ନୟାଗଡ଼ : ପଠାଣି ସାମନ୍ତ ସଂସ୍କୃତି ଭବନରେ ମଇ ୯ ସନ୍ଧ୍ୟା ୭ ଟା ସମୟରେ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଓଡଶ’ ଏବଂ ମଇ ୧୦ ସନ୍ଧ୍ଯା ୭ଟା ସମୟରେ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ନାଟକ ‘ଜଉଘର’ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ଯକ ଦର୍ଶକ ଯୋଗ ଦେବାପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି।
ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Comments are closed.