave A Reply

Your email address will not be published.