ସାଥୀରେ

ମନୋଜ କୁମାର ଦାସ

ଏମିତି ବନ୍ଧୁଟିଏ
ଗୋଲାପ ବଗିଚାର
ସଜ ଫୁଟା ଫୁଲଟିଏ
କୋମଳ ହୃଦୟରେ
ଆପଣାର କରିନିଏ l

ଏମିତି ବନ୍ଧୁଟିଏ
ଦୁଃଖରେ ଦୁଃଖୀ
ସୁଖରେ ସୁଖୀ
ଛାଇ ଆଲୁଅପରି
ସାଥୀରେ ରୁହେ l

ଏମିତି ବନ୍ଧୁଟିଏ
ସମ୍ପର୍କ ର ନିବିଡ଼ତା
ପ୍ରେମିକା ଠାରୁ ଭଲ
କବିତା ସାଥୀରେ
ଜୀବନ ବିତାଇବାକୁ ଚାହେଁ l
##################
ଆଳିଜଙ୍ଗା , କପାଳେଶ୍ଵ ର, କେନ୍ଦ୍ରାପଡ଼ା
୯୯୩୭୧୭୮୭୫୫

Comments are closed.