କଲକାତା : ରାମାୟଣ ସଂପର୍କିତ ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ସୁଦୂର ବେଙ୍ଗାଲୁରୁରୁ ଆସିଥିବା ସଂସ୍କୃତ ବିଦ୍ୱାନ ଶ୍ରୀ ଆର ରଙ୍ଗନ୍ କଲକାତାସ୍ଥିତ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ ପରିଭ୍ରମଣ କରିଥିଲେ। ସଂସ୍ଥାନର ନିର୍ଦ୍ଦେଶକ ଏସ. ଏସ. ରାଜପୁତ୍, ସଂପାଦକ ଡ଼ ଅଭିଜିତ୍ ଘୋଷ୍ ଓ ଅନ୍ୟ ସମସ୍ତ ଶୁଭେଚ୍ଛୁ ତଥା ସଦସ୍ଯ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.