ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆୟୋଜନ କଲା ଭାଷା ବିକାଶରେ କୃତ୍ରିମ ବୁଦ୍ଧିମତ୍ତା ବିଷୟକ ଆଲୋଚନା
ବାଲେଶ୍ଵର: ୨୫/୫(କୃଷ୍ଣ କୁମାର ମହାନ୍ତି): କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ସ୍ୱୟଂଚାଳିତ କାର୍ଯ୍ୟଦକ୍ଷତା ରହିଛି। ତାହା ନୂତନ ତଥ୍ୟରୁ ନିଜେ ଶିକ୍ଷା କରି ନିଜର କାର୍ଯ୍ୟଶୈଳୀକୁ ପ୍ରସ୍ତୁତ କରିଥାଏ। ଏବେ ପୃଥିବୀର ସର୍ବତ୍ର କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଅସାଧ୍ୟ କାର୍ଯ୍ୟ…